ଅମିତା ମହାନ୍ତି ତୁମ ଚକା ଆଖିକୁ ନିରେଖି ନିରେଖିମୋ ମୁକୁଳା ଆଖି ଦୁଇଟିରେଭରି ଦେଇଛି ଆଞ୍ଜୁଳେ ଲୁହତୁମ ପାଦପଦ୍ମରେ କୁଢେଇ ଦେଲିମୋ ଅବୁଝାପଣର ଭେଟି ସତରେ ଏ ପୃଥିବୀଟି ମଧୁମୟଜହ୍ନରେ ଭରିଛି ପ୍ରୀତିର ସପ୍ତ

Read More

ରାମକୃଷ୍ଣ ତଳେ ଉପରେ ବାହାରେ ଭିତରେକେଉଁଠି ଥାପିବ ପାଦକାକଳି ଯେଉଁଠି କଣ୍ଟା ସେଇଠିଗତିର ବିଲକ୍ଷଣ ସବୁବହୁଧା ବିଭକ୍ତ ମାଟିର ଭାଗ୍ୟ । ବିରୋଧାଭାସରେ ଗୁନ୍ଥା ବୈଚିତ୍ର୍ୟମହୁବୋଳା ଅଠାକାଠିରେପ୍ରଜାପତିର ଓଠବାଚାଳତାରେ ବନ୍ଧା ପ୍ରେମଆତ୍ମୀୟତାରେ ବୃଥା ବାହାସ୍ପୋଟକେଉଁ

Read More

ଧୀରେନ ଆଚାର୍ଯ୍ୟ ସିଏ କିଏ ସେ ?ଅପମାନିତ ଆକାଶର ଲୁହ ବିନ୍ଦୁଟିଏନା ଅଭିମାନୀ ମାଟିର ଦୀର୍ଘଶ୍ଵାସ ?ସଂପର୍କର ମିଶାଣ ଚିହ୍ନ ଉପରେଶୋଇ ରହିଛି …କ୍ରମାଗତ ବର୍ଷ ପରେ ବର୍ଷ ! ତା’ର ହସ ଦିନେସୁଗନ୍ଧିତ

Read More

ମହେଶ୍ଵର ବିଶ୍ଵାଳ ଛୁଆବେଳେ କେତେ ଦେଖୁଥିଲୁ ଆମେଆକାଶରେ ଥିଲେ ଆକାଶେ ତାରାତାରା ଗଣିଗଣି ଥକି ଯାଉଥିଲୁଖସିଯାନ୍ତି କିଛି ନଦେଇ ଧରା । ନାନା ନାମ ନେଇ ତାରା ଖୋଜୁଥିଲୁଦିଗ ଚିହ୍ନୁଥିଲୁ ତାରାକୁ ଦେଖିସପ୍ତର୍ଷିମଣ୍ଡଳ ଗଉଡ଼

Read More

ଅରୁଣ କୁମାର ମିତ୍ର ଭବିଷ୍ୟତ ଗଢିବା ଲାଗି ସଭିଏଁ ବ୍ୟସ୍ତ ଭାରି,ଧନ ଦୌଲତ ଟଙ୍କା ପଇସା ଭୀଷଣ ଦରକାରୀ । ସୁରକ୍ଷିତ ଜୀବନ ଲାଭ ସଭିଙ୍କ କାମନାସୁଖ ଶାନ୍ତି ସ୍ବାଛନ୍ଦ ସ୍ବସ୍ତି ମନର ବାସନା

Read More

ଗୀତାଞ୍ଜଳି ପୃଷ୍ଟି ନୂଆ ବରଷର ଶୀତୁଆ ସକାଳେକୁହୁଡି ଗାଆଁର ପ୍ରାନ୍ତେସୁନେଲି ସୂରୁଜ ଉଙ୍କି ମାରିଲେଣିଘୋର ତମସାର ଅନ୍ତେ ll ଧରଣୀ ବକ୍ଷରେ ତରୁଲତା ଡାଳେନବ ଅରୁଣିମା ସ୍ପର୍ଶଘୁଞ୍ଚି ଯାଉଛନ୍ତି କାକର ଗାଲିଚାସବୁ ଦିଶିଲାଣି ସ୍ୱଚ୍ଛ

Read More

ବିନେଶ ସାମଲ ସେମାନେ ଆଉ ଫେରିବେନିଏଇ ଯୁଦ୍ଧଖୋର ଗ୍ରହକୁନିରବରେ ଚଢ଼ିବାକୁ ଶୁନଶାନ ପାହାଚ ଯାହାଙ୍କ ପାଦ ଭିଜୁଥିଲା ଭୋର ମୋତିର ଓଦାପଣରେ ।ସେମାନେ କାହିଁକି ଆସିବେଆମ ବାଲକୋନୀରେ ଘୁମେଇ ପଡ଼ିଥିବା ହଳେ ହଳେବିବଶ ଛାଇଙ୍କ

Read More

ଡମ୍ବରୁଧର ବେହେରା ମନରେ ନାଚିଛି/ ପାଦର ଅଳତା/ ଚାରିଆଡ଼େ ତୁମ ତାତିଲଗାଣ ଝଡ଼/ ଅନ୍ଧାର ଧରଣୀ/ ଶିହରଣେ ଥରେ ଛାତିମନେ ପଡୁଛି ନା/ ସମୁଦ୍ର ଲହରୀ/ ଧରା ଶ୍ରାବଣର ପାଣିଭଲ ପାଇବାର/ ଛତା ତଳେ

Read More

ଏଲି ମହାନ୍ତି ଫେରିଆସଆଉଥରେ ସେ ସମୁଦ୍ରକୂଳର ଗାଁକୁ ଯିବା । ଜମାଳପୁରର ସେଇ ‘ଏକାଡ଼େମୀ’ ହାଇସ୍କୁଲଯୋଉଠି ହଳଦିଆ ଫ୍ରକ ପିନ୍ଧା ଝିଅଟେଏବେ ବି ନାକ ସୁଁସୁଁ କରେ ଅନ୍ଧାର ହେଲେ“ଲିଲି” ବୋଲି ଡାକିକାନେଇବା ପ୍ରତିଧ୍ୱନିକୁଯାହା

Read More

ଅମିତା ମହାନ୍ତି ଭୂଇଁରେନା ଭୂମାରେସୃଷ୍ଟିରେନା ଦୃଷ୍ଟିରେ ଶୂନ୍ୟ ଠିକଣାଟିଏଥାଏ କେଉଁଠି ? ଚାରିଆଡ଼େ ତ ମାୟାଶୂନ୍ୟ ସ୍ପନ୍ଦନ ଶୁଭେରହେ ଖାଲି ଶୂନ୍ୟସ୍ଥାନଚାରିପଟେ ସମୟରଲୁଚକାଳିର ତାଳି ଶୁଭେ ସମ୍ପର୍କର ବିଶ୍ଵାସରେଛନ୍ଦି ହୋଇପଡ଼େ ଭରସାଲୁହ, ଲହୁ ଫେଣ୍ଟି

Read More