ସସ୍ମିତା ରାଉତ ପୁରୁଣା ମନ୍ଦିରର ଭଗ୍ନ ଜଗମୋହନ ସଦୃଶ ମନର ଅତଳ ସାଗରରେ ପଡ଼ିରହିଛି ପୁରୁଣା ସ୍ମୃତି । ସ୍ମୃତି ସଦା ଜୀବନର ଇତି । ଜୀବନ ସରିଯାଏ କିନ୍ତୁ ସ୍ମୃତି
Author: ସହ-ସମ୍ପାଦକ
ବିଭୁ ସାମନ୍ତ ଜଙ୍ଗଲ ଯିବୁ !କୋଳି ଖାଇବୁ ,ବାଘ ଆସିଲେ… ଡରିବୁନି ? ଏତିକି କହିସେ ଫୁଙ୍କିବା ଆଗରୁ ମୁଁତା’ ଆଖି ଯୋଡ଼ାକ ବନ୍ଦ କରିଦିଏ । ପୌଷ ସିନା ପାଉଁଶ ତଳୁମେଲାଣି ମାଗେହେଲେ
ଶିବାଶିଷ ପାଢ଼ୀ ବଦଳି ପରେବି ଚୌକି ଛାଡିବାକୁ ପ୍ରସ୍ତୁତ ନଥିଲେ ଅଧିକାରୀ ଜୟନ୍ତବାବୁ । କଥାଟି ଚର୍ଚ୍ଚାର ଖୋରାକ ଯୋଗାଇଥିଲା ଜିଲ୍ଲାରେ । ସରକାର ବି ଅନ୍ୟ କାହାକୁ ସେ ସ୍ଥାନରେ ଅବସ୍ଥାପିତ କରିନଥିଲେ
ଶ୍ଵେତପଦ୍ମା ପାଢୀ ପକ୍ଷୀଟିଏ ପରିଣତ ବୟସରେ ପହଞ୍ଚିଲେ ସାରା ଆକାଶେ ଉଡ଼ିବାକୁ ଚାହେଁ । ହେଲେ ବେଳେବେଳେ ଏକ ଭୟ ଓ ଲଜ୍ୟାର କଳାମେଘ ତା’ ଉଡ଼ାଣକୁ ରୋକିଦିଏ । ବିଜୁଳି ଚମକରେ ଚମକି
ରାମକୃଷ୍ଣ ବାରିକ ଭୋଟ ସରିବା ପରେ…ଗାଁରେ ଆଉ କେହି କାଇଁକାନ ପାଖେ ଫୁସଫାସ୍ ହେଉନିଷଡ଼ଯନ୍ତ୍ରର ଶବ୍ଦ ଫାନ୍ଦି ସମର୍ଥନ ପାଇବାକୁଆଉ କିଏ କାଇଁ ଘରକୁ ଅନ୍ଧାରୀବିଜେ କରୁନି… ଅଦିନିଆ ଭଲମନ୍ଦ ବୁଝାର ପର୍ବ ସରିଛିମିଛିମିଛିକା
ସାଇ ଦୁର୍ଗାପ୍ରସାଦ ଜଗନ୍ନାଥପୁରର ଲୋକେ କୁହନ୍ତି ତାଙ୍କ ଅଞ୍ଚଳର “ଖୋଜ ଖବର” ଦୈନିକ ସମ୍ବାଦପତ୍ରର ବିତରକ ବାବୁଲି ଜେନାର ଟିକେ ମୁଣ୍ଡଦୋଷ ଅଛି । ହେଲେ ସେଇ ଦୋଷ କେବେ କାହାର ଅନିଷ୍ଟ କରିନି
ଶତରୂପା ମିଶ୍ର ବାଗୀଶ୍ଵରୀ ଆହେ ଦେବୀ ସରସ୍ଵତୀ ଧରା ପରେ ଅବତରି,ବସନ୍ତ ପଞ୍ଚମୀ ଶୁଭ ମୁହୂରତେ ଦିଅ ସୁଜ୍ଞାନ ବିତରି । ଚନ୍ଦ୍ର ସମ ଶ୍ୱେତବସ୍ତ୍ର ପରିହିତା ଶ୍ୱେତ କମଳେ ବିରଜି,ଶ୍ୱେତ ରାଜହଂସ ବାହନେ
