ଭୁବନେଶ୍ଵର : ସାହିତ୍ୟ ଉନ୍ମୋଚନ କରେ, ସଂଯୋଗ କରେ ଓ ଖୋଲିଦିଏ ଯାବତୀୟ ଦ୍ଵନ୍ଦ୍ଵର ଗଣ୍ଠି । ବ୍ୟକ୍ତିକୁ ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ ସହିତ ସଂପୃକ୍ତ କରାଇବା ସହିତ ଅନ୍ଧାରରେ ଆଲୋକ ଦିଏ,

Read More

ଭୁବନେଶ୍ଵର : ଗୃହ ବିଭାଗର ପୂର୍ବତନ ଅତିରିକ୍ତ ଶାସନ ସଚିବ ତଥା ସାହିତ୍ୟିକ ପ୍ରଶାନ୍ତ ଚନ୍ଦ୍ର ପଟ୍ଟନାୟକଙ୍କର ଭୁବନେଶ୍ଵର ସ୍ଥିତ ତାଙ୍କ ବାସଭବନଠାରେ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୮ ବର୍ଷ

Read More

ଅଞ୍ଜଳି ପଟ୍ଟନାୟକ ବୋଉ ବୋଲି କ’ଣ କି ?ଆଞ୍ଜୁଳେ ଅମୃତରେରଞ୍ଚେ ଆକଟ ତ !ଆକଟ ନଥାଇଖାଲି ଅମୃତ ଥାଇକ’ଣ କଳି ହୁଏ ବୋଉକୁ…?! ଯୋଡ଼େ ଶେଥା ଆଖିର ଗଣ୍ଡରେଖେଳୁଥାଏ ଜୀବନ ମୀନନିଜ କଷ୍ଟକୁ ଲୁଚାଇ

Read More

ଭୁବନେଶ୍ଵର : ମାତୃଭାଷା ମହାକୁମ୍ଭ ଏକ ଆନ୍ତର୍ଜାତିକ ମାତୃଭାଷା ସମ୍ମିଳନୀ । ମାତୃଭାଷା ମହାକୁମ୍ଭର ୧୧ ତମ ସଂସ୍କରଣ ଫେବୃଆରୀ ୨୦ ଏବଂ ୨୧ ତାରିଖ ଦିନ ଏହା ଭୁବନେଶ୍ଵରର ସ୍ଵସ୍ତିକ ପ୍ରିମିୟମ ହୋଟେଲରେ

Read More

ଭୁବନେଶ୍ଵର : ଓଡ଼ିଆ ଚଳଚ୍ଚିତ୍ର ଅଭିନେତା ତଥା ରାଜନେତା ଅନୁଭବ ମହାନ୍ତିଙ୍କ ଜୀବନୀ ପୁସ୍ତକ ‘ବ୍ଲକବଷ୍ଟରରୁ ବାଲାଟବକ୍ସ ଅନୁଭବ ମହାନ୍ତି’ ଭୁବନେଶ୍ଵରର ଏକ ହୋଟେଲରେ ଉନ୍ମୋଚିତ ହୋଇଯାଇଛି । ଟାଇମପାସ ପବ୍ଲିକେସନ ଦ୍ବାରା ପ୍ରକାଶିତ

Read More

ଅମିତା ମହାନ୍ତି ତୁମ ଚକା ଆଖିକୁ ନିରେଖି ନିରେଖିମୋ ମୁକୁଳା ଆଖି ଦୁଇଟିରେଭରି ଦେଇଛି ଆଞ୍ଜୁଳେ ଲୁହତୁମ ପାଦପଦ୍ମରେ କୁଢେଇ ଦେଲିମୋ ଅବୁଝାପଣର ଭେଟି ସତରେ ଏ ପୃଥିବୀଟି ମଧୁମୟଜହ୍ନରେ ଭରିଛି ପ୍ରୀତିର ସପ୍ତ

Read More

ଭୁବନେଶ୍ଵର : ଫେବୃୟାରୀ ୨୭ ତାରିଖ ଦିନ ବାଣୀପୀଠ ଶ୍ରୀରାମଚନ୍ଦ୍ର ଭବନରେ କଥାକାର ମନୋଜ ଦାସଙ୍କ ୯୧ତମ ଜନ୍ମଦିନ ପାଳନ ହେବାକୁ ଯାଉଛି । ଏହି ସ୍ୱର୍ଣ୍ଣିମ ଅବସରରେ ଯୁବ ଔପନାସିକ ଦେବବ୍ରତ ଦାସ

Read More

ଭୁବନେଶ୍ଵର : ନୂଆଦିଲ୍ଲୀ ଠାରେ ପକ୍ଷୀଘର ପ୍ରକାଶନୀ ଓ ଡିକେ ଏଜେନ୍ସିଜ୍ ମିଳିତ ଆନୁକୂଲ୍ୟରେ ଆୟୋଜିତ ୱାର୍ଲ୍ଡ ବୁକ୍ ଫେୟାରରେ ଶାନ୍ତନୁ କୁଆର ଆଚାର୍ଯ୍ୟ, ବିଶିଷ୍ଟ କଥାଶିଳ୍ପୀ ପୁଷ୍ପାଞ୍ଜଳି କର ଓ ମାୟାଧର ନାୟକଙ୍କ

Read More

ଭୁବନେଶ୍ଵର : କଥାକାର କିଶୋର ଚନ୍ଦ୍ର ସାହୁ ଓଡ଼ିଆ ଗଳ୍ପ ଜଗତର ଜଣେ ବ୍ୟତିକ୍ରମ ଶିଳ୍ପୀ କହିଲେ ଅତ୍ୟୁକ୍ତି ହେବ ନାହିଁ । ପେଶାରେ ସେ ଥିଲେ ଜଣେ ବ୍ୟାଙ୍କ କର୍ମଚାରୀ । ନୂଆଦିଲ୍ଲୀ

Read More