ଆଶୁତୋଷ ଆଚାର୍ଯ୍ୟ ସପ୍ତାହ ଗୋଟାରେ ଦୋକାନ ଆଉ ଗରାଖଙ୍କୁ ଆପଣେଇ ନେଲା ବାବୁଲା । ପରିଷ୍କାର ପରିଛନ୍ନଠୁ ଆରମ୍ଭ କରି ହିସାବ କିତାବ, ଆଉ ରୋଷେଇ ବାସର ତନଖି ଯାଏ । ରୋଷେୟା ସୋମେନ

Read More

ଜିତେନ୍ଦ୍ର ପରିଡ଼ା ତୁମେ କହିଥିଲ ଏଇ ଶୀତକୁବୁଣି ଦେବ ଗୋଟେ ସ୍ୱେଟରତୁମର ସେ ଚମ୍ପାକଢି ଆଙ୍ଗୁଳିରେସବୁଠୁ ମୁଲାୟମ ଉଲ୍ ଆଉ ସରୁକଣ୍ଟାରେ… ଅଧାଅଧି ବୁଣି ସାରିଲଣିଏଥରକୁ ମିଶେଇସାତ ଆଠ ଥର ମାପ ନେଲଣି,କହୁଛ ସମୟ

Read More

ବହି: ମୋବାଇଲ ପତ୍ରକାରିତା (ଭାଷା: ହିନ୍ଦୀ)ଲେଖକ: ଡ. କୁମାର କୌସ୍ତୁଭପ୍ରକାଶକ: କେକେ ପବ୍ଲିକେଶନ, ପ୍ରଥମ ସଂସ୍କରଣ: ୨୦୧୯ ଦୃଶ୍ୟ-ଶ୍ରାବ୍ୟ ଏବଂ ୱେବ୍‍ ମଞ୍ଚରେ  ମୋବାଇଲ ସାମ୍ବାଦିକତା (ବା ମୋଜୋ) ଗତ କେଇ ବର୍ଷ ହେଲା

Read More

ସୁଶ୍ରୀ ଶିବାନୀ ଦାସ ଏବେ ତ ଆମେ ସବୁ ଈଶ୍ଵରଙ୍କୁବେଶୀ ବେଶୀ ସ୍ମରଣ କରୁଛୁ !‘ମୁ୍ଁ-ମୁଁ’ ‘ମୋର-ମୋର’ ରେସମୃଦ୍ଧ ଆମେମାନେ ବିଭୁ ଭିକ୍ଷ୍ୟୁ ସାଜି ଅଛୁ । ଚଳନ୍ତି ଜଡ଼ମାନେ ଆମେପଥର ହୃଦୟ ନେଇକାଷ୍ଠ-ପାଷାଣ

Read More