ଜ୍ଞାନେନ୍ଦ୍ର ତୁମେ ମୋତେ ଦିଶୁଛଏ ସାରା ଆକାଶ ବ୍ରହ୍ମାଣ୍ଡତୁମ ବାସ୍ନାୟିତ ଆଭାରେଦିନ ରାତି ଧରି ଝଲସୁଛିଏ ପୃଥିବୀ । ମୁଁଆଜନ୍ମ ବାମନଟିଏଛୁଇଁ ପାରେନାହିଁନିଷ୍ପାପ ଆଶାର ଚନ୍ଦ୍ରକୁକୁହ ତୁମକୁ କେମିତିଛୁଇଁବି? ଖାତାରେ ପାପ ପୁଣ୍ୟକିଛି ବି
Category: କବିତା
ଜ୍ଞାନେନ୍ଦ୍ର ଏଇ ସମୟ କହି ପାରିଥାନ୍ତା ବର୍ଷା ପରେ ଭିଜା ପୃଥିବୀର ଅକୁହା କଥା, ତମ ଦୁଃଖ ତମେ କହିଥାନ୍ତ ମୁଁ ବି କହିଥାନ୍ତି ମୋ ଦୁଃଖ । ଏମିତି ଭାବରେ ଆମ ଭଲ
ସୁଧିରେନ୍ଦ୍ର ପରିଜା ଶୀତ ଆସିଲାଣିସହରକୁ ତୁମକଅଁଳ ପରଶ ଧରିବଜାରଘାଟରେଘରେ ଓ ବାହାରେସଭିଁଏ ଗଲେଣି ଥରି ଶୀତ ଖୋଜୁଅଛିଛକରେ, ପାର୍କରେତୁମକୁ ସେ ପାଉ ନାହିଁତୁମ ବିନା ମୋତେଦେଖି ଏକା ଏକାପାରେନା ସେ ମୋତେ ଛୁଇଁ ଶୀତ
ଦେବଯାନୀ ରାୟ ଅହିଂସାରୁ ହିଂସାକୁ ବାଦ ଦେଇକେତେ ବା ବଞ୍ଚିଛିଧର୍ମ ଧର୍ଯ୍ୟଅହିଂସା କ’ଣ ସାଉଁଟି ପାରିଛିମୁଗ୍ଧ ମୋହନ ହସର ସୂର୍ଯ୍ୟ?ଏମିତି ବି ମଦ ଆଉ ମୋହନୀ ଶକ୍ତିରେବଶୀଭୂତ ଜୀବନ କାହାଣୀଅପହୃତା, କଳୁଷିତା, ଧର୍ଷିତା କି
ଦେବଯାନୀ ରାୟ ସେ ପୃଥିବୀର ସମସ୍ତ ସ୍ୱପ୍ନକୁ ମୁକୁଟ କରି ପିନ୍ଧିନିଏସ୍ମୃତି ସବୁକୁ ଜୀବନ୍ତ ରୂପ ଦିଏପ୍ରସ୍ଫୁଟିତ ସକାଳର ମହ ମହ ବାସ୍ନାରେନିଜକୁ ଫୁଟାଉଥାଏ ସାରାଟା ବଗିଚାରେ । । ସଜ ମଲ୍ଲିର ବାସ୍ନା
ଦେବଯାନୀ ରାୟ କେଉଁ ଏକ ଚିହ୍ନା ଚିହ୍ନା ବାସ୍ନାରେ ଚହଲିଗଲା କିଛି କ୍ଷଣହଁ….., ଆଜି ସନ୍ଧି କ୍ଷଣରେ ଅନ୍ଧାରକୁ ଗୋଟା ପଣେମାତ୍ କରିନେବାର ବେଳଗୋଟେ ପ୍ରସସ୍ଥ ମଇଦାନରେଛାତି ପାଲଟି ଯାଏ ନଗ୍ନତାର ଚିହ୍ନଯେଉଁଠି ସର୍ବଦା
