ଭୁବନେଶ୍ଵର : କଟକ ଜିଲ୍ଲା ଅନ୍ତର୍ଗତ ବାଙ୍କୀର ଅଗ୍ରଣୀ ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ଭୂତନାଥ ସାହିତ୍ୟ ଓ ସାଂସ୍କୃତିକ ସଂସଦର ସପ୍ତମ ବାର୍ଷିକ ଉତ୍ସବ ପ୍ରସିଦ୍ଧ ଶୈବପୀଠ ଭୂତନାଥ ଦେବ ମନ୍ଦିର ପରିସରରେ

Read More

ରାମକୃଷ୍ଣ ତଳେ ଉପରେ ବାହାରେ ଭିତରେକେଉଁଠି ଥାପିବ ପାଦକାକଳି ଯେଉଁଠି କଣ୍ଟା ସେଇଠିଗତିର ବିଲକ୍ଷଣ ସବୁବହୁଧା ବିଭକ୍ତ ମାଟିର ଭାଗ୍ୟ । ବିରୋଧାଭାସରେ ଗୁନ୍ଥା ବୈଚିତ୍ର୍ୟମହୁବୋଳା ଅଠାକାଠିରେପ୍ରଜାପତିର ଓଠବାଚାଳତାରେ ବନ୍ଧା ପ୍ରେମଆତ୍ମୀୟତାରେ ବୃଥା ବାହାସ୍ପୋଟକେଉଁ

Read More

ପିତାଙ୍କ ନିକଟକୁ ପତ୍ର ସତ୍ୟବତୀ ସ୍ଵାଇଁ ତୃତୀୟ ଶ୍ରେଣୀରୁ ଚତୁର୍ଥ ଶ୍ରେଣୀକୁ ଉତ୍ତୀର୍ଣ୍ଣ ହେଲାପରେ ରଚନା ଓ ପତ୍ର ଲିଖନ ନିର୍ଘଣ୍ଟରେ ମୁଁ ମୋ ଜୀବନର ପ୍ରଥମ ଚିଠି ଲେଖିଥିଲି । ସେଦିନ ଶ୍ରେଣୀରେ

Read More

ବିନୟ ମହାପାତ୍ର ଅଫିସ୍ ସାମ୍ନା ଚା’ ଦୋକାନରୁ ବାହାରିଲା ବେଳକୁ ନଜର ପଡିଲା ଘନଶ୍ୟାମ ବାବୁଙ୍କ ଉପରେ, ସେ ତାଙ୍କର ମୋଟର ସାଇକେଲଟାକୁ ପେଲିପେଲି ନେଉଥାନ୍ତି । ତାଙ୍କର ଏପରି ଦୟନୀୟ ଅବସ୍ଥା ଦେଖି

Read More

ଭୁବନେଶ୍ଵର : ଯେବେ ଜଣେ ଦରଜି କପଡ଼ା ସିଲାଇ କରିବା ସମୟରେ ଆଙ୍ଗୁଠିରେ ଛୁଞ୍ଚି ଫୁଟି ରକ୍ତ ବାହାରେ ଏବଂ ଏହି ରକ୍ତର ଛିଟା ସିଲାଇ ହେଉଥିବା କପଡ଼ାରେ ଲାଗିଯାଏ, ତେବେ ସେ କ୍ଷେତ୍ରରେ

Read More

ଭୁବନେଶ୍ଵର : ବିଶିଷ୍ଟ ଶିକ୍ଷାବିତ, ଲେଖିକା ତଥା କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁରସ୍କାର ପ୍ରାପ୍ତ କବି ଅମିୟବାଳା ପଟ୍ଟନାୟକ ୭୮ ବର୍ଷ ବୟସରେ ଇହଲୋକ ପରିତ୍ୟାଗ କରିଛନ୍ତି । ଗତ କିଛି ଦିନ ଧରି

Read More

ପୁରସ୍କୃତ ହେବେ ୨୪ ଭାରତୀୟ ଯୁବ ଲେଖକ ଭୁବନେଶ୍ଵର : ଆସନ୍ତା ୧୨ ଓ ୧୩ ତାରିଖରେ ଭୁବନେଶ୍ୱର ଠାରେ ସାହିତ୍ୟ ଏକାଡ଼େମୀର ଯୁବ ପୁରସ୍କାର ସମାରୋହ ଅନୁଷ୍ଠିତ ହେବ । ୧୨ ତାରିଖ

Read More

ଧୀରେନ ଆଚାର୍ଯ୍ୟ ସିଏ କିଏ ସେ ?ଅପମାନିତ ଆକାଶର ଲୁହ ବିନ୍ଦୁଟିଏନା ଅଭିମାନୀ ମାଟିର ଦୀର୍ଘଶ୍ଵାସ ?ସଂପର୍କର ମିଶାଣ ଚିହ୍ନ ଉପରେଶୋଇ ରହିଛି …କ୍ରମାଗତ ବର୍ଷ ପରେ ବର୍ଷ ! ତା’ର ହସ ଦିନେସୁଗନ୍ଧିତ

Read More