ଏଲି ମହାନ୍ତି ଦେଖ ଦେଖନିଉଜରେ କ’ଣ ଲେଖାହେଇଛି‘ଏବେ ପୁଣିମାଟିପାତ୍ରର ଚାହିଦା ବଢୁଛି’… କିଏ ଜଣେ କହୁଥିଲାଲୋକେ ପୁଣିନିମ, ହଳଦୀ ଖାଇଲେଣି ଖାଲିପେଟରେନିତି ସକାଳେ ସେଦିନ କେକ୍ ବାଣ୍ଟିବାକୁ ଯୋଉ ଲୋକ ଆସିଥିଲେବାରମ୍ବାର କହୁଥିଲେଏ କେକ୍

Read More

କେନ୍ଦୁଝର : ନୂଆଦିଲ୍ଲୀଠାରେ ଚଳିତ ମାସ ୧୧ ତାରିଖରୁ ୧୬ ତାରିଖ ପର୍ଯ୍ୟନ୍ତ ଛଅ ଦିନ ଧରି କେନ୍ଦ୍ର ସାହିତ୍ୟ ଏକାଡ଼େମୀର ବାର୍ଷିକ ଉତ୍ସବ ‘ସାହିତ୍ୟ ମହୋତ୍ସବ- ଫେଷ୍ଟିଭାଲ ଅଫ୍ ଲେଟର୍ସ ୨୦୨୩’ ଅନୁଷ୍ଠିତ

Read More

ଅନୁସୂୟା ମିଶ୍ର ମୁହଁ ଖୋଲି କହେନାହିଁ ବୋଲିମନରେ ମୁଁ ଚାହେଁନାହିଁ କିଛିସେମିତି ବି ନୁହଁ,ତୁମେ ବୁଝିଗଲେଅସୀମ ଆନନ୍ଦ ମିଳେ …ଭାଗ୍ୟ ପାଖେ ଋଣୀ ହୋଇଯାଏ …ଆହୁରି ଆହୁରି ନିଃଶେଷ କରିଦିଏ ନିଜକୁତୁମରି ଆଞ୍ଜୁଳିରେ ।

Read More

ପ୍ରତିଭା ସାହୁ ନିଶବ୍ଦରେ ଝରିପଡ଼ିଲା ଶେଫାଳି । ଭୂମି ଉପରେ ପଡ଼ି ସତେଯେପରି କହୁଛି, “ହେ କ୍ରୁର ପ୍ରକୃତି ! ଇଏ କି ନିଷ୍ଠୁର ନିୟମ ତୁମର ? ତୁମ ନିୟମ ପାଇଁ ବଳିପଡ଼ିଲା

Read More

ଧର୍ମାନନ୍ଦ ମହାରଣା ଆରେ ବାଇମନ କର୍ଣ୍ଣ ଦେଇ ଶୁଣଦୟାର ମାହାତ୍ମ୍ୟ କହଇ ଅଧମ । ଦୟା ଯେ ଅଟଇ ସଂସାରେ ମହତପୂର୍ବେ ମହାଜନେ କହିଛନ୍ତି ସତ । ସକଳ ଜୀବଙ୍କୁ ଦୟା ଯେ କରଇତାହାଠାରୁ

Read More

ସୋରଡ଼ା : ସାହିତ୍ୟ କ୍ଷେତ୍ରରେ ବଳିଷ୍ଠ ଭୂମିକା ନିଭାଉଥିବା ବ୍ରହ୍ମପୁର ସାହିତ୍ୟ ପ୍ରତିଷ୍ଠାନ ତରଫରୁ ବ୍ରହ୍ମପୁର ସାହିତ୍ୟ ଉତ୍ସବ-୨୦୨୩ ଗୋପାଳପୁର ବେଳାଭୂମି ସ୍ଥିତ ହୋଟେଲ ହିଲ ଭିିୟୁରେ ଦୁଇ ଦିନ ଧରି ଅନୁଷ୍ଠିତ ହୋଇଯାଇଛି

Read More

ବହି: ଲୁଣିଆଭୂତ (ଶିଶୁ ଗଳ୍ପ ସଙ୍କଳନ)ଲେଖକ: ଶରତ ନାୟକପ୍ରକାଶକ: ଇଟିକିଲି ମିଟିକିଲି, ଭୁଚବନେଶ୍ୱରମୂଲ୍ୟ: ୨୬୦ ଟଙ୍କା ଓଡ଼ିଆ ଭାଷାରେ ଶିଶୁ-କିଶୋରମାନଙ୍କ ପାଇଁ ଲେଖା କମ୍, ଲେଖୁଥିବା ଲୋକ ବି କମ୍ । ଏହାର ଅନେକ

Read More