ତାରାପ୍ରସାଦ ଜେନା ଝରାଫୁଲ ଝରିଗଲା ଦେଇଗଲା ବାସକମନୀୟ ରୂପ ଗୁଣ ହୋଇନାହିଁ ଶେଷ………ଝରାଫୁଲ ଝରିଗଲା ……..! ୦ ! ଏଇ ମନ ସାଇତିଛି ଆପଣାର ପରିପର ବୋଲି ଭାବିନାହିଁ କେବେ ହତଶିରୀ,ଜୀବନକୁ ଛୁଇଁଥିଲା ସିଏ

Read More

ସାହିତ୍ୟିକା ସୁସ୍ମିତା ବେହେରାଙ୍କ ସହିତ ସହ-ସମ୍ପାଦିକା ନୀଳିମା ନିବେଦିତାଙ୍କ ଏକ ସାକ୍ଷାତକାର : ଏକକ ପିତାମାତା ହେବା ସହିତ ଗୋଟିଏ ବହୁ ରାଷ୍ଟ୍ରୀୟ କମ୍ପାନୀରେ ଲୋକ ସମ୍ପର୍କ ଓ ଯୋଗାଯୋଗ ବିଭାଗରେ ପରିଚାଳକ ରୂପେ

Read More

ଲତିକା ମହାପାତ୍ର ବେଶ କିଛି ସମୟ ଧରିକିଛିଗୋଟେ ଜମିଗଲାଣିପଥୁରିଆ ଏ ବୁକୁରେ … ଚାଲ ! ଖୋଜିବା ତା’ ସ୍ୱରୂପଆବିଷ୍କାର କରିବା ତା’ ରୂପରେଖ ! ସେ ବଡ଼ ବିଚିତ୍ରଅଦ୍ଭୁତ ଯାହା ସ୍ୱରୂପମୁଁ କଣ

Read More

ଭୁବନେଶ୍ୱର : ଓଡ଼ିଶା ସାହିତ୍ୟ ଏକାଡ଼େମୀର ସଚିବ ପ୍ରବୋଧ କୁମାର ରାଉତଙ୍କ ମଙ୍ଗଳବାର ସନ୍ଧ୍ୟା 7 ଟାରେ କଟକସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ହୋଇଯାଇଛି । ମୃତ୍ୟୁବେଳକୁ ତାଙ୍କୁ ୫୩

Read More

ଭୁବନେଶ୍ୱର : ବିଶ୍ଵର ସର୍ବବୃହତ ଓଡ଼ିଆ ମହାସଂଘ, ଓଡ଼ିଶା ସୋସାଇଟି ଅଫ ଆମେରିକାସ୍ (ଓସା)ର ୨୦୨୩ ବର୍ଷର ବାର୍ଷିକ ମହୋତ୍ସବ ଚିକାଗୋ ସହରରେ ପାଳିତ ହୋଇଯାଇଛି । ଆମେରିକା ଓ କାନାଡ଼ାର ବିଭିନ୍ନ ଅଞ୍ଚଳରେ

Read More

ଭୁବନେଶ୍ୱର : ‘ଶିକ୍ଷାସନ୍ଧାନ’ ତଥା ରେଭେନ୍ସା ଇଂରାଜୀ ବିଭାଗର ପୁରାତନ ଛାତ୍ର ସଂସଦର ଆନୁକୂଲ୍ୟରେ ରାଜ୍ୟର ବିଭିନ୍ନ ଅଗ୍ରଣୀ ସରକାରୀ କଲେଜରେ ଜଣେ ଛାତ୍ରବତ୍ସଳ ଅଧ୍ୟାପକ ତଥା ଅଧ୍ୟକ୍ଷ ଭାବରେ ସୁନାମ ଅର୍ଜନ କରିଥିବା

Read More

ଭୁବନେଶ୍ଵର : ଓଡ଼ିଆ ସାହିତ୍ୟର ପ୍ରଚାର ପ୍ରସାରଦିଗରେ ନୀରବଛିନ୍ନ କାର୍ଯ୍ୟ କରୁଥିବା ତପସ୍ୟା ଫାଉଣ୍ଡେସନ ପକ୍ଷରୁ ୨୦୨୨ ମସିହା ପାଇଁ ଓଡ଼ିଆ ସାହିତ୍ୟ ପୁରସ୍କାର ଘୋଷଣା କରାଯାଇଛି । ବର୍ଷିୟାନ ସାହିତ୍ୟିକ ଦେବ୍ରାଜ ଲେଙ୍କାଙ୍କୁ

Read More

ରବି କୁମାର ମହାନ୍ତି ଶାଳ ଗଛ ଫାଙ୍କରେଲାଲ୍ ଟହଟହ ସୁର୍ଯ୍ୟରୁ ଫାଳେ ଦିଶିଲାଣି,ପେଟରେ ପେଟେ ଅନ୍ଧାର ପୁରେଇପୋକତି ମାଇପ ପରିଧକଉଛି ଖଣ୍ଡେ ଦୁରରେ ଦିଶୁଥିବା ରୋଗୀଣା ଜଙ୍ଗଲ । ଭାଡିରୁ ଗଞ୍ଜା ଡାକିଲା କକ୍

Read More

ପ୍ରକାଶ ତ୍ରିପାଠୀ କାଲି ଅଧରାତିରେ ହଠାତ କଲିଂବେଲ ବାଜିଲା । ଏତେ ରାତିରେ କିଏ ଆସିପାରେ ! ନୀଳ ବେଡ଼ଲାଇଟର ଝାପ୍ସା ଆଲୁଅରେ ଘଣ୍ଟା ଆଡ଼େ ଚାହିଁଲି । ମସାରି ଭିତରୁ କିଛି ଦେଖାଗଲା

Read More

ଭୁବନେଶ୍ୱର : ବିଶିଷ୍ଟ ସାହିତ୍ୟିକ ଶାନ୍ତନୁ କୁମାର ଆଚାର୍ଯ୍ୟଙ୍କ ନାମରେ ‘ଶାନ୍ତନୁ କୁମାର ଆଚାର୍ଯ୍ୟ ଫାଉଣ୍ଡେସନ’ ଗତକାଲି ହୋଟେଲ ନ୍ୟୁମାରିଅନରେ ଉଦ୍ଘାଟିତ ହୋଇଯାଇଛି । କଳା ସାହିତ୍ୟ ଓ ସଂସ୍କୃତି ଉପରେ ଗବେଷଣା, ପ୍ରଫେସର

Read More