ଶରତ କୁମାର ରାଉତ ରାକେଶ ଅଷ୍ଟମ ଶ୍ରେଣୀରେ ପଢୁଥାଏ । ସେଇ ବର୍ଷ ମଇ ମାସରେ ଅଚାନକ ବଡ଼ ଧରଣର ଲଘୁଚାପ ସୃଷ୍ଟି ହେଲା ବଙ୍ଗୋପ ସାଗରରେ । ସରକାର ସତର୍କ କରାଇଲେ ଯେ,

ପ୍ରତ୍ୟୁଷ କୁମାର ସା ଆଜି ଯାହା ନୂଆ, କାଲି ପୁରୁଣା । ଅବଶ୍ୟ ଯୁକ୍ତିଟି ବସ୍ତୁବାଦୀ । ନୂଆ-ପୁରୁଣାର ତରାଜୁରେ ଯଦି ଆମେ ପ୍ରେମକୁ ତଉଲିବା, ତାହେଲେ ପ୍ରେମ ସବୁ ବେଳେ ନୂଆ ।

“ପୁରୁଷ ଆଖିରେ ନାରୀ ଏକ ଚିର ବିସ୍ମୟ। ସେ ତାକୁ ଭଲପାଏ, ଘୃଣା କରେ, ପୂଜା କରେ, ତିରସ୍କାର କରେ ଓ ଭୟ ମଧ୍ୟ କରେ। ତାର ଏହି ଭାବକୁ ରୂପ ଦେବା ପାଇଁ

ଶରତ କୁମାର ରାଉତ “ବାବୁ, ମହାମାରୀ ‘କରୋନା’ ଆକ୍ରାନ୍ତରେ ମୋ” ବାପା, ବୋଉ ମରିଗଲେ! ଆମର ବଡ଼ କୋଠାଘର ଥିଲା, ମୋ ବାପା ବଡ଼ ବ୍ୟବସାୟୀ ଥିଲେ! ମୁଁ ମାମୁ ଘରେ ରହି ପାଠ

ଦେବଯାନୀ ରାୟ ଅହିଂସାରୁ ହିଂସାକୁ ବାଦ ଦେଇକେତେ ବା ବଞ୍ଚିଛିଧର୍ମ ଧର୍ଯ୍ୟଅହିଂସା କ’ଣ ସାଉଁଟି ପାରିଛିମୁଗ୍ଧ ମୋହନ ହସର ସୂର୍ଯ୍ୟ?ଏମିତି ବି ମଦ ଆଉ ମୋହନୀ ଶକ୍ତିରେବଶୀଭୂତ ଜୀବନ କାହାଣୀଅପହୃତା, କଳୁଷିତା, ଧର୍ଷିତା କି

ବହି: ଗୌର ଓ ପାର୍ବତୀଅବଧାରଣା ଓ ସଙ୍କଳନ: ରାତ୍ରୀ ଘୋଷ-ବର୍ମନ୍ପ୍ରକାଶକ: ଜିପିଜି ଏଣ୍ଟରପ୍ରାଇଜ୍ମୂଲ୍ୟ: ଉଲ୍ଲେଖ ନାହିଁ ଓଡି଼ଆ ଚଳଚ୍ଚିତ୍ର ଜଗତରେ ଗୌର ପ୍ରସାଦ ଘୋଷ (୧୯୨୯-୧୯୯୪) ଓ ପାର୍ବତୀ ଘୋଷ(୧୯୪୨- ୨୦୧୮) ହେଲେ ପ୍ରଥମ

ଶରତ କୁମାର ରାଉତ ଡମନ୍ ଗଣ୍ଡର ଅକାଳ ମୃତ୍ୟୁକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ଆରମ୍ଭ ହୋଇ ଯାଇଥିଲା । ମୃତ୍ୟୁ ଅନାହାର ଜନିତ କି ସ୍ୱାସ୍ଥ୍ୟ ସମସ୍ୟା ଜନିତ କି ଦୁର୍ଘଟଣା ଜନିତ

ଦେବଯାନୀ ରାୟ ସେ ପୃଥିବୀର ସମସ୍ତ ସ୍ୱପ୍ନକୁ ମୁକୁଟ କରି ପିନ୍ଧିନିଏସ୍ମୃତି ସବୁକୁ ଜୀବନ୍ତ ରୂପ ଦିଏପ୍ରସ୍ଫୁଟିତ ସକାଳର ମହ ମହ ବାସ୍ନାରେନିଜକୁ ଫୁଟାଉଥାଏ ସାରାଟା ବଗିଚାରେ । । ସଜ ମଲ୍ଲିର ବାସ୍ନା