ଲତିକା ମହାପାତ୍ର ମୋ ଠିକକୁ କେହି ଠିକ ନକୁହତଥାପି ମୁଁ ଠିକ କହିବିବିବେକର ଦ୍ୱାହି ଦେଇ ମୋତେ ପ୍ରଭାବିତ କରି ପାରିବନିତୁମ ଛଳନା,ଆଡ଼ମ୍ବର,ପଦବୀ ..ବିବେକର ଦ୍ୱାହି ଦେଇମୁଁ ଠିକ କହିବି । ମୁଁ ନିଃସଙ୍ଗ

Read More

ଭବାନୀ ଶଙ୍କର ନାଥ ଲୁହ ଦେଇଗଲା ଲୌହଦାନବଚାରିଆଡ଼େ ଖାଲି ମଣିଷ ଶବ, କରମଣ୍ଡଳରେ କରାଳ ରାତ୍ରୀମରି ହଜିଗଲେ କେତେ ଯେ ଯାତ୍ରୀ, ପତ୍ନୀ ଆଗେ ପତୀ ଦେହ ଛାଡ଼ିଲାବାପମା’ ଛେଉଣ୍ଡ ପିଲା ହୋଇଲା, ଭାଙ୍ଗିଗଲା

Read More

ଜୟପୁର : ଜୟପୁରର ବିଶିଷ୍ଟ ଶିକ୍ଷାବିତ୍ ତଥା ଯୁବ ସ୍ତମ୍ଭକାର ଅରୁଣ କୁମାର ତ୍ରିପାଠୀଙ୍କ ପୁସ୍ତକ “ସ୍ମୃତି ଓ ବିସ୍ମୃତି – ଘଟଣାକ୍ରମ ୨୦୨୨” ଲୋକାର୍ପିତ ହେଇଯାଇଛି । ନବରଙ୍ଗପୁରର ଅଧିଷ୍ଠାତ୍ରୀ ଦେବୀ ମା’

Read More

ମୁକୁନ୍ଦ ଶତପଥୀ ସକାଳୁ ସକାଳୁ ସେ ଚଢେଇ ଦି’ଟାର ଶବ୍ଦରେ ଉଠୁଥିଲି ମୁଁ । ମୋ ରୋଷେଇଘରର ଝରକାରେ ତାଙ୍କ ଥଣ୍ଟରେ ଖୁମ୍ପି ଏକ ମୃଦୁ ଶବ୍ଦ ତିଆରି କରିବା ତାଙ୍କର ଏକ ଅଭ୍ୟାସ

Read More

ଜିନାତମାମ୍ ଦର୍ଜୀ କିଏ କହିଥିଲା, ହାଣିଦେବି ହିନ୍ଦୁଙ୍କୁକିଏ କହିଥିଲା, ଦେଖିଲେ ଗୋଟିଗୋଟି ମାରିଦେବି ମୁସଲିମଙ୍କୁକିଏ କହିଥିଲା, ର’ ବୁଝିବି ଏ ଖ୍ରୀଷ୍ଟିଆନମାନଙ୍କ କଥାକିଏ କହିଥିଲା, ବୁଦ୍ଧମାନଙ୍କୁ ତଡ଼ିଦେବି ଦେଶ ବାହାରକୁକିଏ ଗରିବ ଲୋକଙ୍କୁ ଦେଖି

Read More

ଶୁଭଶ୍ରୀ ଶୁଭସ୍ମିତା ମିଶ୍ର ସମ୍ବୋଧନ ସମ୍ପର୍କର ସମ୍ବେଦନଶୀଳତାକୁ ଜଣାଇଦିଏ । ଯେବେ ଆପଣଙ୍କୁ ‘ତୁମେ’ ଡାକିବାକୁ ଆପଣ ପ୍ରବର୍ତ୍ତାଉଥିଲେ ଓ ମୁଁ ବାରବାର ଅସ୍ଵୀକାର କରୁଥିଲି, ସେଇବେଳେ ଆପଣ ଏକଥା କହୁଥିଲେ । ମନେଅଛି,

Read More

ଭାସ୍ଵତୀ ବାସୁ ବହୁତ ଦିନ ହେଇଗଲାମୁଁ ପ୍ରେମ କରିନିବହୁତ ଦିନ … ଦିଇଟା ବଣି ନିଇତି ଆସି ବସନ୍ତିଝରକା ସେପଟେପୁରା ସକାଳ କିଚି ମିଚି ଝଗଡ଼ା, ପେନ୍ଥାଏ ଟଗର ଆପେ ଫୁଟି ଝରିପଡ଼େବାରଣ୍ଡାର ଏକେଲା

Read More

ସ୍ନେହାଶିଷ ମହାନ୍ତି ମୁଁ ଏବେ ଏବେ ଭିଜିଛି ବର୍ଷାରେଆକାଶରେ ଆଉ ମେଘ ନାହିଁଯାହାଥିଲା ସବୁ ଶେଷ ହେଲାଆଉ ଏଠି ପ୍ରେମ ଫ୍ରେମ ନାହିଁ … । ତୁମେ ଚାଲ ଫେରିଚାଲଯେଉଁଠାରୁ ଆସିଥିଲ ଦିନେତୁଚ୍ଛାଟାରେ ଖୋଜୁଛ

Read More

ସୁବଳ ମହାପାତ୍ର ସତ୍ୟବ୍ରତ ଦାସ ଓରଫ ସତ୍ୟ ବାବୁ, ବୟସ ୬୮ ବର୍ଷ । କୋରାପୁଟର କୌଣସି ଏକ ଅନାମଧନ୍ୟ ମୁଣ୍ଡା ପଲ୍ଲୀରେ ନିଜର ହାତ ତିଆରି କୁଡ଼ିଆରେ ଅବସ୍ଥିତ । କୁଡ଼ିଆ ସାମ୍ନାରେ

Read More

ଭୁବନେଶ୍ୱର : ବର୍ଷର ସବୁଠୁ ତତଲା ଋତୁରେ ଫୁଟେ ନାଲି ଫରଫର କୃଷ୍ଣଚୂଡ଼ା । ତା’ ଉଜ୍ଜ୍ଵଳ ଓଢଣୀରେ ଅଟକେ ବାଟୋଇ । ତା’ ତେଜମୟତାରେ ଅଭିଭୂତ ହୁଏ କବି ଓ କଳାକାର ।

Read More