ଦେବଯାନୀ ରାୟ ଅହିଂସାରୁ ହିଂସାକୁ ବାଦ ଦେଇକେତେ ବା ବଞ୍ଚିଛିଧର୍ମ ଧର୍ଯ୍ୟଅହିଂସା କ’ଣ ସାଉଁଟି ପାରିଛିମୁଗ୍ଧ ମୋହନ ହସର ସୂର୍ଯ୍ୟ?ଏମିତି ବି ମଦ ଆଉ ମୋହନୀ ଶକ୍ତିରେବଶୀଭୂତ ଜୀବନ କାହାଣୀଅପହୃତା, କଳୁଷିତା, ଧର୍ଷିତା କି
ବହି: ଗୌର ଓ ପାର୍ବତୀଅବଧାରଣା ଓ ସଙ୍କଳନ: ରାତ୍ରୀ ଘୋଷ-ବର୍ମନ୍ପ୍ରକାଶକ: ଜିପିଜି ଏଣ୍ଟରପ୍ରାଇଜ୍ମୂଲ୍ୟ: ଉଲ୍ଲେଖ ନାହିଁ ଓଡି଼ଆ ଚଳଚ୍ଚିତ୍ର ଜଗତରେ ଗୌର ପ୍ରସାଦ ଘୋଷ (୧୯୨୯-୧୯୯୪) ଓ ପାର୍ବତୀ ଘୋଷ(୧୯୪୨- ୨୦୧୮) ହେଲେ ପ୍ରଥମ
ଶରତ କୁମାର ରାଉତ ଡମନ୍ ଗଣ୍ଡର ଅକାଳ ମୃତ୍ୟୁକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ଆରମ୍ଭ ହୋଇ ଯାଇଥିଲା । ମୃତ୍ୟୁ ଅନାହାର ଜନିତ କି ସ୍ୱାସ୍ଥ୍ୟ ସମସ୍ୟା ଜନିତ କି ଦୁର୍ଘଟଣା ଜନିତ
ଦେବଯାନୀ ରାୟ ସେ ପୃଥିବୀର ସମସ୍ତ ସ୍ୱପ୍ନକୁ ମୁକୁଟ କରି ପିନ୍ଧିନିଏସ୍ମୃତି ସବୁକୁ ଜୀବନ୍ତ ରୂପ ଦିଏପ୍ରସ୍ଫୁଟିତ ସକାଳର ମହ ମହ ବାସ୍ନାରେନିଜକୁ ଫୁଟାଉଥାଏ ସାରାଟା ବଗିଚାରେ । । ସଜ ମଲ୍ଲିର ବାସ୍ନା
ଦେବଯାନୀ ରାୟ କେଉଁ ଏକ ଚିହ୍ନା ଚିହ୍ନା ବାସ୍ନାରେ ଚହଲିଗଲା କିଛି କ୍ଷଣହଁ….., ଆଜି ସନ୍ଧି କ୍ଷଣରେ ଅନ୍ଧାରକୁ ଗୋଟା ପଣେମାତ୍ କରିନେବାର ବେଳଗୋଟେ ପ୍ରସସ୍ଥ ମଇଦାନରେଛାତି ପାଲଟି ଯାଏ ନଗ୍ନତାର ଚିହ୍ନଯେଉଁଠି ସର୍ବଦା
ସୁପ୍ରିୟା ପ୍ରଶାନ୍ତ ଭାଗ –୬ ଶ୍ରୀଧାରା ଶ୍ରୀ ସହ ଭେଟିବା ପରେ ଯେଉଁ କଳାଶ୍ରମ ଉତ୍ସବ ହୋଇଥିଲା, ସେଠି ମୁଁ ତାକୁ ନାଚିବାର ଦେଖି ନ ଥିଲି। ମୋର ନିଜର କାମ ଥିବାରୁ ମୋତେ
ଶ୍ରୀ କୁଞ୍ଜ ବିହାରୀ ସାହୁ ଆରେ ଆରେ ନୀତୁ ଏ କ’ଣ କଲୁ ? ବୁଢାବାପକୁ ଅଣଦେଖା କରି ଭୁବନେଶ୍ବର ପଳେଇଗଲୁ । ଗାଁରେ କେମିତି ଏକଲା ଥିବ କହିଲୁ ତୋ ବାପ ।
ପୁସ୍ତକ: ଦି ଡ୍ରିମ୍ ଅଫ୍ ରିଭଲ୍ୟୁସନ: ଏ ବାୟୋଗ୍ରାଫି ଅଫ ଜୟପ୍ରକାଶ ନାରାୟଣଲେଖକ: ବିମଲ ପ୍ରସାଦ ଏବଂ ସୁଜାତା ପ୍ରସାଦପ୍ରକାଶକ: ପେଙ୍ଗୁଇନ ରାଣ୍ଡମ ହାଉସ,ପୃଷ୍ଠା ୩୦୬, ମୂଲ୍ୟ ୬୯୯ଟଙ୍କା ସ୍ବାଧୀନୋତ୍ତର ଭାରତର ରାଜନୀତିକ ଇତିହାସରେ
ଅକ୍ଷୟ ମହାନ୍ତି ଆଧୁନିକ ଓଡି଼ଆ ସଙ୍ଗୀତ ଜଗତର କିମ୍ବଦନ୍ତି ପୁରୁଷ । କେବଳ ସଙ୍ଗୀତ ନୁହଁ, ସାହିତ୍ୟ କ୍ଷେତ୍ରରେ ମଧ୍ୟ ସେ ଖୁବ୍ ଲୋକପ୍ରିୟ । ସେ ଗଳ୍ପ, ଉପନ୍ୟାସ, ଭ୍ରମଣ କାହାଣୀ, ଆତ୍ମଜୀବନୀ
