ମଧୁମିତା ମିଶ୍ର କୁହେ ସେ କେବଳ ପ୍ରେମର କଥା ପ୍ରେମ ତା’ ସ୍ନେହ ପ୍ରେମ ହିଁ ଶ୍ରଦ୍ଧାପ୍ରେମ ବିନା ସବୁ ଅଧୁରା ଲାଗଇ ପ୍ରେମ ବିନା ତା’ର ଜୀବନ ଅଧାପ୍ରେମ ତା’ ପୂଜା ପ୍ରେମ
Category: କବିତା
ବସନ୍ତ ବେହେରା ମୁଁ ଗୋଟିଏ ଚିତ୍ର ଆଙ୍କୁଚି – ଅନ୍ଧାରରନିଃସଙ୍ଗତାର ତୂଳୀରେବିଷାଦର ରଙ୍ଗ ଗୋଳେଇଦୁଃଖର କ୍ୟାନଭାସ୍ ଉପରେ ଅନ୍ଧାର ବଡ଼ ସୁନ୍ଦର ଲାଗୁଛିତାର ପ୍ରସ୍ତପ୍ରସ୍ତ ପ୍ରଲମ୍ବିତ ଛାଇକୃଷ୍ଣ ଅଜଗର ପରି ଗୁଡ଼େଇ ରଖିଛିଝର୍କା ସେପଟୁ
ମଞ୍ଜୁଳା ପ୍ରଧାନ ଆସ ମାଆ ଅମ୍ବିକେ ଜଗଦମ୍ବା ତୁମେଛାଡ଼ି ସରଗପୁର,ଦେଖିଯାଅ ଥରେ ଏ ମର୍ତ୍ତ୍ୟ ଭୂମିରେକେତେ ଯେ ମହିଷାସୁର,ତୁମେ ସିନା ବଧ କରିଥିଲ ସତ୍ୟେମହିଷାସୁର ଗୋଟିଏ,ଆଜି କିନ୍ତୁ ଏଠି ଦଳଦଳ ହୁଅନ୍ତିମହିଷାସୁର କୋଟିଏ ।
ଅରୁଣ କୁମାର ମିତ୍ର ଜଗତ ଜନନୀ ଆସିଲେଣି ଆମ ଗୃହେସାଜସଜ୍ଜାରେ ପୁର ଓ ପଲ୍ଲୀ ବାସୀମାଆଙ୍କ ଆଶିଷ ଝରଇ ପରମ ସ୍ନେହେସବା ଅନ୍ତରେ ଗଦଗଦ ଭାବ ଖୁସି । ଝରଇ ବରଷା ସକାଳରୁ କ୍ଷଣେକ୍ଷଣେନଈ
ଡମ୍ୱରୁଧର ବେହେରା ପର ଝାଡ଼ି ଉଡ଼ିବୁଲେଭୂମିରୁ ଭୂମାକୁସୁର୍ଯ୍ୟ ଆଲୋକରେମେଘର ମହ୍ଲାରରେପାଖରେ ହେଉ କି ଦୂରରେ,ପ୍ରତ୍ୟେକ ସ୍ଥାନରେମନ, ପ୍ରାଣ ଓ ହୃଦୟରେ …..! ତଥାପି, ମୁଁ ଦ୍ରଷ୍ଟାଟିଏଦେଖୁଥାଏ ନିଜକୁନିଜ ଭିତରେ ଭିତରେକାନ୍ଥ ପରି ନଭାଙ୍ଗି,ଯନ୍ତ୍ରଣାକୁ ପାଥେୟ
ଡମ୍ବରୁଧର ବେହେରା ଇଛା କରେ ଅବ୍ୟକ୍ତକୁ ବ୍ୟକ୍ତ କରିବାକୁଇଚ୍ଛା କରେ ଡେଣା ଖୋଲିମୁକ୍ତ ବିହଙ୍ଗ ସମ ଘୁରିଘୁରି ବୁଲିବାକୁକାଳେ ପହଞ୍ଚିଯିବିଜାଣତରେ ହେଉ କି ଅଜଣତରେମୋ ସ୍ଥିରୀକୃତ ଲକ୍ଷ୍ୟ ପାଖରେ …। ବାଜ ପକ୍ଷୀର ମନ
ଛବିରାମ ସେଠି ସବୁଜ ସୁନ୍ଦର ଧରଣୀର କୋଳେସୃଷ୍ଟିର ଅପୂର୍ବ ଲୀଳାଆଦିମ କାଳରୁ ମହୀ ମଣ୍ଡଳରେବୃକ୍ଷ ଲତା ଗିରିମାଳା । ମଣିଷ ସମାଜ ବଞ୍ଚିବା ପାଇଁକିଲୋଡ଼ା ହୁଏ ଗଛଲତାବାତ୍ୟା ମହାବାତ୍ୟା ପ୍ରଳୟଙ୍କରୀରେଭାଙ୍ଗିପଡ଼େ ବୃକ୍ଷ ମଥା ।
