ପ୍ରଣତୀ ତ୍ରିପାଠୀ ଏଇ ଫଗୁଣ ଆସିଲେଖୁବ୍ ମନେ ପଡ଼େ …କ୍ଷେତରେ ବନ୍ୟା ପାଣି ଧସେଇ ପଶିଲା ପରିଗଜୁରୁଥିବା ବୟସରେଝଅଟ ଝଅଟ କଅଁଳି ଥିବା ପ୍ରେମ । ଏବେ ବି ଦଶମ ଶ୍ରେଣୀର ସେ ପୁରୁଣା
Category: କବିତା
ପ୍ରଣୟ ସୁଧା ଥରେ କେବେଆଖି ବନ୍ଦ କର କିଛି କ୍ଷଣ ଭାବ, ତୁମେ ଅନ୍ଧ ବୋଲି !ଆଉ ଭୋଗିନିଅ ଅନ୍ଧାରଠୁ ଆଲୋକର ଦୂରତାଓ ଶୁଣ ଆଲୋକରେ କେତେ ପାଦ ଅନ୍ଧାରର ନୀରବତା । ଆଉଥରେ
ମଦନ ମୋହନ ମହାପାତ୍ର ଏବେ କି ମୌସୁମୀ ଆସେ, ବରଷା ଆସିଲେ,ସେଇମିତି ଛମଛମ କରି ?ମାଟିର ବାସ୍ନାରେ ଉଡ଼େ,ତା ଗୋଲାପୀ ମନର ଉତ୍ତରୀ ?ହୃଦୟରେ ଫେନିଳ ତରଙ୍ଗ,ଝୁମାଝୁମା ମାଳତୀର ପେନ୍ଥା ?ଭିଜାଭିଜା ପବନରେ ଶିହରଣ,ଆଖି
ଅମିତା ମହାନ୍ତି ତୁମ ଚକା ଆଖିକୁ ନିରେଖି ନିରେଖିମୋ ମୁକୁଳା ଆଖି ଦୁଇଟିରେଭରି ଦେଇଛି ଆଞ୍ଜୁଳେ ଲୁହତୁମ ପାଦପଦ୍ମରେ କୁଢେଇ ଦେଲିମୋ ଅବୁଝାପଣର ଭେଟି ସତରେ ଏ ପୃଥିବୀଟି ମଧୁମୟଜହ୍ନରେ ଭରିଛି ପ୍ରୀତିର ସପ୍ତ
ମହେଶ୍ଵର ବିଶ୍ଵାଳ ଛୁଆବେଳେ କେତେ ଦେଖୁଥିଲୁ ଆମେଆକାଶରେ ଥିଲେ ଆକାଶେ ତାରାତାରା ଗଣିଗଣି ଥକି ଯାଉଥିଲୁଖସିଯାନ୍ତି କିଛି ନଦେଇ ଧରା । ନାନା ନାମ ନେଇ ତାରା ଖୋଜୁଥିଲୁଦିଗ ଚିହ୍ନୁଥିଲୁ ତାରାକୁ ଦେଖିସପ୍ତର୍ଷିମଣ୍ଡଳ ଗଉଡ଼
ଗୀତାଞ୍ଜଳି ପୃଷ୍ଟି ନୂଆ ବରଷର ଶୀତୁଆ ସକାଳେକୁହୁଡି ଗାଆଁର ପ୍ରାନ୍ତେସୁନେଲି ସୂରୁଜ ଉଙ୍କି ମାରିଲେଣିଘୋର ତମସାର ଅନ୍ତେ ll ଧରଣୀ ବକ୍ଷରେ ତରୁଲତା ଡାଳେନବ ଅରୁଣିମା ସ୍ପର୍ଶଘୁଞ୍ଚି ଯାଉଛନ୍ତି କାକର ଗାଲିଚାସବୁ ଦିଶିଲାଣି ସ୍ୱଚ୍ଛ
