ଦେବଯାନୀ ରାୟ ଅକସ୍ମାତ ସମ୍ପର୍କର ଖୁଣ୍ଟସବୁ ଦୋହଲିବାକୁ ଲାଗିଲେକାହିଁ ଝଡ଼ର ଟିକିଏ ବି ଆଭାସ ନଥିଲାପୁଣି ଥରେ ବର୍ଷାର ତାଣ୍ଡବମଞ୍ଜି ତ ବୁଣି ନଥିଲାଅବା ଦକ୍ଷିଣ ପଟୁପକ୍ଷୀଙ୍କର କୋଳାହଳକେଉଁଠି ଶୁଭୁନଥିଲା…..ପୁରୁଣା ହିସାବ ଖାତାରେସଂମ୍ପର୍କର ଶବ୍ଦ

Read More

ଶିବ ସଙ୍କର ଦଳେଇ ମଣିଷ ର କଥା ମଣିଷ କହୁଛିମଣିଷ ଶୁଣିବା ପାଇଁନିଷ୍ଠୁର କେତେ ମଣିଷ ହେଲାଣିଏ ଦୁନିଆ, ସମାଜ ପାଇଁ । ଟଙ୍କାପାଇଁ ସେ ଜୀବନନେଉଛିଟିକିଏ ବି ଭାବୁ ନାହିଁଯୌତୁକପାଇଁ ବୋହୂ ମାରୁଛନ୍ତିଟିକେ

Read More

ବିଦ୍ୟୁତ ପ୍ରଭା ମିଶ୍ର ତୁମେ ଆସିବାର ସୂଚନା ଦେଲାଣିଚୋରା ଚଇତାଳି ଆସି,ଆମ୍ର କୁଞ୍ଜ ରେ ମଧୁର କୁହୁ ସ୍ୱରେକୋକିଳଗାଇଲା ବସି lବଉଳ ବାସରେ ମତୁଆଲା ହୋଇଭ୍ରମର ଗୁଞ୍ଜନ କରେ,ହଳଦୀ ବସନ୍ତ ତୁମ ଆଗ ମନୀଗାଉଛି

Read More

ସୋନମ୍ ମହାପାତ୍ର ସମ୍ପର୍କ ଯେଉଁଠି କିଛି ନାହିଁତୁମ-ମୋ ସମ୍ପର୍କର ସଂଜ୍ଞା ବା କଣ ?ଜାଣିନି କେମିତି ଯୋଡ଼ି ହେଲେ ଆମେପୁଣି ହେଲେ କେବେ ବିଚ୍ଛେଦ………ଶୂନ୍ଯ ଏ ସଂସାରେ ସମ୍ପର୍କ ର ମାନେଖୋଜି ବୁଲେ ମୁ

Read More

ରୀକ୍ଷିରାମ ମେହେର ହେ ଭଗବାନ ଗଢିଲ ଛତିଶ କୋଟି ଜୀବଶ୍ରେଷ୍ଟ ଜୀବ ମାନ୍ୟତା ଦେଲେ ମଣିଷସମସ୍ତ ଙ୍କ ଠୁଁ ଅଲଗା ଗଢ଼ିଲ ଦେଇମସ୍ତିଷ୍କରେ ଦେଲ ଅନେକ ବୁଦ୍ଧି ବିବେକ,ମଣିଷ ମଣିଷ ଭିତରେ ସୃଷ୍ଟି କଲେକେବଳ

Read More

ଡଃ. କୁଳାଙ୍ଗାର କଟକର ଭାଇଚାରା ପ୍ରସିଦ୍ଧ ଅତୁଲ୍ୟବେଶି ହୁଏ ମିଳାମିଶା ଏଠି;ଏହାର ପ୍ରଭାବ ଏବେ ମଣିଷକୁ ଟପିପଡିଲାଣି ଖାଦ୍ୟଦ୍ରବ୍ୟଙ୍କଠି!ତେଣୁ କଟକି ମଣିଷ ଅବା କଟକିଦରବ ଯଦି ପଡିଲା ନକଲି;ଜାଣିବ ସେ ସୁପ୍ରସିଦ୍ଧ ଭାଇଚାରାଦ୍ୱାରା ଅତି

Read More

ପ୍ରବୀର କୁମାର ସାହୁ ବର୍ଷ ରେ ସେଇ ସମୟ,ଯେବେଦୂରତା କମେ ମୋର ଆଉ ବହିରଏଥର ବୋଧେ ସମ୍ପୂର୍ଣ୍ଣ ଅପହଞ୍ଚ ଥିଲି,ଭୟଥିଲା ଏ ପରୀକ୍ଷା ଯେମିତିହଷ୍ଟେଲ ଯିବାକୁ ବାଧ୍ୟ ନ କରେ। ଦୁଇ ମାସ ବାକି,ଶୁଭାରମ୍ଭକାଳେ

Read More

କଇଳାଶ ପଟ୍ଟନାୟକ ମୋତେ ବିଶ୍ୱାସ କରିବା ନ କରିବା ତୋ କାମ । ତେବେ ଏତିକି କହିବି, ସହସା ଲାଭଠୁ ଭଲ,ଦୂରବର୍ତ୍ତୀ ଲାଭ ।କୁନିମାଛଟାର ତାଳୁରେ ଲାଗିଛି କଣ୍ଟା । କଣ୍ଠରେ ତାକୁ ଛାଡ଼ିଦବାଲାଗିକେଉଟକୁ

Read More