ବିଶ୍ୱେଶ୍ୱର ମାଝୀ ବଳଭଦ୍ର କହୁଛନ୍ତି ଜଗା ଆଡ଼େ ଚାହିଁଆସିଗଲା ଝାଞ୍ଜି ଖରା କି କରିବା ଭାଇ !ଜଗନ୍ନାଥ ମୃଦୁ ହସି ବୋଲନ୍ତି ଉଦନ୍ତପଖାଳ ମହିମା ଶୁଣ ଭାଇ ବଳବନ୍ତ । ଶୀତ ଉଷାରେ ଗାଧୁଆ
Category: କବିତା
ଶୁଭସ୍ମିତା ପଟ୍ଟନାୟକ ଏ ଦୁନିଆ ଅଟଇ ମୃଗତୃଷ୍ଣା ପରିଭାରି ଅସଭ୍ୟ ଏହାରି ନୀତିସବୁଥାଇ ଏଠି କିଛି ମିଳୁନାହିଁବଡ଼ ବିଚିତ୍ର ଏହାରି ଭିତ୍ତି । ରଙ୍ଗହୀନ ଜୀବନେ ମଣିଷ ବୁଣୁଛିମିଛର ମାୟାବୀ ରଙ୍ଗପ୍ରଶାନ୍ତିର ବାରତା ମିଳୁନାହିଁଏଠି
ମୂଳ ରଚନା : କେଜି ଶଙ୍କର ପିଲ୍ଲାଇ ଅନୁବାଦ : କ୍ଷୀରୋଦ ପରିଡ଼ା ସାରା ଜୀବନ ଚଢେଇଟି ଆକାଶରେ ଉଡ଼ିଉଡ଼ିଯେବେ ପହଞ୍ଚି ପାରିଲାନାହିଁତାହାରି ଈପ୍ସିତ ଆଦର୍ଶାଲୋକରେଫେରିବାକୁ ଚାହିଁଲା ସେ ତାହାରି ନୀଡ଼କୁଫେରି ଆସିବା ପାଇଁ
ପ୍ରଦୀପ କୁମାର ପଣ୍ଡା ସୁଖକର ନଥାଏ ସେ ଘରବା ଏତେ ସୁଖ ଯେ ସମ୍ଭାଳି ହେଉ ନଥାଏ ।ଭିଡ଼ିମୋଡ଼ି ହେବାକୁ ଜାଗା ଅଣ୍ଟୁ ନଥାଏକେଉଁଟା ତଳକେଉଁଠି ଛାତଦିଗବଣା ଦିଗ ବିଦିଗଯେଉଁଠି ଭୂ ସେଇଠି ବ୍ୟୋମସେଇଠି
ଧର୍ମାନନ୍ଦ ମହାରଣା ଆରେ ବାଇମନ କର୍ଣ୍ଣ ଦେଇ ଶୁଣଦୟାର ମାହାତ୍ମ୍ୟ କହଇ ଅଧମ । ଦୟା ଯେ ଅଟଇ ସଂସାରେ ମହତପୂର୍ବେ ମହାଜନେ କହିଛନ୍ତି ସତ । ସକଳ ଜୀବଙ୍କୁ ଦୟା ଯେ କରଇତାହାଠାରୁ
ଶାନ୍ତନୁ ପାଣିଗ୍ରାହୀ ବିଷ ଚରେଜିହ୍ଵାରୁ ଜଠରଅଙ୍ଗପ୍ରତ୍ୟଙ୍ଗକୁ,ସ୍ନାୟୁତନ୍ତ୍ରୀରେ ଫୋଡ଼ିଚାଲେଗୋଡ଼ିଶାଳ କଣ୍ଟା । ଛିନଭିନ୍ ହୋଇ ଛିଟିକି ପଡ଼େଈର୍ଷା ଅସୂୟାର ଜୀବକୋଷଅହଂକାର ଜଡ଼ସଡ଼ଖଣ୍ଡଖଣ୍ଡ କଞ୍ଚାମାଂସ । ଛାତି ଫୁଲେଛାତି ଫାଟେସର୍ବାଙ୍ଗ ଥରାଇପୁଣି ହାରେ ବିଷ ଜ୍ୱାଳାରେ ।
କୈଳାସ ଚନ୍ଦ୍ର ସାହାଣୀ ସକାଳର ଶିରୀ ସଞ୍ଜର ଗୋଧୂଳିରାତିର ଶିତ୍କାର ତୁମେ,ପାହାନ୍ତା ପ୍ରହର ଶିଶିର ପାତ ମୁଁମିଳନର ମଧୁଯାମେ ;କୁହୁଡି ଦିହୁଡ଼ି ଜାଳେ….ବଉଳ ଫୁଲର ମହକ ଭିତରେମକର ଗୁମାନେ ଭାଳେ ! ଚାରିଆଡେ ଏବେ
