ଭୁବନେଶ୍ୱର : ବ୍ଲାକ୍ ଇଗଲ୍ ବୁକ୍ସ ‘ପ୍ରଥମ ବହି ପୁରସ୍କାର-୨୦୨୩’ ପାଇବା ପାଇଁ ମନୋନୀତ ହୋଇଛନ୍ତି ‘ଅନ୍ଧାର ପରେ କିଛି’ ଗଳ୍ପ ସଂକଳନର ଲେଖିକା ସ୍ମୃତିକଳା ମହାନ୍ତି । ସ୍ମୃତିକଳା ସମ୍ପ୍ରତି ରମାଦେବୀ ମହିଳା
Author: ସହ-ସମ୍ପାଦକ
ଭୁବନେଶ୍ୱର : ଚାନ୍ଦବାଲି ଅଞ୍ଚଳର ବିଶିଷ୍ଟ ଶିକ୍ଷାବିତ ତଥା କବି ଦ୍ଵାରିକାନାଥ ଦାଶଙ୍କ ଆଧ୍ୟାତ୍ମିକ ଓ ପୌରାଣିକ କବିତା ସଂକଳନ ‘ଜୀବନ ଖରାଛାଇ ଖେଳ’ ସୋମବାର ଦିନ ଭୁବନେଶ୍ୱର ସ୍ଥିତ ଏକ ହୋଟେଲ ପରିସରରେ
ସୁନିତା ବଳ ନିର୍ଜୀବ କୁଟାକାଠିମାଟିର ପ୍ରଲେପ ତଳେଲୁକ୍କାୟିତା ବିରାଜିତାଶାରଦା ବରଦାଦିବ୍ୟରୂପା ଶତରୂପାତୁମରି ମଙ୍ଗଳମୟୀ ସତ୍ତା । ସାକାର ନିରାକାର ଅଣାକାରଚିନ୍ମୟୀ, ମୃଣ୍ମୟୀ ସତ୍ ଚିତ୍ ଆନନ୍ଦ ସ୍ଵରୂପା,ସବୁ ଆବାହନ, ବିସର୍ଜନ, ବିଲ୍ଵବରଣପୂର୍ବରୁ ଓ ପରେତୁମେ
ଭୁବନେଶ୍ୱର : କବି ବସନ୍ତ ମୁଦୁଲି ସ୍ମୃତି ସଂସଦର ସଭାପତି ପବିତ୍ର ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ରବିବାର ଦିନ ଭଦ୍ରକଠାରେ ଅନୁଷ୍ଠିତ ଏକ ବୈଠକରେ ବସନ୍ତ ମୁଦୁଲି ସ୍ମୃତି ସଂସଦ ପକ୍ଷରୁ ପ୍ରଦାନ କରାଯାଉଥିବା ମର୍ଯ୍ୟାଦାଜନକ
ଭୁବନେଶ୍ୱର : ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ର ଓ ବିଭାଗୀୟ ନିର୍ଦ୍ଦେଶକ ଦିଲ୍ଲୀପ ରାଉତରାୟ ବାଲେଶ୍ଵର ଜିଲ୍ଲାର ଶଙ୍ଖାରୀ ଗସ୍ତ କରିଛନ୍ତି । ଓଡ଼ିଶାର ବରପୁତ୍ର ପଦ୍ମଭୂଷଣ
ଭୁବନେଶ୍ଵର : ଉତ୍କଳ ବିଶ୍ୱବିଦ୍ୟାଳୟ ପରିସରରେ ଛାତ୍ରଛାତ୍ରୀମାନଙ୍କ ସୃଜନ ଶକ୍ତିର ବିକାଶ ଦିଗରେ କାର୍ଯ୍ୟରତ ତାଳପଦେଶ୍ଵରୀ ସାହିତ୍ୟ ଆସର ପକ୍ଷରୁ ଗତକାଲି ବିଶ୍ଵବିଦ୍ୟାଳୟର ପ୍ରଥମ ବାର୍ଷିକ ଛାତ୍ରଛାତ୍ରୀମାନଙ୍କୁ ସ୍ଵାଗତ କରାଯାଇଛି । ସ୍ନାତକୋତ୍ତର ଓଡ଼ିଆ
ଦୁର୍ଗା ପ୍ରସାଦ ମଲ୍ଲିକ ହେ ମହାତ୍ମା, ହେ ଜାତିର ପିତାସତ କହୁଛି, ବିଶ୍ୱାସ କରସବୁରି ମୂଳରେ ତୁମେ । କିଛି ବଦଳି ନାହିଁ କିବଦଳିବ ନାହିଁଆଜି ବି ତୁମେ ନମସ୍ୟ, ଚିର ପୂଜନୀୟଆଜି ବି
ଗୀତାଞ୍ଜଳି ପୃଷ୍ଟି ବରଷାର ଅନ୍ତେ ଆସିଛି ଶରତଚପଳା ପ୍ରକୃତି ସାଥେଚାମର ହଲେଇ ହସେ କାଶତଣ୍ଡୀଶୁଭ୍ର ଧବଳ ପଥେ । ଆସିବ ଆସିବ ପାରବଣ ଋତୁଧରା ହେବ ଚମତ୍କାରଘୁଞ୍ଚିଯିବ କ୍ଳେଶ ଭରିଯିବ ହସପ୍ରାଣେ ପ୍ରାଣେ ପୁଲକର
ଭୁବନେଶ୍ୱର : ସମାଜ-ସାହିତ୍ୟ-ସଂସ୍କୃତି କ୍ଷେତ୍ରରେ କାର୍ଯ୍ୟରତ ଅନୁଷ୍ଠାନ ‘ରଚନା’ ପକ୍ଷରୁ ଆସନ୍ତା ୧୩ ତାରିଖ ଶୁକ୍ରବାର ସନ୍ଧ୍ୟାରେ ସ୍ଥାନୀୟ ପି.ପି. ଏକାଡ଼େମୀ ସଭାଗୃହରେ ‘କଥାକାର ମନୋଜ ପଣ୍ଡା ସର୍ଜନ ପୁରସ୍କାର ସମାରୋହ ଓ ସ୍ମାରକୀ
