ହେମନ୍ତ କୁମାର ରାଉତ ଗଛର କାୟାରେ ନିର୍ଲିପ୍ତ ନୀଳପକ୍ଷୀର ଗୁଂଜରଣନୀଳବୃନ୍ତ ମହମହ ମହକିତଗଛର ଛାଇ ବୋଉର ଶୈଶବର ପଣତ ।ପୌଷର ଶୀତରେ ବୈଶାଖିର ତାତିରେବର୍ଷାର ରୁମଝୁମ୍ ଗୀତରେନିବୁଜ ପତ୍ରମାନଙ୍କ ସଂଗଠିତ ଆତ୍ମାରେଯେମିତି ଉଡ଼ୁଥାଏ ମୋ
ଡ଼ାକ୍ତର ସୁରେନ୍ଦ୍ର ନାଥ ଦାଶ ଗୋପାଳପୁର ବେଳାଭୂମି ଉପରେ ଅପରାହ୍ନର ଛାଇଟା ଲମ୍ବିଲମ୍ବି ଆସୁଥାଏ । ଆକାଶ ଥାଏ ବେଶ୍ ନିର୍ମଳ ଓ ପବନ ଶାନ୍ତ । ସୁଧାର ପିଲାଟି ଭଳି ବଙ୍ଗୋପସାଗରର ଛାତି
ଦେବଯାନୀ ରାୟ ଅକସ୍ମାତ ସମ୍ପର୍କର ଖୁଣ୍ଟସବୁ ଦୋହଲିବାକୁ ଲାଗିଲେକାହିଁ ଝଡ଼ର ଟିକିଏ ବି ଆଭାସ ନଥିଲାପୁଣି ଥରେ ବର୍ଷାର ତାଣ୍ଡବମଞ୍ଜି ତ ବୁଣି ନଥିଲାଅବା ଦକ୍ଷିଣ ପଟୁପକ୍ଷୀଙ୍କର କୋଳାହଳକେଉଁଠି ଶୁଭୁନଥିଲା…..ପୁରୁଣା ହିସାବ ଖାତାରେସଂମ୍ପର୍କର ଶବ୍ଦ
ପୁସ୍ତକ: ୱିଣ୍ଡୋ ସିଟ୍ ୨୦୨୦ଲେଖକ: ଡ. ମୃଣାଳ ଚାଟାର୍ଜୀପ୍ରକାଶକ: ଶେଫାଳୀ କମ୍ୟୁନିକେସନ୍ସପୃଷ୍ଠା: ୨୫୬ମୂଲ୍ୟ: ମୁଦ୍ରିତ ପୁସ୍ତକ- ୨୫୦ ଟଙ୍କା, ଇ-ପୁସ୍ତକ- ୫୦ ଟଙ୍କାସମୀକ୍ଷା: ସୌମ୍ୟ ରଞ୍ଜନ ବିହାରା ମଣିଷ ଇତିହାସର ସବୁଠୁଁ ସ୍ମରଣୀୟ ଓ
ଶରତ କୁମାର ରାଉତ ମହାମାରୀ କରୋନା ଭୂତାଣୁ ସାରା ଭାରତକୁ ନିଜ ଅକ୍ତିଆରକୁ ନେଇ ଯାଇଥିଲା । ପ୍ରତିମୁହୂର୍ତରେ ରୋଗୀ ସଂଖ୍ୟା ବଢୁଥିଲା ଓ ମୃତ୍ୟୁ ସଂଖ୍ୟା ବି ଆଗକୁ ଚାଲିଥିଲା । ପ୍ରବାସୀ
ବିଦ୍ୟୁତ ପ୍ରଭା ମିଶ୍ର ତୁମେ ଆସିବାର ସୂଚନା ଦେଲାଣିଚୋରା ଚଇତାଳି ଆସି,ଆମ୍ର କୁଞ୍ଜ ରେ ମଧୁର କୁହୁ ସ୍ୱରେକୋକିଳଗାଇଲା ବସି lବଉଳ ବାସରେ ମତୁଆଲା ହୋଇଭ୍ରମର ଗୁଞ୍ଜନ କରେ,ହଳଦୀ ବସନ୍ତ ତୁମ ଆଗ ମନୀଗାଉଛି
ଅଭୟକାନ୍ତ ପଣ୍ଡା ଛାଟର କଥା ସେ କହେ ଚାଟଶାଳୀପାଷାଣ ହୃଦୟେ କୋଣାରକ ତୋଳିତା ସିଲଟ କହେ କେତେ ଗାର ଟାଣିତାହା ଗାର ନୁହେଁ ଆମ ଜୀବନ କାହାଣୀ ଛାଟର କଥା ସେ କହେ ଚାଟଶାଳୀଶୁଷ୍କ
