ଭୁବନେଶ୍ୱର : ଶ୍ରେଷ୍ଠ ସାହିତ୍ୟ କୃତି ପାଇଁ ଚଳିତ ବର୍ଷର ୪୪ତମ ମର୍ଯ୍ୟାଦାଜନକ ଶାରଳା ପୁରସ୍କାର ପାଇବା ପାଇଁ ମନୋନୀତ ହୋଇଛନ୍ତି ବିଶିଷ୍ଟ ଉପନ୍ୟାସିକ ଭୀମ ପୃଷ୍ଟି । ତାଙ୍କ ଲିଖିତ ବହୁଚର୍ଚ୍ଚିତ ଉପନ୍ୟାସ

Read More

ଭୁବନେଶ୍ଵର : ଅଗ୍ରଣୀ ପ୍ରକାଶନ ସଂସ୍ଥା ଏଥେନା ବୁକ୍ସର ରୌପ୍ୟ ଜୟନ୍ତୀ ଉଦଘାଟନୀ ଉତ୍ସବ ବୁଧବାର ସ୍ଥାନୀୟ ଭାରତୀୟ ବିଦ୍ୟାଭବନର ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ଡ. ବିଧୁପ୍ରଭା ରଥଙ୍କ ସଭାପତିତ୍ଵରେ ଅନୁଷ୍ଠିତ ଏହି

Read More

ଭୁବନେଶ୍ୱର : ଓଡ଼ିଶା ସାହିତ୍ୟ ଏକାଡ଼େମୀ ଓ ପ୍ରହରାଜ ପ୍ରତିଭା ପୂଜା ପରିଷଦ ପକ୍ଷରୁ ବୁଧବାର ଦିନ ସୂଚନା ଭବନଠାରେ ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ ପ୍ରଣେତା ଗୋପାଳଚନ୍ଦ୍ର ପ୍ରହରାଜଙ୍କ ୧୫୦ତମ ରାଜ୍ୟସ୍ତରୀୟ ଜୟନ୍ତୀ ଅନୁଷ୍ଠିତ

Read More

କ୍ଷଣାପ୍ରଭା ମହାନ୍ତି ତାକୁ ବିସର୍ଜନ କଲାପରେକେଉଁ ପୁଣ୍ୟକାମ କଲାପରି ଲାଗେ କେଜାଣି, କିଏ ପାଏ ଯେ ଆତ୍ମସନ୍ତୋଷ ?ଶିଳ୍ପୀ ନା ପୂଜକ, ନା ମୂକସାକ୍ଷୀ ପରିଦେଖୁଥିବା ଅଗଣିତ ଦର୍ଶକ l ପ୍ରତିବର୍ଷ ଅଶିଣ ଆସିଲେମନେପଡ଼େ

Read More

ସୁରଞ୍ଜନ ପାତ୍ର ବୋଉ କହିଥିଲା ଧନରେଦେଖିଚାହିଁ ଚଳିବୁ ବାହାରେପକ୍ଷୀକୁ ଦେଖି ମନେ ତୋ’ର ଭରିବୁନିଅଦମ୍ୟ ଉଡ଼ାଣନିଘା ରଖିଥିବୁ ଟିକେ ନିଆଁ ଓ ପାଣିକୁଦୂରେଇ ରହିବୁ ଟିକେ ମୋହିନୀ ଛାଇରୁଛାଇ ବି ବେଳେବେଳେ ଦଂଶିପାରେକାଳସର୍ପ ରୂପେ

Read More

ଭୁବନେଶ୍ୱର : ସିଦ୍ଧସାଧକ ଭାଗବତକାର ଜଗନ୍ନାଥ ଦାସଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ସମାରୋହ ସ୍ଥାନୀୟ ସଂସ୍କୃତି ଭବନ ପ୍ରେକ୍ଷାଳୟରେ ଗତକାଲି ପାଳିତ ହୋଇଯାଇଛି । ଓଡ଼ିଶା ସାହିତ୍ୟ ଏକାଡ଼େମୀର ସଭାପତି ହୃଷୀକେଶ ମଲ୍ଲିକଙ୍କ ପୌରୋହିତ୍ୟରେ ଏହି

Read More

ଭୁବନେଶ୍ୱର : ଶାରଳା ସ୍ମାରକ ପକ୍ଷରୁ ବିଶିଷ୍ଟ ଲେଖକ ତଥା ଗବେଷକ ଗଣେଶ ପ୍ରସାଦ ପରିଜାଙ୍କ ୨୪ତମ ସ୍ମୃତି ଦିବସ ଆସନ୍ତା ସେପ୍ଟେମ୍ବର ୨୬ ତାରିଖ ସନ୍ଧ୍ୟାରେ ଗୀତଗୋବିନ୍ଦ ସଦନଠାରେ ଅନୁଷ୍ଠିତ ହେବ ବୋଲି

Read More

ଲଲାଟେନ୍ଦୁ କବି ( ୧ ) ଅନ୍ୟ ସଂପ୍ରଦାୟର କିଛି ଲୋକଙ୍କୁ ବିନାଶ କରି ଫଳତଃ ସ୍ଵଧର୍ମକୁ ପୁନରୁଦ୍ଧାର କରିବାର ଆନନ୍ଦଟା ଉଭେଇ ଗଲା ।  ପଣ୍ଡିତେ ସମ୍ଭାଳି ପାରିଲେ ନାହିଁ । ନିଜର

Read More

ଭୁବନେଶ୍ୱର : ପ୍ରାଚୀନ ତାଳପତ୍ର ପୋଥି ସଂରକ୍ଷଣ ନିମନ୍ତେ ଓଡ଼ିଶା ରାଜ୍ୟ ସଂଗ୍ରହାଳୟ ପକ୍ଷରୁ ଏକ ୧୫ ଦିନିଆ ତାଲିମ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଏହି ଅବସରରେ ‘ଟିପିକାଲ୍‌ ସିଲେକସନ୍ସ ଫ୍ରମ୍‌ ଓଡ଼ିଆ

Read More