ବିଶ୍ଵେଶ୍ଵର ମାଝୀ “ଅଦୋ ଯଦ୍ଦାରୁ ପ୍ଳବତେ ସିନ୍ଧୋ ପାରେ ଅପୁରୁଷମ୍ତଦା ରଭସ୍ୱ ଦୁର୍ହଣୋ ତେନଗଚ୍ଛ ପରସ୍ତରମ୍ ।”(ଋକ୍ ବେଦ: ୧୦-୧୫୫:୩)ପଣ୍ଡିତ ସାୟଣାଚାର୍ଯ୍ୟ (୧୪ଶ ଶତାବ୍ଦୀ) ତାଙ୍କ ଭାଷ୍ୟରେ ଲେଖିଛନ୍ତି- “ବର୍ତ୍ତମାନ ସମୁଦ୍ରରେ ପୁରୁଷୋତ୍ତମ ନାମ
Author: ସହ-ସମ୍ପାଦକ
କେନ୍ଦ୍ରାପଡ଼ା : ସାହିତ୍ୟ ଓ ରାଜନୀତି ପରସ୍ପରଠାରୁ ଭିନ୍ନ ନୁହେଁ ବରଂ ପରିପୂରକ । କିନ୍ତୁ ସାହିତ୍ୟିକମାନେ ଯେଭଳି ରାଜନୀତିଠାରୁ ନିଜକୁ ନିରାପଦ ଦୂରତାରେ ରଖୁଛନ୍ତି, ତାହା ସମାଜ ପାଇଁ ଆଦୌ ହିତକର ନୁହେଁ
ତାପସ ରଞ୍ଜନ ରାଉତ କାହିଁକି ଆଖିରେ ଆଖି ମିଳେଇଗାଳି କରୁଥିବା ସ୍ୱାମୀଟିଏସହବାସ ସମୟତକ ଆଖି ବୁଜି ଦିଏ … କାହିଁକି ପୁରୁଷଟିଏ ମୁଁହ ବୁଲେଇ ଦିଏପ୍ରଶ୍ନର ଉତ୍ତର ଦେବା ପୂର୍ବରୁକାହିଁକି ସ୍ଵାମୀଟିଏ ସାରା ଜୀବନସ୍ଵାମୀ
ଅରୁଣ କୁମାର ତ୍ରିପାଠୀ ଜୟ ଶ୍ରୀଜଗନ୍ନାଥ । କୋଟି ଓଡ଼ିଆର ମଉଡ଼ମଣିଙ୍କ ଛନ୍ଦାଚରଣ ଯୁଗଳରେ ଅନନ୍ତକୋଟି ଦଣ୍ତବତ ଓ ପ୍ରଣାମ । ଭାରତ ସମ୍ବିଧାନକୁ ନେଇ ଚାଲେ ଏବଂ ସମ୍ବିଧାନ ଆମକୁ ଧାରା ୧୯
ଭୁବନେଶ୍ୱର : ରାଜଧାନୀ ପୁସ୍ତକମେଳା କମିଟି ପକ୍ଷରୁ ଗୀତଗୋବିନ୍ଦ ସଦନଠାରେ ରାଜଧାନୀ ପୁସ୍ତକମେଳା ପୁରସ୍କାର ପ୍ରଦାନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ୩ ବର୍ଷ ପାଇଁ ୪୦ ଜଣ ସାହିତ୍ୟିକଙ୍କୁ ପୁରସ୍କାର
ଭୁବନେଶ୍ୱର : ଓଡ଼ିଶାର ସ୍ଵନାମଧନ୍ୟ ବ୍ୟଙ୍ଗ ସାହିତ୍ୟିକ ତଥା ସ୍ତମ୍ଭକାର ଜ୍ଞାନ ହୋତାଙ୍କ ଜନ୍ମଦିନ ଅବସରରେ ତାଙ୍କ ଦ୍ଵାରା ରଚିତ ଭିନ୍ନ ଧରଣର ବ୍ୟଙ୍ଗ ପୁସ୍ତକ ‘ପଇତା ମାରା’ ସମେତ ପ୍ରିୟବ୍ରତ ପଣ୍ଡାଙ୍କ ‘କବିର
ଡ. ଶୈଳଜା ମିଶ୍ର ଦିନେ ରାସ୍ତାରେ ଯାଉଥିବା ସମୟରେ ଦେଖିଲି ଗୋଟିଏ କୁକୁର ଓ ଏଣ୍ଡୁଅର ଚକାପାଞ୍ଝା ଖେଳ l କୁକୁରଟି କୌଣସିମତେ ଏଣ୍ଡୁଅଟିକୁ ପାଇବାକୁ ଚେଷ୍ଟା କରୁଥିଲା l ମାଟିକୁ ରାମ୍ପି ବିଦାରି
ଭୁବନେଶ୍ୱର : ଆଦ୍ୟା ପ୍ରକାଶନୀର ପ୍ରତିଷ୍ଠାତା ତଥା ବିଶିଷ୍ଟ ମୁଖ୍ୟଯନ୍ତ୍ରୀ ଅକ୍ଷୟ ଚନ୍ଦ୍ର ରାୟଙ୍କ ପୁଣ୍ୟ ସ୍ମୃତିରେ ‘ପ୍ରତିଭା ରାୟ ଟ୍ରଷ୍ଟ’ ଓ ‘ଆଦ୍ୟା ପ୍ରକାଶନୀ’ ପକ୍ଷରୁ ତୃତୀୟ ‘ଅକ୍ଷୟ ସ୍ମାରକୀ ଉପନ୍ୟାସ’ ପୁରସ୍କାର
ସୁଶ୍ରୀ ଶୁଭସ୍ମିତା ମହାନ୍ତି ଯୁବ ସ୍ତମ୍ଭକାର ଅରୁଣ କୁମାର ତ୍ରିପାଠୀଙ୍କ ପ୍ରଥମ ନିବନ୍ଧ ସଂକଳନ ନିକଟ ଅତୀତରେ ପ୍ରକାଶିତ ହୋଇଯାଇଛି । ୨୦୨୨ ମସିହାରେ ଘଟିଥିବା ପ୍ରାୟ ସମସ୍ତ ଘଟଣାମାନଙ୍କ ଏକ ଶୈକ୍ଷିକ ବିଷ୍ଳେଷଣ
ପୂର୍ଣ୍ଣ ଦାସ ତୁ ଇତିହୀନ ଚିଠିରୁ ଚଉଠେଭୋଦେଇ ମେଘର ବାଦ,ତୁ ଶୀତ ସକାଳ, କଅଁଳ ଖରା ମୁଁଅତୀତର ଅପବାଦ । ବୁଢ଼ୀ ବାସୁଳେଇ ନେତ ପରି ତୁହିମୁଁ ମଉନ ମାଟିଘୋଡ଼ା,ଝୁଣା, ପଣା, ଧୂପ ଧୂଆଁର
