ଜୟଶ୍ରୀ ପ୍ରିୟଦର୍ଶିନୀ ମହାପାତ୍ର ଦୁନିଆରେ ଆଉ କଣ ଅଛିସ୍ନେହ ଟିକକ ମୋ ପାଉଣାକଣ ରଖିଥିଲି, କଣ ନେଇଯିବିନାହିଁ ମୋତେ ଏବେ ଅଜଣା ବିଚିତ୍ର ଏଇ ଦୁନିଆରେ ସମସ୍ତେ ମୋର ନିଜରକେହି ନୁହେଁ ପର, ସଭିଙ୍କୁ
Category: କବିତା
ସୁଧୀର କୁମାର ପଣ୍ଡା ଓଠ ଦିଏ ଛୁଆଁ କରେ ସେ କିମିଆ ମନକୁ ହରସ କରେଜାଗା ଛୁଆଁ ନେଇ ଭାବ ସେ ପ୍ରକାଶେ ଭାବ ନେଇ ମନ ଝୁରେ । ହାତଟିକୁ ନେଇ ଓଠରେ
ମଧୁମିତା ମିଶ୍ର ଜନ୍ମରୁ ନାମରେ ପରିଚିତ ନର କର୍ମେ ଉତ୍ତର ଜୀବନେପରିବାର ବନ୍ଧୁ ସାଙ୍ଗ ମହଲରେ ଆପଣା ପର ଗହଣେକିଏ ଜାଣେ ସେ ଯେ ସନ୍ତାନ ତାଙ୍କରି କିଏ କୁହେ ସହୋଦରକିଏ ପୁଣି କୁହେ
କେଦାର ମିଶ୍ର ଆକାଶରେ ମିଳେଇ ଯାଇଥିବା ଶେଷ ବିନ୍ଦୁ ପକ୍ଷୀପବନରେ ନିଖୋଜ ମଲ୍ଲିକାର ଶେଷ ପାଖୁଡ଼ା ବାସ୍ନାଛାତିରେ ପଥର ହୋଇଯାଇଥିବା ସର୍ବ ପୁରାତନ ଛାନ୍ଦଶେଷ ଡଙ୍ଗାରେ ସମୁଦ୍ର ଟପିଥିବା ଆମର ବିଷାଦଖାଲି କାଗଜରେ କେହି
ବିନୟ ମହାପାତ୍ର ଜୀବନ ମାନେ କି ଯନ୍ତ୍ରଣା ଖାଲି,ଆଉ କେଇ ଟୋପା ଲୁହ,ଆଖିକୋଣୁ ନିତି ଝରି ବୋହିଯାଏ,ଭିଜେ ଆଖିପତା, ଓଠକୁ ଭିଜାଏନା’ ତୁମ କାନି, ନା’ ମୋ ଚିବୁକକେମିତି ଧରିବ କୁହ ।ଯନ୍ତ୍ରଣାର ଏଠି,
ବିନୟ ମହାପାତ୍ର ଜୀବନର ଅଗଣାରେକେବେ ଫୁଲ,କେବେ କଣ୍ଟା ବିଛାଇଯୌବନ ମୋ ସାଥେନିତିନିତି ଲୁଚକାଳି ଖେଳୁଥିଲା,ମୋ ହାତ ଛାଡ଼ି ଚାଲିଯିବ ବୋଲିନିତି ନୂଆନୁଆବାହାନା ଖୋଜୁଥିଲା ।ମୁଁ ସଂଶୟରେ ରହିଗଲି,ନା ଫୁଲ ସବୁ ଗୋଟାଇ ପାରିଲି,ନା ପାଦରୁ
ଲତିକା ମହାପାତ୍ର ଟିକେ ରହିରହି ଯିବିଟିକେ ରହିରହି ଭୋଗିବି ଏ ପଥକୁପଢ଼ିବି ଏ ବର୍ଣ୍ଣମାଳାଶୁଣିବି ଶୁଣିବି ତା ମନ୍ଦ୍ର ମଧୁର ସଂଗୀତ … ପବନରେ ଭାସୁଥିବା ଶବ୍ଦଙ୍କ ସାଇରୀନାଆଁ ଅଜଣା ଧୂନ ସଂଗୀତର ସାରେଗାମାରାସ୍ତାର
ଡମ୍ବରୁଧର ବେହେରା ଉଡ଼ିଯିବା ଆଗରୁଥରୁଟିଏପଚାରିନିଅମୁଁ କେମିତି ଅଛି..?କାହା ସାଥେ ଅଛି..? ଆବଦ୍ଧ ପଞ୍ଜୁରୀରେମୁକ୍ତ ଦୁଆର ଖୋଲା..ଆକାଶର ନୀଳ ଚାଦର ତଳେନିରବରେ ନିରୋଳାରେଦୁଃଖର ଚିନି ମିଶାଲେମ୍ବୁ ଆଉ ଲୁଣ ପାଣିକୁପିଇପିଇ କି… ମରିମରି …ତୁମକୁ ଅପେକ୍ଷା
