ବହି: ରେ ମନ ଘରକୁ ଚାଲମୂଳ ବଙ୍ଗଳା: ଶ୍ରୀମଦ୍ ସ୍ୱାମୀ ଶୁଦ୍ଧାନନ୍ଦ ବ୍ରହ୍ମଚାରୀଓଡିଆ ଅନୁବାଦ : ଜ୍ୟୋତିର୍ମୟୀ ମିଶ୍ରପ୍ରକାଶକ: ବୁକସ୍ ହବ୍, ବରମୁଣ୍ଡା, ଭୂବନେଶ୍ୱରମୂଲ୍ୟ: ୧୫୦ ଟଙ୍କା । ପ୍ରଥମ ପ୍ରକାଶନ: ୨୦୧୭ ଶ୍ରୀମତୀ
ଅରୁଣ କୁମାର ତ୍ରିପାଠୀ ମୋ ଲେଖା କେବେ ବାହରିବ ବୋଲି ଆଜିକାଲି ସମସ୍ତଙ୍କ ବ୍ୟକ୍ତିଗତ ଚିନ୍ତା । ଖବରକାଗଜଟିଏକୁ ଲେଖାଟେ ଦେଲେ ନା ସେଥିରୁ ମିଳୁଛି ପ୍ରାପ୍ତିସ୍ୱୀକାର ନା ପ୍ରତ୍ତ୍ୟୁତ୍ତର । ହଁ ଦେଖୁଛି,
ଶିବାଶିଷ ପାଢ଼ୀ ଧୀରେଧୀରେ ପ୍ଲାଟଫର୍ମ ଛାଡୁଥିଲା ଟ୍ରେନ । ସବୁ କଥା ସରିଥିଲେ ବି ଯେମିତି କିଛି ବାକି ରହି ଯାଇଥିଲା । ଝରକା ପଟୁ ପାଟିକରି କହୁଥିଲେ ଶ୍ରୀମୟୀ । “ଦେଖ, ଯେମିତି
ଗାୟତ୍ରୀ ଦାସ ଶିଳ୍ପୀ …ଯେବେ ଏକଲାପଣ ଆଚ୍ଛନ୍ନ କରେ,ଧିମାଧିମା ନିଶା ହୋଇ ତମେଚଢୁଥାଅ ପାଦେ ପାଦେ ,ନିଦ୍ରା ନିବିଡ଼ ସ୍ଵପ୍ନମାନଙ୍କ ଦେହରେପରସ୍ତ ପରସ୍ତ ମୋହ ସଞ୍ଚି ଦେବାକୁ । ଏମିତି ବେଳେବେଳେ ନିରବରେଆକାଶମନସ୍କ ହେବାକୁ
ଭୁବନେଶ୍ଵର : ସ୍ୱାଧୀନତାର ଅମୃତ ମହୋତ୍ସବ ଅବସରରେ, ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ସ୍ଥାନୀୟ ବୁଦ୍ଧ ମନ୍ଦିର ପରିସରରେ ଜାତିର ଜନକ ମହାତ୍ମାଗାନ୍ଧୀଙ୍କ ଉଦ୍ଦେଶ୍ୟରେ ଓଡ଼ିଆ କବିମାନଙ୍କ ଦ୍ୱାରା ରଚିତ
ମନୋରମା ସାହୁ ଏଇ ଟିକେ ଆଗରୁ କୋଳାହଳରେ ଫାଟି ପଡୁଥିବା ଘରଟି ଏବେ ଶୂନଶାନ୍ । ମଝିରେ କେବଳ ବୋଉର ସୁଁସୁଁ କାନ୍ଦଣା ଓ ବାପାଙ୍କର ଦୀର୍ଘନିଃଶ୍ଵାସ ଶୁଭୁଛି ଯାହା । ସେତକ ନଶୁଭୁଥିଲେ
ସୁପ୍ରଜିତ କୁମାର ସାହୁ କାହା ପ୍ରତୀକ୍ଷାରେ ଏ ଚଳଚଞ୍ଚଳ ଆଖିକେତେ ଭୟଙ୍କର ସତେ ଏ ବିନିଦ୍ର ରାତିଜହ୍ନ ଜୋଛନା କି ଥରୁଟେ ଆସନ୍ତ ଦେଖି !ବାଟ ଆର ପାରେ ରହିଛି କି ସେହି ସୁଖୀ
