ଏଲି ମହାନ୍ତି ଫେରିଆସଆଉଥରେ ସେ ସମୁଦ୍ରକୂଳର ଗାଁକୁ ଯିବା । ଜମାଳପୁରର ସେଇ ‘ଏକାଡ଼େମୀ’ ହାଇସ୍କୁଲଯୋଉଠି ହଳଦିଆ ଫ୍ରକ ପିନ୍ଧା ଝିଅଟେଏବେ ବି ନାକ ସୁଁସୁଁ କରେ ଅନ୍ଧାର ହେଲେ“ଲିଲି” ବୋଲି ଡାକିକାନେଇବା ପ୍ରତିଧ୍ୱନିକୁଯାହା
Category: କବିତା
ଅମିତା ମହାନ୍ତି ଭୂଇଁରେନା ଭୂମାରେସୃଷ୍ଟିରେନା ଦୃଷ୍ଟିରେ ଶୂନ୍ୟ ଠିକଣାଟିଏଥାଏ କେଉଁଠି ? ଚାରିଆଡ଼େ ତ ମାୟାଶୂନ୍ୟ ସ୍ପନ୍ଦନ ଶୁଭେରହେ ଖାଲି ଶୂନ୍ୟସ୍ଥାନଚାରିପଟେ ସମୟରଲୁଚକାଳିର ତାଳି ଶୁଭେ ସମ୍ପର୍କର ବିଶ୍ଵାସରେଛନ୍ଦି ହୋଇପଡ଼େ ଭରସାଲୁହ, ଲହୁ ଫେଣ୍ଟି
ନାରାୟଣ ସାହୁ ପ୍ରତିଥରକାର୍ତ୍ତିକ ଡଙ୍ଗାରେ ବସିଭାସି ଆସେ ମାର୍ଗଶୀରର ଗୁରୁବାର । ମାର୍ଗଶୀର କହିଲେବୁଧବାର ରାତିର ଅନ୍ଧାରରେଚାଉଳ ବଟା, ଲକ୍ଷ୍ମୀ ପାଦ ଓ ଝୋଟି ଚିତା । ମାର୍ଗଶୀର କହିଲେନୂଆ ଧଳାଧାନର କେଣ୍ଡାକୁ ଗୁନ୍ଥି
କୈଳାସ ଚନ୍ଦ୍ର ସାହାଣୀ ପୁରୁଷଟିଏ କେବେ ନିଷ୍ଠୁର ପାଷାଣ ତକେବେ ଧୂସର ମରୁ ଉପତ୍ୟାକାରବର୍ଣ୍ଣହୀନ ବିଧୂର ବେଳା,ପୁରୁଷ କେବେ ରସହୀନଜୈବ ବିବିଧତାରୁ ବିମୁକ୍ତ ଶୁଖିଲା କାଠଗଣ୍ଡିକେବେ ସ୍ଵପ୍ନଭଙ୍ଗବିକ୍ଷିପ୍ତ ଶିଳା ! ପୁରୁଷକୁ ପରଖିଚ କିଏ,ଦେଖିଚ
ରଞ୍ଜନ କୁମାର ମହାନ୍ତି ମା’ଲୋ !ନିଆଁ ହେଇ ନିଆଁକୁ ଡରୁଛୁ ?ତୁ ଜଳିଲେ ଇତିହାସ ହେଉ,ଜାଳିଲେ ଇତିହାସ ହୁଏ… ଯା !ପାଣି ହେଇ ବହି ଯାଧୋଇ ଦେଇ ସମୟର ପରଳଚିରି ଦେଇ ପାପୁଲିର ଭୂଗୋଳଦେଖିବୁପରିବର୍ତ୍ତନ
ବିନୟ ମହାପାତ୍ର ମୁଁ କାହିଁକି ଗର୍ବ କରିବିନି ଯେଏଇ ସୁନ୍ଦର ଧରିତ୍ରୀ ପାଇଁ,ଏ ବିଶାଳ ବ୍ରହ୍ମାଣ୍ଡ ପାଇଁ,ରଙ୍ଗେ ଚହକୁଥିବାବାସେ ମହକୁଥିବା ଏଇରଙ୍ଗବେରଙ୍ଗର ଫୁଲମାନଙ୍କ ପାାଇଁ !ଆଉ ଏ ସବୁର କାରୀଗରମୋର ସେହି ପ୍ରଭୁ ପାଇଁ
ବିଶ୍ଵେଶ୍ଵର ମାଝୀ ଅନାଦି ଅନନ୍ତ ଅଚ୍ୟୁତ ଅବ୍ୟକ୍ତଅକ୍ଷର ଅପରାଶକ୍ତିଅବେଦ୍ୟ ଅଟଳ ଅଭେଦ୍ୟ ଅଚଳଅମର ଅମରାବତୀ ।୧। ଅଜ ଅଣାକାର ଅକୃତ ଅଶୃତଅନବଦ୍ୟ ଅନ୍ନବ୍ରହ୍ମଅକର୍ମା ଅସର ଅନଳ ଅନୀଳଅପ୍ରାକୃତ ଅନୁପମ ।୨। ଅଗମ୍ୟ ଅଦମ୍ୟ ଅସ୍ଥିର
