ସୋରଡ଼ା : ସାହିତ୍ୟ କ୍ଷେତ୍ରରେ ବଳିଷ୍ଠ ଭୂମିକା ନିଭାଉଥିବା ବ୍ରହ୍ମପୁର ସାହିତ୍ୟ ପ୍ରତିଷ୍ଠାନ ତରଫରୁ ବ୍ରହ୍ମପୁର ସାହିତ୍ୟ ଉତ୍ସବ-୨୦୨୩ ଗୋପାଳପୁର ବେଳାଭୂମି ସ୍ଥିତ ହୋଟେଲ ହିଲ ଭିିୟୁରେ ଦୁଇ ଦିନ ଧରି ଅନୁଷ୍ଠିତ ହୋଇଯାଇଛି

Read More

ନୂଆଦିଲ୍ଲୀ: ଓମ୍ ପ୍ରିୟଦର୍ଶୀ ଛୋଟରାୟଙ୍କ ପୁସ୍ତକ “ପାଇକ: ଜନ, ଆଖ୍ୟାନ ଓ ଆନ୍ଦୋଳନ” ବିଶ୍ଵ ପୁସ୍ତକ ମେଳାର ଉଦଘାଟନୀ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ଵାରା ଉନ୍ମୋଚିତ ହୋଇଯାଇଛି । ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ଦ୍ଵାରା ପ୍ରାୟୋଜିତ

Read More

ଭୁବନେଶ୍ୱର: ଓଡ଼ିଶାର ବିଶିଷ୍ଟ ନାଟ୍ୟ ସାହିତ୍ୟିକା ସବିତା ତ୍ରିପାଠୀଙ୍କର ଅତି ବିଶ୍ଲେଷଣାତ୍ମକ ଓଡ଼ିଆ ପୁସ୍ତକ “ଓଡ଼ିଆ ନାଟ୍ୟକାରଙ୍କ ଦୃଷ୍ଟିରେ ନାରୀ” (୧୮୮୦-୧୯୬୦) ମାନ୍ୟବର ରାଜ୍ୟପାଳ ପ୍ରଫେସର୍ ଗଣେଶୀ ଲାଲଙ୍କ କର କମଳରେ ରାଜଭବନ ପରିସରରେ

Read More

ଭୁବନେଶ୍ଵର: ଅଗ୍ରଣୀ ପ୍ରକାଶନୀ ସଂସ୍ଥା “ବ୍ଲାକ ଈଗଲ” ପକ୍ଷରୁ ଅନୁବାଦିକା ନୀହାରିକା ମଲ୍ଲିକଙ୍କ ଅନୁବାଦ ଉପନ୍ୟାସ ‘ଧୂସର ଶୈଶବ’ ଉନ୍ମୋଚିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଲେଖିକା ଆଦ୍ୟାଶା ଦାସ, ବିଶିଷ୍ଟ ଗାଳ୍ପିକ ରବି

Read More

ମାଲକାନଗିରି : କୋରାପୁଟ ଜିଲ୍ଲା ଅନ୍ତର୍ଗତ ଦାମନଯୋଡ଼ି ବର୍ଷା ସାହିତ୍ୟ ସଂସଦର ବାର୍ଷିକ ଉତ୍ସବରେ ମାଲକାନଗିରି ଜିଲ୍ଲାର କବି ବଳରାମ ପୂଜାରୀ ସମ୍ମାନିତ ହୋଇଛନ୍ତି । ଓଡ଼ିଆ ଭାଷା ସାହିତ୍ୟକୁ ସମୃଦ୍ଧ କରିବାକୁ କବି

Read More

କଟକ : ଶିକ୍ଷା ବିସ୍ତାର ସମିତି ଆନୁକୂଲ୍ୟରେ ଦରଗାବଜାରସ୍ଥିତ ମା’ ସରସ୍ଵତୀ ଶିକ୍ଷା ମନ୍ଦିରରେ ସାରସ୍ଵତ ଆସର ରବିବାର ଅନୁଷ୍ଠିତ ହୋଇଯାଇଛି । ଶିକ୍ଷା ବିସ୍ତାର ସମିତି ସଭାପତି ରାଜ କିଶୋର ବେହେରାଙ୍କ ଅଧ୍ୟକ୍ଷତାରେ

Read More

ଖୋର୍ଦ୍ଧା : ପୁରୀ ଜିଲ୍ଲା ପିପିଲି ସ୍ଥିତ ଶିଶୁ ଦରବାର ସାହିତ୍ୟ ସଂସଦ ଏବଂ ଗୁରୁ-ଶିଷ୍ୟ ପାଠାଗାର ପକ୍ଷରୁ ସ୍ଥାନୀୟ ଗୀତା ଭବନରେ ରବିବାର ୧୩ ଦଶ ବାର୍ଷିକ କବି-ଲେଖକ-କଳାକାର ସମ୍ମିଳନୀ ଓ ସାରସ୍ଵତ

Read More

ଭୁବନେଶ୍ୱର : ବିଶିଷ୍ଟ ଗବେଷକ ଡ. ଅନୀଲ ଧୀର ଚଳିତ ବର୍ଷର ‘ଜଗବନ୍ଧୁ ସିଂହ ସ୍ମୃତି ସମ୍ମାନ-୨୦୨୩’ ପାଇବା ପାଇଁ ମନୋନୀତ ହୋଇଛନ୍ତି । ଆସନ୍ତା ଫେବୃୟାରୀ ୧୫ ତାରିଖରେ ନିମପଡ଼ା କଲେଜ ଇତିହାସ

Read More

ରାୟଗଡ଼ା : ସାହିତ୍ୟିକ, ସ୍ତମ୍ଭକାର ତଥା ଗାଳ୍ପିକ ଦ୍ଵିତୀଚନ୍ଦ୍ର ସାହୁଙ୍କ ପଞ୍ଚମ ଗଳ୍ପ ପୁସ୍ତକ ‘ଡେଣା ନଥିବା ସ୍ଵପ୍ନ’ ପାଠକାର୍ପଣ ହୋଇଯାଇଛି । ରାୟଗଡ଼ା ସର୍କିଟ ହାଉସରେ ଅନୁଷ୍ଠିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଓଡ଼ିଶାର ଲବ୍ଧ

Read More

ଘୋଷଣା ହେଲା ‘ମନୋଜ୍ଞ ଦିଗ୍‍ବଳୟ’ ଟ୍ରଷ୍ଟପ୍ରକାଶିତ ହେଲା ୧୦ଟି ପୁସ୍ତକ ପ୍ରଖ୍ୟାତ ସାହିତ୍ୟିକ ମନୋଜ ଦାସଙ୍କ ଆଜି ହେଉଛି ୮୮ତମ ଜନ୍ମବାର୍ଷିକୀ । ଏହି ଅବସରରେ ‘ମନୋଜ୍ଞ ଦିଗ୍‍ବଳୟ’ ଟ୍ରଷ୍ଟର ଘୋଷଣା ହୋଇଛି ।

Read More