ସାହିତ୍ୟିକା ଲିପ୍ସା ପଟେଲଙ୍କ ସହିତ ସହ-ସମ୍ପାଦିକା ନୀଳିମା ନିବେଦିତାଙ୍କ ଏକ ସାକ୍ଷାତକାର : ‘କାହିଁକି ଲେଖେ’ ପ୍ରଶ୍ନର ଉତ୍ତରରେ ମୁଁ କହିବି ଯେ ଏମିତିରେ ତ ଗପ, କବିତା, ଉପନ୍ୟାସ, ପ୍ରବନ୍ଧ ମୁଁ ସବୁ

Read More

ଭୁବନେଶ୍ୱର : ଯୁବ ପ୍ରାବନ୍ଧିକ ଓ ସ୍ତମ୍ଭକାର ପରଂବ୍ରହ୍ମ ତ୍ରିପାଠୀଙ୍କ ପ୍ରବନ୍ଧ ସଂକଳନ ‘କିମାଶ୍ଚର୍ଯ୍ୟମ’ର ଦ୍ଵିତୀୟ ସଂସ୍କରଣ ପାଠକାର୍ପଣ ହୋଇଛି । ଉତ୍ସବରେ ବରିଷ୍ଠ କଥାକାର ଅଜୟ ସ୍ଵାଇଁ ଯୋଗ ଦେଇ କହିଲେ ଯେ

Read More

ବିଷ୍ଣୁପ୍ରିୟା ଜେନା ଲୁହ କେଇବୁନ୍ଦା ବଖାଣି ଥାଏଅକୁହା କାହାଣୀ ଜୀବନ ସାରାରଗୋପନରେ ଛାତି ଚିରି ବୋହିଆସେତତଲା ଲୁହର କେଇ ଧାର । ଜୀବନ ମରୁ ଉପତ୍ୟକାରେକଲବଲ ଏଇ ଜୀବନଟାଡହଡ଼ହ ତତଲା ବାଲିରେଖାଲି ପାଦେ ପରସ୍ତ

Read More

ମାନସ ରଞ୍ଜନ ନାୟକ କେଉଁ ଅନାଦି କାଳରୁ ଦୂର୍ବୋଧ୍ୟ, ଅସମାପ୍ତ, ଅସୀମିତ ଏହି ସୃଷ୍ଟିବିବର୍ତ୍ତନେ ନିମଗ୍ନ, ଅଦ୍ୟାବଧି ଅବିଛିନ୍ନ ପରିବର୍ତ୍ତନରବୃଷ୍ଟିଜୀବନ ଜୀଜିବିଷାର ସରହଦ୍ ଡେଉଁ ଏବେ ଅନ୍ତରୀକ୍ଷକୁଦୃଷ୍ଟିମାଆ କୋଳରୁ ଜହ୍ନମାମୁଁ ଏବେ ହାତପାହାନ୍ତାର ଉଲ୍ଲସିତ

Read More

ଅରୁଣ ମିତ୍ର ଏମିତି ଯଦି କାନୁନ ଆସେ ଦେଶେଝିଅ ପିଲା ଯିବ ପୁଅ ଘରକୁନୂଆ ବରର ବେଶେ,ବିବାହ ପରେ ଝିଅ ରହିଥାଉସିଏ ତାର ନିଜ ଗୃହେବ୍ୟତିକ୍ରମରେ ଦଣ୍ଡ ପାଇବେଅଭିଭାବକ ଯିଏ । ବନ୍ଦ ହେବଟି

Read More

ଗୀତାଞ୍ଜଳି ପୃଷ୍ଟି ଶବ୍ଦମାନେ ସତେ କୋଳାହଳ କରିଆସନ୍ତେ କି ପାଶେ ଧାଇଁଲେଖି ମୁଁ ଯାଆନ୍ତି ଅନେକ କବିତାମୋ ମନର ଶ୍ରଦ୍ଧା ଦେଇ । ଅଳପ ଦିନର ଗଳପ ଆମରହେଇ ଯାଆନ୍ତା ସ୍ମରଣୀୟପରାଣ ଆବେଗେ ତୋଳି

Read More

ବିଭୁଦତ୍ତ ଦାସ ଲୁଣ୍ଠନ କରାଇ ନିରନ୍ତର ନିଜ ଆଖି ନିଦସାହାଯ୍ୟ କରେ ଯେ ଗଢ଼ିବାକୁ ଛୁଆଙ୍କ ସ୍ଵପ୍ନ ପ୍ରସାଦ ।ତ୍ୟାଗ କରି ସବୁ ନିଜର ବ୍ୟକ୍ତିଗତ ସ୍ଵପ୍ନଆଣିବାକୁ ଛୁଆଙ୍କ ଜୀବନେ ଖୁସିର ଦିନ ।ସ୍ଵର୍ଗ

Read More

କ୍ଷଣପ୍ରଭା ମହାନ୍ତି ସ୍ମୁତି ଅନୁଭୂତି ସବୁ ସେ ସାଉଁଟି, କେବେ ବସେ ମନ ମାରିକୋମଳ ତନୁରେ ବର୍ଷାର ଛିଟାଶୀହରଣ ଦିଏ ଭରି । ମନ ଅଳିନ୍ଦତା ଆନ୍ଦୋଳିତ ହୁଏ, କେତେ ଯେ ଅବୁଝା ପ୍ରଶ୍ନକେବେ

Read More