ସତ୍ୟନାରାୟଣ ଗନ୍ତାୟତ ପ୍ରପଞ୍ଚର ସବୁଠୁ ବଡ଼ ଧନୀ ହେବାକୁଯାବତ ପେଞ୍ଚ କରୁ ଆମେସବୁଠୁ ସ୍ୱଚ୍ଛ ଦେଖାଇ ହେବାକୁ ବିଏଣେ ଆମ ଇଚ୍ଛା ! ଭଳିକି ଭଳି ଖାଦ୍ୟ ଆମର !ଯେତେ ଖାଇଲେ ବିଆଉଟୁପାଉଟୁ ହେଉଥାଉନାହିଁ
Category: କବିତା
ପୂର୍ଣ୍ଣ ଦାସ ଅଚାନକ ଆଜି ଦେଖା ହୋଇଗଲେସ୍ୱପ୍ନରେ ଆସି ଗାନ୍ଧୀ,ପଚାରିଲି, ‘ବାପୁ, କୁଆଡ଼େ ଯାଉଛଉଟୁଳି ପୁଟୁଳି ବାନ୍ଧି ? ଜନମ ଦିନ ତ ଆଗକୁ ଆସୁଛିଏବେଠୁଁ କାହିଁକି ସଜ,ଲୁହପୋଛି ବାପୁ କହିଲେ,’ବାବୁରେଜୀବନଟା ଏଠି ବୋଝ
ଅନୁପ କୁମାର ମିଶ୍ର ଜହ୍ନରାତି କ’ଣ ଖାଲି ଦେହତାତି ନା ଆଉକିଛିଜହ୍ନରାତି କ’ଣ ଖାଲି ଦରଲିଭା ସ୍ମୃତି ନା ମୂକସାକ୍ଷୀ ମୁଁ ଦରାଣ୍ଡି ଦରାଣ୍ଡି ଜହ୍ନରାତିପଛ ଆଖିମାନଙ୍କୁ ଟାଳିଦେଇ, ତୁମ କୁଡ଼ିଆରେଓଜାଡ଼ି ଅଣାୟତ ଅନ୍ତର୍ଦାହ
ସୌଦାମିନୀ ସାହୁ ଅଭିମାନ ନାହିଁ ଅଭିଯୋଗ ନାହିଁତୁମେ ପରା ମୋର ଆପଣାରଅଧିକାର ପାଇଁ ଆସିବିନି କେବେତୁମେ ତ ରହିଛ ସାଥେ ମୋର ।୧। ଅସ୍ଵୀକାର ନାହିଁ ଆସିବାର ପରେତୁମରି ବାଟକୁ ଚାହିଁଥିବିଅଝଟିଆ ତୁମେ ଅଭିସାର
ହିମାଂଶୁ ଆଚାରୀ ସକାଳର ସେଇ ସ୍ୱର୍ଣ୍ଣିମ ଆଭାରେ କିଏ ଆଙ୍କିଦେଲା ରାତିପାଦଟି କାହିଁକି ପରାକ୍ରମୀ ହେଲା ଫୁଲିଲା କାହିଁକି ଛାତି,ଗଡ଼ ଜିଣି ରାଜା ଫେରିବା ଆଗରୁ କିଏ ବିଞ୍ଚିଦେଲା କଣ୍ଟାଅଦୃଶ୍ୟ ହେଉ କି ଅଦୃଷ୍ଟ
ଡ. ସତ୍ୟ ଦାଶ ବରଷାରେ ଭିଜି ବାହାରିଲି ଖୋଜିମୋ ରାଜଧାନୀ ପ୍ରିୟାକୁପାଛୋଟି ନେଇକି ତା ଶାଢ଼ୀ କାନିରେପୋଛିଦେଲା ମୋର ହିଆକୁ, ଖାଇବାକୁ ଦେଲା କାଜୁ କିସମିସବସିଲା ଦୂରେଇ ଦୂରେଡାକିଲେ ଆସିଲା ଯାକିଯୁକି ହୋଇହାତକୁ ଚୁମିଲା