ପ୍ରଦୀପ କୁମାର ପଣ୍ଡା ଗାଈମାନେ କିଛି କାମ କରନ୍ତିନିଚରିବା ଓ କ୍ଷୀର ଦେବା ଛଡ଼ା ।ସେତକ ବି ତାଙ୍କ ଆୟତ୍ତରେ ନଥାଏମାଲିକ ପଘା ଖୋଲେ ଓ ଛନ୍ଦନି ବାନ୍ଧେ । କୁକୁର ଅବଶ୍ୟ ବେଶ୍
Category: କବିତା
ସ୍ଵର୍ଗତ ଡ. ରତ୍ନାକର ଚଇନିଙ୍କ ସ୍ମୃତିରେ ଛବିରାମ ସେଠୀ ଜନ୍ମିଥିଲ ତୁମେ ଗାଁ’ର ମାଟିରେକଟକର ସାଲେପୁରେପାଠ ପଢୁଥିଲ ସାଙ୍ଗ ସାଥୀମେଳେନେମାଳ ବିଦ୍ୟାଳୟରେ । (୧) ଗାଁ’ର ମାଟିରେ ଖେଳିବୁଲି ତୁମେପାଠରେ ଲଗାଇ ମନକିଏ ଜାଣିଥିଲା
ତାରାପ୍ରସାଦ ଜେନା ପ୍ରୀତି ଏକ ଜହ୍ନରାତି ଜୋଛନାର ତାରାଫୁଲ ଅଭିସାରପ୍ରୀତି ଏକ ମଧୁଗୀତି କାମନାର ସାରା ଗେଲ ଅବସର ।ପ୍ରୀତି ଏକ ମାଦକତା ଚୋରା ପ୍ରୀତି ଫଗୁଣର ଫଗୁରଙ୍ଗପ୍ରୀତି ଏକ ଆଦିମତା ପ୍ରତିଶ୍ରୁତି ମିଳନର
ଅଞ୍ଜଳି ପଟ୍ଟନାୟକ ପ୍ରକୃତରେ ସମୁଦ୍ରକିଛି କହେ ନାହିଁ,ଆକାଶ ବି ନିରବ କାଳକାଳ ନଈ, ପାହାଡ଼, ବଣ, ଜଙ୍ଗଲଜାଣି ନାହାନ୍ତିପ୍ରକାଶ କରି ତାଙ୍କର ଭାବ… ଏକଥା ବି ସେମାନେ ଜାଣିନାହାନ୍ତିତାଙ୍କୁ ନେଇ ହୁଏ ପ୍ରେମଯୁଦ୍ଧତଥା ରକ୍ତପାତଯୋଉଥିରେ
ଲାବଣ୍ୟା ନାୟକ ଭୋଅର ହେବାଟା ପୂର୍ବବତ୍ ନିର୍ଦ୍ଧାରିତ ଥିଲା ସେଦିନ !ସକାଳର ମୁକ୍ତାଲଗାଘାସ ଗାଲିଚାରେ ପାଦ ପକେଇଧୀରେଧୀରେ ବିଦାୟ ନେଉଥିଲା ସେ,ସମୟ ନିର୍ଘଣ୍ଟ ଅନୁସାରେଫେରିବାର ପ୍ରତିଶୃତି ଦେଇପିଠି କରି ଗଲା ଯେ ଗଲାଆଉ ଫେରିନି
ପ୍ରଣୟ ସୁଧା ଥରେ କେବେଆଖି ବନ୍ଦ କର କିଛି କ୍ଷଣ ଭାବ, ତୁମେ ଅନ୍ଧ ବୋଲି !ଆଉ ଭୋଗିନିଅ ଅନ୍ଧାରଠୁ ଆଲୋକର ଦୂରତାଓ ଶୁଣ ଆଲୋକରେ କେତେ ପାଦ ଅନ୍ଧାରର ନୀରବତା । ଆଉଥରେ
