ଭୁବନେଶ୍ୱର : ଆସନ୍ତା ଫେବୃଆରୀ ୩ ତାରିଖରୁ ତିନି ଦିନ ଧରି ରାଜ୍ୟରେ ଅନୁଷ୍ଠିତ ହେବାକୁ ଯାଉଛି ପ୍ରଥମ ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀ । ସମଗ୍ର ବିଶ୍ଵରେ ଓଡ଼ିଆ ଭାଷାକୁ ସମୃଦ୍ଧ, ଲୋକପ୍ରିୟ
ଅରୁଣ ମିତ୍ର ହେ ଅବିମୃଷ୍ଯକାରୀ, ତୁମ ଦର୍ପରେହତଭାଗ୍ୟ ବସୁନ୍ଧରା …ଆଜି ବାରୁଦ ସ୍ତୁପରେଅପେକ୍ଷାରେ ଖତରନାକ୍ ଆତତାୟୀହସ୍ତରେ ମଶାଲସଂକଟରେ ମାନବ ସଭ୍ୟତାଭୟ ବିହ୍ବଳା । ଧରିତ୍ରୀ ଜନନୀ କରଇ କ୍ରନ୍ଦନଦେଖି ତୁମ ନିର୍ବୋଧତାକାଳକୁ ଆବାହନ। ।
‘ଛାମୁ ଯାହା ଦେଲେ ହରଷେ …’ ଏହି ପଦଟି ଶୁଣିଲା ମାତ୍ରେ ମନକୁ ଚାଲିଆସେ ହାସ୍ୟରସର ପ୍ରଖ୍ୟାତ କବି ଯଦୁମଣି ମହାପାତ୍ରଙ୍କ କଥା । ପୁରାଣ, କାବ୍ୟ, ଅଳଙ୍କାର, ଶିଳ୍ପଶାସ୍ତ୍ର, ସଙ୍ଗୀତଶାସ୍ତ୍ର, ଜ୍ୟୋତିଷ ଓ
ଭୁବନେଶ୍ୱର : ଭୁବନେଶ୍ୱର ସ୍ଥିତ ଗୁରୁ କେଳୁଚରଣ ଓଡ଼ିଶୀ ଗବେଷଣା କେନ୍ଦ୍ରରେ ଟାଇମପାସ ପବ୍ଲିକେଶନ ପକ୍ଷରୁ ଆୟୋଜିତ ସାହିତ୍ୟ ଉତ୍ସବ କାର୍ଯ୍ୟକ୍ରମରେ ଯୁବ କବି ସୌମ୍ୟରଞ୍ଜନ ପାଳଙ୍କୁ ‘ଉଦୟରାଗ’ ସମ୍ମାନରେ ସମ୍ମାନିତ କରାଯାଇଛି ।
ଭୁବନେଶ୍ୱର : ସାରସ୍ୱତ ଅନୁଷ୍ଠାନ ସମ୍ପର୍କ ସାହିତ୍ୟ ସଂସ୍କୃତି ସଂସଦ ଏକବଂଶ ବାର୍ଷିକ ଉତ୍ସବ ସହିତ ପୁସ୍ତକ ଉନ୍ମୋଚନ ଓ ସମର୍ଦ୍ଧନା ସଭା କଟକର ଶତାବ୍ଦୀ ଭବନରେ ଅନୁଷ୍ଠିତ ହୋଇଯାଇଛି । ସଂସଦର ସଭାପତି
ଭୁବନେଶ୍ୱର : ଓଡ଼ାପଡ଼ା ବ୍ଲକ ଅନ୍ତର୍ଗତ ଇନ୍ଦୁପୁର ଗ୍ରାମର ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ପ୍ରାଙ୍ଗଣରେ ସାଗର ସାହିତ୍ୟ ସଂସଦର ଅଷ୍ଟମ ସାମ୍ଭତ୍ସରିକ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ସଂସଦର ସଭାପତି ଜ୍ୟୋତିର୍ବିଦ ଶ୍ରୀବତ୍ସ କୁମାର
ପୂର୍ଣ୍ଣ ଦାସ ‘ଧୋଓରେ ବାଇଆ ଧୋ’ ସପନରେନିଦ ଆସୁଥିଲା ଘେରି,ଚୂନାଚୂନା ତାରାଫୁଲ ଅଞ୍ଜଳିରେଆସୁଥିଲେ ନୀଳପରୀ । ଆଳୁପୋଡ଼ାର ସେ ମିଠା ମହକରେଜହ୍ନ ପଡୁଥିଲା ଖସି,ଧନମାଳି ସୁନାଥାଳିର ଖୁସିରେରାତି ଉଠୁଥିଲା ହସି । ଓଦା ସିଲଟର
ଭୁବନେଶ୍ୱର : ଢେଙ୍କାନାଳର ଏକ ସ୍ଥାନୀୟ କଲ୍ୟାଣ ମଣ୍ଡପଠାରେ ଏ ମାଟିର ବରିଷ୍ଠ ଆଦର୍ଶ ଶିକ୍ଷକ ତଥା ପଣ୍ଡିତ କବି ଶିବ ପ୍ରସାଦ ଶତପଥୀଙ୍କର ମାନସ ସନ୍ତାନ ପୁସ୍ତକ “ଆଧ୍ୟାତ୍ମିକ ଚେତନାର ସ୍ଵର”ପୁସ୍ତକର ଲୋକର୍ପଣ
