ଗଣେଶ୍ଵର ସାହୁ ସଖୀ ତୁମ ପ୍ରେମଠିକ୍ ଏ କୁହୁଡ଼ି ପରିଭିନ୍ନ ଏକ ଭ୍ରମ । ଅଦୃଶ୍ୟ ତା’ ଛଳର ଆର୍ଦ୍ରତାଭିଜେଇ ଦେଇପାରେ ଦୁଇ ଆଖିପତାତୃଷାର୍ତ୍ତ ଚର୍ମଆଉ ଚର୍ମ ତଳ ଗୋଟିଗୋଟି ସତ୍ତା । ଅଦୃଶ୍ୟ
Category: କବିତା
ଅରୁଣ କୁମାର ମିତ୍ର ହଜାର ଜନମ ଧରିବାରମ୍ବାର ଆସିବି ଫେରିକାଉ କିମ୍ବା କୁମ୍ଭାଟୁଆ ବେଶେ,ଅଥବା ମୟୂର ହୋଇମସ୍ତକେ ଶିଖା ନେଇନାଚୁଥିବି ଘନ ଉଲ୍ଲାସେପାହାଡ଼ ପର୍ବତାକୀର୍ଣ୍ଣଏଇ ସେଇ କଳିଙ୍ଗ ପ୍ରଦେଶେ । ବିଷମ ବାସନା ମନେବୁଲୁଥିବି
ଛବିରାମ ସେଠୀ ଭାରତ ମାତାର ବୀରପୁତ୍ର ତୁମେଗାଇଲେ ମୁକ୍ତିର ମନ୍ତ୍ରଓଡ଼ିଆ ବଜାର କଟକେ ଜନ୍ମିଲହୋଇଥିଲ ଶ୍ରେଷ୍ଠ ଛାତ୍ର । (୧) ଯୁବଶକ୍ତିର ଧ୍ଵଜା ଉଡ଼ାଇଲଦେଶ ସ୍ବାଧୀନତା ପାଇଁକଳିଙ୍ଗ ମାଟିକୁ ରଖିଲ ବିଶ୍ବରେଉତ୍ତୁଙ୍ଗ ଶିଖରେ ନେଇ
ଦୀପ୍ତି ଦାସ ପିଠି କରି ବସିଛି ପୋଖରୀରଅହଙ୍କାରୀ ନୀରପଦୁଅଁ ପତର ବିନତି କରେପାଶେ ଥାଇ ତୁ ମୋର । କିଆଁ ରହୁ ଏତେ ଦୂରସାଥି ବିହୀନ ସେରହିଥାଏ ଉର୍ଦ୍ଧମୁଖଝରାଇ ଦେବ କି କାଳେବର୍ଷା ପାଣି
ବିନୟ ମହାପାତ୍ର ତୁମେ କହିଥିଲ,ବସନ୍ତ ଆସିଲେ, ତୁମେ ବି ଆସିବ,ତୁମରି ସେ ସୁକୁମାରୀ କୁମାରୀ ଅଙ୍ଗଲତାକୁସୋରିଷ ଫୁଲର ହଳଦିଆ ଶାଢୀରେ ସଜାଇମୋତେ ପ୍ରୀତି ଉପହାର ଦେବ । ତୁମେ କହିଥିଲ,ତୁମେ ନିଶ୍ଚୟ ଆସିବ,ଥିରିଥିରି ମଳୟ
