ଅରୁଣ କୁମାର ମିତ୍ର ଭାରତୀୟ ଦୁଇ ବୀରାଙ୍ଗନାକ’ଣ କଲେ ସନ୍ତ୍ରାସୀର ଘରେଦାନବ ଡରି ନିରବେ ଆଜିବସି କାନ୍ଦଇ ମାଟିର ‘ପରେ । ପ୍ରବେଶ କରି ଦୈତ୍ୟ ଗୃହେଉଗ୍ରବାଦୀ ନିଧନ କଲେବୀର ନୁହଁନ୍ତି ବୀରାଙ୍ଗନାନାରୀ ସମୁଚିତ
Category: କବିତା
ଗୀତାଞ୍ଜଳି ପୃଷ୍ଟି ମୋ ଦେଶ ମାଟିରେ ମୋତେ ଯଦି ଆଜିମୃତ୍ୟୁର ଦଣ୍ଡ ମିଳେବିନା ଦୋଷେ ମୋର ସରଳ ଜୀବନଅକାଳରେ ଟଳି ପଡେକିଏ ହେବ ଏଠି ଦାୟୀଯାହାର ଗୁଳି ମୋ ବକ୍ଷ ଭେଦକଲାକିଏ ସେହି ଆତତାୟୀ
ଭବାନୀ ଶଙ୍କର ନାଥ ତୁ ଯୋଦ୍ଧା ତୁ ହାରିବୁ ନାହିଁତୁ ବୀର ତୁ ଡରିବୁ ନାହିଁପ୍ରବଳ ପ୍ରତାପୀ ତୋର ପୁର୍ବଜତୋର ଶତ୍ରୁ ପାଶେ ଭୀତ ନାହିଁ । ତୁ ଯୋଦ୍ଧା ତୁ ହାରିବୁ ନାହିଁ
ଡମ୍ବରୁଧର ବେହେରା ଧରଣୀ କାନ୍ଦୁଛି ମଥା ପିଟି ଆଜିଆତଙ୍କିତ ଧରା ଆତଙ୍କ ଦ୍ଵାରାଆତଙ୍କବାଦୀଙ୍କ ଆକ୍ରମଣ ପାଇଁହତ୍ୟା ଆତତାୟୀ ଦୂଷିତ ପୁରା । (୧) ରଖି ଭେଦଭାବ ନର ରାକ୍ଷସନେଉଛି ନିରୀହ ଜୀବନ ବାଜିଟାଣି ସୀମାରେଖା
ଦେବେନ୍ଦ୍ର ଲାଲ ମୋର ଅନେକ ଚିନ୍ତା ଅଛି,ପୁଅକୁ ନେଇ, ସ୍ତ୍ରୀକୁ ନେଇ, ମାଆକୁ ନେଇଭାଇ, ଭାଉଜ, ଦୁଇ ଝିଆରୀଙ୍କୁ ନେଇ;ଆଉ ବାପାଙ୍କୁ ନେଇ ବି ଚିନ୍ତା ଥିଲାହେଲେ ବାପା ଆଉ ନାହାନ୍ତିଆମ ଚିନ୍ତା କରିକରି
ସ୍ଵର୍ଗତ ଡ. ରତ୍ନାକର ଚଇନିଙ୍କ ସ୍ମୃତିରେ ଛବିରାମ ସେଠୀ ଜନ୍ମିଥିଲ ତୁମେ ଗାଁ’ର ମାଟିରେକଟକର ସାଲେପୁରେପାଠ ପଢୁଥିଲ ସାଙ୍ଗ ସାଥୀମେଳେନେମାଳ ବିଦ୍ୟାଳୟରେ । (୧) ଗାଁ’ର ମାଟିରେ ଖେଳିବୁଲି ତୁମେପାଠରେ ଲଗାଇ ମନକିଏ ଜାଣିଥିଲା
