ଶ୍ରୀମାନ ସର୍ବଗିଳା ହେ ଅତି ପଣ୍ଡିତ ଆଧୂନିକ ଶିକ୍ଷିତ ଜନ;ବହୁ ଗବେଷଣା ପରେଉତ୍କଟ ଭକ୍ତି ଯେଣୁ ହୋଇଛି ଉତ୍ପନ୍ନତୁମ ଚତୁର୍ଖୁରାକୁ ପ୍ରଣାମଉକୁଟୁଛି ଅନ୍ତରରୁ ପ୍ରବଳ ସମ୍ମାନ । ତୁମ ଚଲାପଥେ ଯେଉଁ କାର୍ପେଟ ବିଛାଯାଏତା’

Read More

ଅନୁପ କୁମାର ମିଶ୍ର ଜହ୍ନରାତି କ’ଣ ଖାଲି ଦେହତାତି ନା ଆଉକିଛିଜହ୍ନରାତି କ’ଣ ଖାଲି ଦରଲିଭା ସ୍ମୃତି ନା ମୂକସାକ୍ଷୀ ମୁଁ ଦରାଣ୍ଡି ଦରାଣ୍ଡି ଜହ୍ନରାତିପଛ ଆଖିମାନଙ୍କୁ ଟାଳିଦେଇ, ତୁମ କୁଡ଼ିଆରେଓଜାଡ଼ି ଅଣାୟତ ଅନ୍ତର୍ଦାହ

Read More

ବହି: ଉତ୍ତମ କୁମାର: ଏ ଲାଇଫ୍ ଇନ୍ ସିନେମା (ଭାଷା: ଇଂରାଜୀ)ଲେଖକ: ସାୟନ ଦେବ ଚୌଧୁରୀପ୍ରକାଶକ: ବ୍ଲୁମ୍ସବରୀପୃଷ୍ଠା: ୨୯୭, ମୂଲ୍ୟ: ୧୨୯୯ ଟଙ୍କା ଭାରତୀୟ ସିନେ-ଜଗତରେ ଉତ୍ତମ କୁମାର (୧୯୨୬-୧୯୮୦) ଏକ ପରିଚିତ ନାମ

Read More

ପ୍ରାଣକୃଷ୍ଣ ପାଣିଗ୍ରାହୀ ଗୁଣପୁରର ସର୍ବ ପୁରାତନ ମନ୍ଦିର ହେଉଛି ଉମା ରାମଲିଙ୍ଗଶ୍ୱର ମନ୍ଦିର ( ବାଘୁଆ ଦେଉଳ ) । ଉମା ମାନେ ପାର୍ବତୀ, ରାମଲିଙ୍ଗେଶ୍ବର ମାନେ ଶିବ। ଏହି ମନ୍ଦିରକୁ ବହୁ ବର୍ଷ

Read More

ସୌଦାମିନୀ ସାହୁ ଅଭିମାନ ନାହିଁ ଅଭିଯୋଗ ନାହିଁତୁମେ ପରା ମୋର ଆପଣାରଅଧିକାର ପାଇଁ ଆସିବିନି କେବେତୁମେ ତ ରହିଛ ସାଥେ ମୋର ।୧। ଅସ୍ଵୀକାର ନାହିଁ ଆସିବାର ପରେତୁମରି ବାଟକୁ ଚାହିଁଥିବିଅଝଟିଆ ତୁମେ ଅଭିସାର

Read More

ଗୋଲକ ବିହାରୀ ବେହେରା ପରିଶ୍ରମ ଯିଏ କରେ ନାହିଁ ସିଏପ୍ରକୃତରେ ଅପରାଧୀକର୍ମ ହିଁ ଜୀବନ କର୍ମ ଶାନ୍ତି ଦିଏଉଦେ ହୁଏ ସଦବୁଦ୍ଧି । କର୍ମର ଉପରେ ଆମ ଅଧିକାରଫଳ ପ୍ରଭୁଙ୍କ ହସ୍ତରେବିଶ୍ଵାସର ସହ କର୍ମ

Read More

ଶିବାଶିଷ ପାଢ଼ୀ ନୂଆ ଅଫିସର ଜଏନ କରିବା ଆଗରୁ ତାଙ୍କ ବିଷୟରେ ଖବର ସଂଗ୍ରହରେ ଲାଗି ପଡ଼ିଥିଲେ ଥୋକାଏ । ସେ ଭିତରୁ ପ୍ରମୁଖ ଥିଲେ ଆମ ଅନନ୍ତବାବୁ । ଭୀଷଣ ଭାବେ ଯୋଗାଡ଼ିଆ

Read More

ଚନ୍ଦ୍ରଭାନୁ ପ୍ରଧାନ ଆହା କି ସୁନ୍ଦର କୋଣାର୍କ ଦେଉଳଗାଏ ଉତ୍କଳର ଗାଥା,ଇତିହାସ ଯେବେ କହେ ତା ମହତନଇଁ ଯାଏ ତେବେ ମଥା । ବାର ଶହ ବଢେଇ ଦେଉଳ ତୋଳିଲେନମାରି ପାରିଲେ ଚୁଳି,ଦଧିନଉତି ବସି

Read More

ହିମାଂଶୁ ଆଚାରୀ ସକାଳର ସେଇ ସ୍ୱର୍ଣ୍ଣିମ ଆଭାରେ କିଏ ଆଙ୍କିଦେଲା ରାତିପାଦଟି କାହିଁକି ପରାକ୍ରମୀ ହେଲା ଫୁଲିଲା କାହିଁକି ଛାତି,ଗଡ଼ ଜିଣି ରାଜା ଫେରିବା ଆଗରୁ କିଏ ବିଞ୍ଚିଦେଲା କଣ୍ଟାଅଦୃଶ୍ୟ ହେଉ କି ଅଦୃଷ୍ଟ

Read More