ଶାନ୍ତନୁ ପାଣିଗ୍ରାହୀ ବିଷ ଚରେଜିହ୍ଵାରୁ ଜଠରଅଙ୍ଗପ୍ରତ୍ୟଙ୍ଗକୁ,ସ୍ନାୟୁତନ୍ତ୍ରୀରେ ଫୋଡ଼ିଚାଲେଗୋଡ଼ିଶାଳ କଣ୍ଟା । ଛିନଭିନ୍ ହୋଇ ଛିଟିକି ପଡ଼େଈର୍ଷା ଅସୂୟାର ଜୀବକୋଷଅହଂକାର ଜଡ଼ସଡ଼ଖଣ୍ଡଖଣ୍ଡ କଞ୍ଚାମାଂସ । ଛାତି ଫୁଲେଛାତି ଫାଟେସର୍ବାଙ୍ଗ ଥରାଇପୁଣି ହାରେ ବିଷ ଜ୍ୱାଳାରେ ।

Read More

କୈଳାସ ଚନ୍ଦ୍ର ସାହାଣୀ  ସକାଳର ଶିରୀ ସଞ୍ଜର ଗୋଧୂଳିରାତିର ଶିତ୍କାର ତୁମେ,ପାହାନ୍ତା ପ୍ରହର ଶିଶିର ପାତ ମୁଁମିଳନର ମଧୁଯାମେ ;କୁହୁଡି ଦିହୁଡ଼ି ଜାଳେ….ବଉଳ ଫୁଲର ମହକ ଭିତରେମକର ଗୁମାନେ ଭାଳେ ! ଚାରିଆଡେ ଏବେ

Read More

ନୂଆଦିଲ୍ଲୀ: ଓମ୍ ପ୍ରିୟଦର୍ଶୀ ଛୋଟରାୟଙ୍କ ପୁସ୍ତକ “ପାଇକ: ଜନ, ଆଖ୍ୟାନ ଓ ଆନ୍ଦୋଳନ” ବିଶ୍ଵ ପୁସ୍ତକ ମେଳାର ଉଦଘାଟନୀ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ଵାରା ଉନ୍ମୋଚିତ ହୋଇଯାଇଛି । ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ଦ୍ଵାରା ପ୍ରାୟୋଜିତ

Read More

ଭୁବନେଶ୍ୱର: ଓଡ଼ିଶାର ବିଶିଷ୍ଟ ନାଟ୍ୟ ସାହିତ୍ୟିକା ସବିତା ତ୍ରିପାଠୀଙ୍କର ଅତି ବିଶ୍ଲେଷଣାତ୍ମକ ଓଡ଼ିଆ ପୁସ୍ତକ “ଓଡ଼ିଆ ନାଟ୍ୟକାରଙ୍କ ଦୃଷ୍ଟିରେ ନାରୀ” (୧୮୮୦-୧୯୬୦) ମାନ୍ୟବର ରାଜ୍ୟପାଳ ପ୍ରଫେସର୍ ଗଣେଶୀ ଲାଲଙ୍କ କର କମଳରେ ରାଜଭବନ ପରିସରରେ

Read More

ଭୁବନେଶ୍ଵର: ଅଗ୍ରଣୀ ପ୍ରକାଶନୀ ସଂସ୍ଥା “ବ୍ଲାକ ଈଗଲ” ପକ୍ଷରୁ ଅନୁବାଦିକା ନୀହାରିକା ମଲ୍ଲିକଙ୍କ ଅନୁବାଦ ଉପନ୍ୟାସ ‘ଧୂସର ଶୈଶବ’ ଉନ୍ମୋଚିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଲେଖିକା ଆଦ୍ୟାଶା ଦାସ, ବିଶିଷ୍ଟ ଗାଳ୍ପିକ ରବି

Read More

ଅରବିନ୍ଦ ମିଶ୍ର ଶେଷ ଧାଡ଼ି ପାଇଁ ଶବ୍ଦ ନିଅଣ୍ଟ ପଡ଼େଲେଖିବାର ପ୍ରୟାସ ବୃଥା,ସ୍ଥିର ହେବା ପାଇଁ ଶବ ହେବାକୁ ପଡ଼େଅଭ୍ୟାସ ହିଁ ଜାଣିବାର ପ୍ରଥା, ତୁମେ ପଢିକି ନପଢି ବି ପାରମୁଁ ବୁଝିକି ଅବୁଝା

Read More

ନଳୀନକାନ୍ତ ଦାଶ ପ୍ରତୀକ ସେନିଚ୍ଛକ, ନିଃସ୍ୱାର୍ଥ ପ୍ରେମରଛଳନା, ମିଛ, ମାୟାରୁତ ଦୂରେ ! ପ୍ରତିଶୃତିବଦ୍ଧ ଆସିବନିଶ୍ଚୟ ସେଅମାଅନ୍ଧାର ତମସାଚ୍ଛନ୍ନ ରାତି,ଅବା ଦିବା ସୂର୍ଯାଲୋକରେ । ପ୍ରବଳ ବର୍ଷାର ହୋଇ ବାରିଧାରା, ନାଜ୍ୟେଷ୍ଠର ପ୍ରଚଣ୍ଡ ରୌଦ୍ର

Read More

ଲଲାଟେନ୍ଦୁ କବି ଛନ୍ଦ: ଶୈଳସୁତା 23/3595120 ଗଣ: ନ ଜ ଜ ଜ ଜ ଜ ଜ + ଲଗୁ111/121/1=21/121/1••21/121/1= 21+12यति/ଯତି: 13, 10 ତରଳବିଚାରିଣି ଶୂନ୍ୟବିହାରିଣିଉଦ୍ଵସନାଶିନି ହର୍ଷଭରେକୁସୁମିତ ଗୋଚର ତୁଙ୍ଗ ଧରାଧରବିଗ୍ରହକାତର ବୃକ୍ଷବରେ

Read More