ଶିବାଶିଷ ପାଢ଼ୀ “ପୁଅଟି ବାପାମାଙ୍କ ଏକମାତ୍ର ସନ୍ତାନ ହୋଇଥିବ ଓ ବାହାରେ ଚାକିରି କରୁଥିବ !” ମାଝିଅଙ୍କ ଏଇ ସର୍ତ୍ତକୁ ନେଇ ପୁଅ ଖୋଜା ଚାଲିଥିଲା । ନିଜର ଏକମାତ୍ର ଝିଅ ସୋମା ପାଇଁ
Author: ସହ-ସମ୍ପାଦକ
ପ୍ରଶାନ୍ତ କୁମାର ନାଥ ଦେଇଥିଲି ହସ ଓଠରେ ତୁମରମୋ ଆଖିରେ ଦେଲ ଲୁହସେ ଲୁହକୁ ପ୍ରିୟା ଆପଣା କରି ମୁଁକେମିତି ବଞ୍ଚିବି କୁହ । ସାଥେ ରହିବାର ଶପଥ କରିଲମଥାକୁ ମୋହର ଛୁଇଁତୁମେ ଗଲାପରେ
ଦୀପକ କୁମାର ସ୍ଵାଇଁ ତମ ଦାଣ୍ତ ଦୁଆରେ ଅଟକିଛି ହଳେ ପାଦପାଦ ତଳେ ଚାପି ଦେଇ ଯେତେ ଅପବାଦତମ ଗାଁ ପ୍ରତି ଗଳିର ଧୂଳିରେ ମୁଁ ଖୋଜୁଛିଜାଣି ଜାଣି ହଜାଇ ଥିବା ଜୀବନର ନିଧି
ଭୁବନେଶ୍ୱର : ବିଶିଷ୍ଟ ଗବେଷକ ଡ. ଅନୀଲ ଧୀର ଚଳିତ ବର୍ଷର ‘ଜଗବନ୍ଧୁ ସିଂହ ସ୍ମୃତି ସମ୍ମାନ-୨୦୨୩’ ପାଇବା ପାଇଁ ମନୋନୀତ ହୋଇଛନ୍ତି । ଆସନ୍ତା ଫେବୃୟାରୀ ୧୫ ତାରିଖରେ ନିମପଡ଼ା କଲେଜ ଇତିହାସ
ରାୟଗଡ଼ା : ସାହିତ୍ୟିକ, ସ୍ତମ୍ଭକାର ତଥା ଗାଳ୍ପିକ ଦ୍ଵିତୀଚନ୍ଦ୍ର ସାହୁଙ୍କ ପଞ୍ଚମ ଗଳ୍ପ ପୁସ୍ତକ ‘ଡେଣା ନଥିବା ସ୍ଵପ୍ନ’ ପାଠକାର୍ପଣ ହୋଇଯାଇଛି । ରାୟଗଡ଼ା ସର୍କିଟ ହାଉସରେ ଅନୁଷ୍ଠିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଓଡ଼ିଶାର ଲବ୍ଧ
ଶ୍ରୀପାଳ ପଣ୍ଡା ମନେ ଇଚ୍ଛାଙ୍କ କୋଳାହଳଚାଲିବାକୁ ସମାଜ-ପରିଜନ ସହକାନ୍ଧରେ କାନ୍ଧ ମିଳାଇ !ବାସ ! କେଇପାଦ ଚାଲିବା କିନ୍ତୁଉପେକ୍ଷିତ, ଅଗ୍ରାହ୍ୟ, ଅଯୋଗ୍ୟସେଇ ଭୟରେ ମୁଁ ଅସ୍ଥିର, ଅଶାନ୍ତମୁଁ ନିଃସଙ୍ଗ ପଥର ପଥିକ ! କର୍ତ୍ତବ୍ୟ
ସୀମାଞ୍ଚଳ ରଣା ରାତିର ନିର୍ଜନତା ଆମ୍ବ ଗଛରୁ ଝିଙ୍କାରୀର ଝୀଂଝୀଂ ଶବ୍ଦ ଆଉ ଜୁରୀକୁପୁଡାରୁ ହେଟାର ଗର୍ଜନରେ ଥରିଉଠେ ଶରୀର, ଟାଙ୍କୁରି ଉଠେ ଲୋମ । ବିଜୁଳି ଆଲୋକକୁ ପର କରି ଫିକାଫିକା ଜହ୍ନ
ସୁଚରିତା ପାତ୍ର ତା’ର ଷ୍ଟେସନ… ସେ ସବୁବେଳେ କୁହେଷ୍ଟେସନ ଥରିଗଲେପାଣି ପରି ସେ ବି ଚହଲିଯାଏ …କେଜାଣି ତା’ର କ’ଣ ଏତେ ଆନ୍ତରିକତା ଏଇ ବାଣୀବିହାର ଷ୍ଟେସନ ସହରେଳ ଟ୍ରାକ୍ ଠାରୁ ଆରମ୍ଭ କରି
ଏନ୍. ନିଳମାଧବ ପାତ୍ର ମୁଁ ସେମାନଙ୍କ କଥାକୁନିରବରେ ଶୁଣୁଥିଲି,ତା’ର ଅର୍ଥ ନୁହେଁମୁଁ ସେମାନଙ୍କୁ ସମର୍ଥନ କରୁଥିଲି । ଅସହାୟ ଏ ପରିବେଶରେ,ଅସମାପ୍ତ ଏ ଆଲୋଚନା,ଅଯୌକ୍ତିକ ଏ ଉପସ୍ଥାପନା…। ସବୁ ପୃଷ୍ଠା ଖୋଲି ଦେଉଥିଲାସେ ତରଙ୍ଗିତ
