ସୁଶ୍ରୀ ଉଷାରାଣୀ ସାହୁ ତୁମେ ଫର୍ଚ୍ଚା ଆକାଶର ପୂର୍ଣ୍ଣମୀ ଚାନ୍ଦ ହୁଅ କିଅମାବାସ୍ୟା ପର ନୀରବତା !ମୁଁ ତ ସେଇ ଖୋଲା ଆକାଶଯିଏ ନିତି ତୁମ ଅପେକ୍ଷାରେ ଥାଏ । ତୁମେ ସମାଜର ଦର୍ପଣ
Category: କବିତା

ଦୀପ୍ତି ଦାସ ମୁଁ ଜଳୁଛିଗ୍ରୀଷ୍ମ ଋତୁ ଥୁଣ୍ଟା ଅରଣ୍ୟ ପରି,ଆଷାଢ଼ର ବର୍ଷା ପାଇଁ…କିନ୍ତୁ ବର୍ଷା କାହିଁ ? ମୁଁ କାନ୍ଦୁଛିଅସହାୟ ମାତୃହୀନ ଶିଶୁ ପରି,ସ୍ନେହ ପାଇଁ,କିନ୍ତୁ ସ୍ନେହ କାହିଁ ? ମୁଁ ଗାଉଛିଭଙ୍ଗା କେଉଁ

ଧନଞ୍ଜୟ ସ୍ଵାଇଁ ପୁଣିଥରେ ଆସନ୍ତନି ବାଉଁସିଏ ବେତକୋଳି ଧରିପୁଣିଥରେ ଆସନ୍ତନି ଷଢେଇଏ ଧୂଳିଭାତ କରି । ୦ । ପୁଣିଥରେ ଆସନ୍ତନି କାଠୁଆଏ ହଳଦୀ ଲଗେଇପୁଣିଥରେ ଆସନ୍ତନି ହାତେ ଧରି କାଇଁଚ ଭୋଗେଇପୁଣିଥରେ ଆସନ୍ତନି

ଛବିରାମ ସେଠୀ ଆହେ ଜଗନ୍ନାଥ ସୃଷ୍ଟିକର୍ତ୍ତା ତୁମ୍ଭେଗଢିଛ ସୁନ୍ଦର ଧରାକେଡ଼େ ମଧୁମୟ ଏ ସାରା ଜଗତରାତି ହୁଏ ଦିନ ପରା ।(୧) ତୁମ୍ଭେ ତ ତୋଳିଛ ନିହାଣ ମୁନରେବିଶାଳ ପୃଥିବୀ ଘରମଣିଷ ଜାତିକୁ ସଂସାରେ

ବିଭୁଦତ୍ତ ଦାସ ସମୀରର ସୁଉସୁଉ ସଙ୍ଗୀତ ମୂର୍ଚ୍ଛନାସେଥିରେ କାକଳିର ସ୍ୱର ସଂଯୋଜନା,ସତେ ଅବା ସୁସଜ୍ଜିତ ଅଙ୍ଗବାସେ କାନନପ୍ରକୃତିର ଶୋଭାକୁ କରେ ମଣ୍ଡନ । ଋତୁ ଚକ୍ରେ ଏହା ଶରତର ଆଗମନଶୁଣି ପ୍ରଫୁଲ୍ଲିତ ହୁଏ ପ୍ରକୃତିର

ସୁନିତା ବଳ ନିର୍ଜୀବ କୁଟାକାଠିମାଟିର ପ୍ରଲେପ ତଳେଲୁକ୍କାୟିତା ବିରାଜିତାଶାରଦା ବରଦାଦିବ୍ୟରୂପା ଶତରୂପାତୁମରି ମଙ୍ଗଳମୟୀ ସତ୍ତା । ସାକାର ନିରାକାର ଅଣାକାରଚିନ୍ମୟୀ, ମୃଣ୍ମୟୀ ସତ୍ ଚିତ୍ ଆନନ୍ଦ ସ୍ଵରୂପା,ସବୁ ଆବାହନ, ବିସର୍ଜନ, ବିଲ୍ଵବରଣପୂର୍ବରୁ ଓ ପରେତୁମେ