ଗୌରପ୍ରିୟା ଦାଶ ବୋଉ ମାତ୍ର ଏକ ଶବ୍ଦ ନୁହେଁ ମାୟା ମମତାରବୋଉର ବର୍ଣ୍ଣନା ପାଇଁ ଶବ୍ଦ ଥରହର,ଓଠରେ ମୋ ଦରୋଟି ଶବ୍ଦ ଖଞ୍ଜିଥିବାଅସରନ୍ତି ଶବ୍ଦର ଭଣ୍ଡାର। । ବୋଉ ମୋ ସର୍ବସ୍ୱ ପଞ୍ଚତତ୍ତ୍ଵ ବ୍ରହ୍ମାଣ୍ଡରକି

Read More

ଭୁବନେଶ୍ୱର : ଓଡ଼ିଆ ଭାଷା ପ୍ରତିଷ୍ଠାନ ପକ୍ଷରୁ ସ୍ଥାନୀୟ ସଂସ୍କୃତି ଭବନ ସ୍ଥିତ ସମ୍ମିଳନୀ କକ୍ଷରେ ଓଡ଼ିଆ ଭାଷାରଏକ ପାଞ୍ଚ ଦିନିଆ ‘ସମ୍ପାଦନା, ବନାନ ଶୁଦ୍ଧି ଓ ପ୍ରୁଫ୍ ସଂଶୋଧନ’ ଶିବିର ଉଦ୍‌ଘାଟିତ ହୋଇଛି

Read More

ଲତିକା ମହାପାତ୍ର ଆଜିକାଲି ଖୁବ ହଇଚଇଗୋଟେ ତୁମ୍ଭି ତୋଫାନଅସମ୍ଭବ ଦରଦର ସୁଅଲେଖନୀମାନେ ଚଳଚଞ୍ଚଳମୁଖା ତଳେ ଜାନୁଆର ହସକୁତ୍ସିତ କଟାକ୍ଷଦରଦର ଝୀନ ଆବରଣ ତଳେକାମନାର କୋଳାହଳ … ଆମେ କେଉଁ ସବୁ ଦୁଃଖକୁ ବଖାଣିବାବିକଳରେ କ୍ରନ୍ଦନ

Read More

କିଶୋର ଚନ୍ଦ୍ର ହୋତା ଏହା ହେଉଛି ୨୦୧୫ ମସିହାର କଥା । ଆଜି ଯେତେବେଳେ ଦେଶରେ ସ୍ୱାଧୀନତା ଦିବସ କିମ୍ବା ଗଣତନ୍ତ୍ର ଦିବସ ପାଳନ କରାଯାଏ ବିଗତ ବର୍ଷରେ ଘଟିଥିବା ସେ ଘଟଣାଟି ମନେପଡ଼େ

Read More

ଭୁବନେଶ୍ୱର : ଓଡ଼ିଶା ସରକାରଙ୍କ ଦ୍ୱାରା ପରିଚାଳିତ ‘ଓଡ଼ିଆ ଭାଷା ପ୍ରତିଷ୍ଠାନ’ ପକ୍ଷରୁ ସ୍ଥାନୀୟ ସଂସ୍କୃତି ଭବନଠାରେ ଆୟୋଜିତ ଏକ ପାଞ୍ଚ ଦିନିଆ ‘ସମ୍ପାଦନା, ବନାନଶୁଦ୍ଧି ଓ ପ୍ରୁଫ୍ ସଂଶୋଧନ ଶିବିର’ ଉଦଯାପିତ ହୋଇଯାଇଛି।

Read More

ଭୁବନେଶ୍ୱର : ଭାରତରେ ଗ୍ରନ୍ଥାଗାର ଓ ସୂଚନା ବିଜ୍ଞାନର ଜନକ ଏସ୍. ଆର. ରଙ୍ଗନାଥନଙ୍କ ଜନ୍ମବାର୍ଷିକୀ ଅବସରରେ ଉତ୍କଳ ବିଶ୍ୱବିଦ୍ୟାଳୟ ସ୍ଥିତ ପରିଜା ପାଠାଗାରରେ ଜାତୀୟ ଗ୍ରନ୍ଥାଗାରିକ ଦିବସ ଭାବେ ପାଳିତ ହୋଇଯାଇଛି ।

Read More

ଭୁବନେଶ୍ୱର : ବର୍ଷା ପବ୍ଲିକେଶନ ପକ୍ଷରୁ ଶୁକ୍ରବାର ଗୀତଗୋବିନ୍ଦ ସଦନଠାରେ ପ୍ରଥମ ବର୍ଷା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ପ୍ରଥମ “ବର୍ଷା ସମ୍ମାନ ୨୦୨୩” ପ୍ରଦାନ କରାଯାଇଥିଲା । “ବର୍ଷା କଥା

Read More

ପୁରୀ : କବି, କଥାକାର ତଥା ସୁଲେଖାର ସମ୍ପାଦକ ସଦାଶିବ ମିଶ୍ରଙ୍କ ଦ୍ଵିତୀୟ କବିତା ସଂକଳନ ‘କବିତା ଜୀବନ ଯମୁନା’ର ପୁରୀ ରାଜଭବନରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଦ୍ଵାରା ଲୋକାର୍ପିତ ହୋଇଛି ।

Read More

ଭୁବନେଶ୍ୱର : କେନ୍ଦ୍ର ସାହିତ୍ୟ ଏକାଡ଼େମୀ ଏବଂ ଉତ୍କଳ ବିଶ୍ଵବିଦ୍ୟାଳୟ ସ୍ନାତକୋତ୍ତର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ପକ୍ଷରୁ ଗୁରୁବାର ‘ସ୍ଵାଧୀନତା ସଂଗ୍ରାମକୁ ଓଡ଼ିଶା ସାହିତ୍ୟର ଅବଦାନ’ ଶୀର୍ଷକ ଆଲୋଚନାଚକ୍ର ଆରମ୍ଭ ହୋଇଯାଇଛି

Read More

ଭୁବନେଶ୍ୱର : ଲେଖକ ଗଣେଶ୍ଵର ମିଶ୍ରଙ୍କ ଅଷ୍ଟମ ଶ୍ରାଦ୍ଧବାର୍ଷିକୀ ବୁଧବାର ଜୟ ଭାରତ ସେଣ୍ଟରରେ ସତୀର୍ଥ ପକ୍ଷରୁ ପାଳିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଓଡ଼ିଶା ସାହିତ୍ୟ ଏକାଡ଼େମୀର ସଭାପତି ଡ. ହୃଷୀକେଶ

Read More