ଚିତ୍ତରଞ୍ଜନ ନାୟକ ଖୋଲିଦେଲି ନିଜଠି ନିଜକୁସବୁ କଟାଦାଗସବୁ ଘା, ଝାଳଗନ୍ଧସବୁ ଅସହାୟତା, ଅହଙ୍କାରଏ ସବୁ ତୁମରକହିପାରିବିନି କି ଆସ ଢାଙ୍କିଦିଅଏ ଜନ୍ମ ଜନ୍ମାନ୍ତରର ଅପରାଧଏ ଅମୃତ ଅମୃତ ଦିଶୁଥିବାତତଲା ଜହରବୈରାଗ୍ୟ ପରି ଶୂନଶାନଏ ନିଆଁର
Author: ସହ-ସମ୍ପାଦକ
ଓଡ଼ିଶା ପାଠାଗାର ଆନ୍ଦୋଳନର ପୁରୋଧା ତଥା ସଂଗ୍ରାହକ ଓ ସାରସ୍ଵତ ସାଧକ ଦାଶରଥି ପଟ୍ଟନାୟକ ୧୯୦୭ ମସିହା ଆଜି ଜୁଲାଇ ୧୨ ତାରିଖରେ ନୟାଗଡ଼ ଅନ୍ତର୍ଗତ ରାଇପୁର ଗ୍ରାମରେ ଜନ୍ମ ହୋଇଥିଲେ । ସେ
ପୁରୀ : ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ନନ୍ଦଳାଠାରେ ମାନସିଂହ ସାହିତ୍ୟ ସଂସଦ ପକ୍ଷରୁ ୩୦ତମ ମାସିକ ଆଭାଷୀ କବିତା ଆସର ଅନୁଷ୍ଠିତ ହୋଇଯାଇଛି । ଏଥିରେ ୪୦ରୁ ଉର୍ଦ୍ଧ୍ଵ କବି ଓ କବୟତ୍ରୀ
ଭୁବନେଶ୍ୱର : ଆଧୁନିକ ସମାଜ ଏବେ ବିବର୍ତ୍ତନ ମଧ୍ୟରେ ଗତି କରୁଛି । ବୈଜ୍ଞାନିକ ଚିନ୍ତାଧାରା ଓ ବିଶ୍ଳେଷଣ ପଦ୍ଧତି ପ୍ରତ୍ୟେକ ବ୍ୟକ୍ତିର ଧର୍ମ ଓ ଈଶ୍ଵର ବିଶ୍ଵାସକୁ ପ୍ରଭାବିତ କରିବାରେ ଲାଗିଛି ।
ଭୁବନେଶ୍ଵର : ଓଡ଼ିଶା ସାହିତ୍ୟ ଏକାଡ଼େମୀ ପୁରସ୍କାରପ୍ରାପ୍ତ ଅନୁବାଦିକା ଶାରଦା ରଥଙ୍କ ହିନ୍ଦୀରୁ ଅନୁବାଦ ପୌରଣିକ ଉପନ୍ୟାସ ‘କୁନ୍ତି’ ଗତକାଲି ରାଜ୍ୟପାଳ ପ୍ରଫେସର ଗଣେଶୀଲାଲଙ୍କ ଦ୍ଵାରା ଲୋକାର୍ପିତ ହୋଇଯାଇଛି । ସୋମବାର ଦିନ ରାଜଭବନଠାରେ
ଭୁବନେଶ୍ୱର : ସୁଶ୍ରୀ ହରପ୍ରିୟା ସାହୁଙ୍କ କବିତା ସଂକଳନ “ଶିଶୁ କବିତା ସମଗ୍ର” ଏବଂ ସାତଟି କବିତା ପୁସ୍ତକର ଏକତ୍ରିତ ରୂପ ‘ସପ୍ତବର୍ଣ୍ଣା’ ରାଜଭବନ ପରିସରରେ ରାଜ୍ୟପାଳ ଗଣେଶୀ ଲାଲଙ୍କ କରକମଳରେ ଉନ୍ମୋଚିତ ହୋଇଯାଇଛି
ଭୁବନେଶ୍ୱର : ଉତ୍କଳ ସଂସ୍କୃତି ବିଶ୍ଵବିଦ୍ୟାଳୟ ଅଧ୍ୟାପକ ଆଶିଷ ମହାପାତ୍ର ‘ଆସେନ୍ସନ୍ ଅଫ୍ ଓଡ଼ିଆନ୍ ଫୋକ୍ ଆଣ୍ଡ ଇଣ୍ଡିଜେନସ ଡ୍ୟାନ୍ସ’ ଓ ସ୍ନାତକୋତର ପରିଷଦର ମୁଖ୍ୟ ଚକ୍ରଧର ବେହେରା ଓ ଚନ୍ଦ୍ରଶେଖର ସେଠୀଙ୍କ ଦ୍ଵାରା
ଧନଞ୍ଜୟ ସ୍ଵାଇଁ ଛିଟା ଛିଟା ବର୍ଷା ଲାଗେ ଭାରି ମିଠାମନରେ ଲଗାଏ ନିଆଁନିଆଁ ନୁହେଁ ସିଏ ଏ ଦେହେ ଅଦିନେବସନ୍ତର ମଧୁଛୁଆଁ । ବରଷା ଝରଇ ଝରଝର ହୋଇବଜାଇ ବିଜୁଳି ବାଜାଯା’ ଲାଗି ଏ
ସତ୍ୟବତୀ ସ୍ଵାଇଁ ଚିତ୍ରକରତାକୁ ମନେପକେଇ ବସିଗଲି ତାର ଚିତ୍ରଟିଏ ଆଙ୍କିବି ବୋଲି ।ଆଖି ବୁଜି ଚେଷ୍ଟାକଲି ତାକୁ ମୋ ଆଖି ସମାନାରେ ଧରି ରଖିବାକୁ । ବାରମ୍ବାର ସେଇ ରୂପଟିକୁ ଅବିକଳ କାର୍ଡ଼ବୋର୍ଡ ଛାତିରେ
ବଳରାମ ପୂଜାରୀ ସମୟର ସାମିଆନା ସାରାନିଷ୍ଫଳ ପରମାୟୁମାନଙ୍କଗହଳି : ଚହଳି ? ଏଇଠି କୋଉଠିଅଜାଣତରେ ହଜେଇଦେଇଛି ‘ମୋତେ’ ?ମୋ’ ଅଣଲେଉଟାଅର୍ଜିତ:ଅବଶିଷ୍ଟ । କୁଡୁମୁଲୁଗୁମ୍ମା, ମାଲକାନଗିରି, ମୋ – ୯୬୬୮୬୮୮୪୭୪ ଲେଖକ ପରିଚୟ ବୃତ୍ତିରେ ପ୍ରାଥମିକ
