ଦେବଯାନୀ ରାୟ ସେ ପୃଥିବୀର ସମସ୍ତ ସ୍ୱପ୍ନକୁ ମୁକୁଟ କରି ପିନ୍ଧିନିଏସ୍ମୃତି ସବୁକୁ ଜୀବନ୍ତ ରୂପ ଦିଏପ୍ରସ୍ଫୁଟିତ ସକାଳର ମହ ମହ ବାସ୍ନାରେନିଜକୁ ଫୁଟାଉଥାଏ ସାରାଟା ବଗିଚାରେ । । ସଜ ମଲ୍ଲିର ବାସ୍ନା

Read More

ଶରତ କୁମାର ରାଉତ ସରୋଜ ବାଥ୍‌ରୁମ୍‌ରୁ ଆସି ଦେଖିଲା, ଭୁବନେଶ୍ୱରରୁ ଗନ୍ଧର୍ବ ବାବୁର ଏକ ମିସ୍ କଲ୍ । ସେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଜଣେ ପଦସ୍ତ ଅଫିସର୍ । ସରୋଜ

Read More

ଦେବଯାନୀ ରାୟ କେଉଁ ଏକ ଚିହ୍ନା ଚିହ୍ନା ବାସ୍ନାରେ ଚହଲିଗଲା କିଛି କ୍ଷଣହଁ….., ଆଜି ସନ୍ଧି କ୍ଷଣରେ ଅନ୍ଧାରକୁ ଗୋଟା ପଣେମାତ୍ କରିନେବାର ବେଳଗୋଟେ ପ୍ରସସ୍ଥ ମଇଦାନରେଛାତି ପାଲଟି ଯାଏ ନଗ୍ନତାର ଚିହ୍ନଯେଉଁଠି ସର୍ବଦା

Read More

ସୁପ୍ରିୟା ପ୍ରଶାନ୍ତ ଭାଗ –୬ ଶ୍ରୀଧାରା ଶ୍ରୀ ସହ ଭେଟିବା ପରେ ଯେଉଁ କଳାଶ୍ରମ ଉତ୍ସବ ହୋଇଥିଲା, ସେଠି ମୁଁ ତାକୁ ନାଚିବାର ଦେଖି ନ ଥିଲି। ମୋର ନିଜର କାମ ଥିବାରୁ ମୋତେ

Read More

ପୁସ୍ତକ: ଦି ଡ୍ରିମ୍‍ ଅଫ୍‍ ରିଭଲ୍ୟୁସନ: ଏ ବାୟୋଗ୍ରାଫି ଅଫ ଜୟପ୍ରକାଶ ନାରାୟଣଲେଖକ: ବିମଲ ପ୍ରସାଦ ଏବଂ ସୁଜାତା ପ୍ରସାଦପ୍ରକାଶକ: ପେଙ୍ଗୁଇନ ରାଣ୍ଡମ ହାଉସ,ପୃଷ୍ଠା ୩୦୬, ମୂଲ୍ୟ ୬୯୯ଟଙ୍କା ସ୍ବାଧୀନୋତ୍ତର ଭାରତର ରାଜନୀତିକ ଇତିହାସରେ

Read More

ଅକ୍ଷୟ ମହାନ୍ତି ଆଧୁନିକ ଓଡି଼ଆ ସଙ୍ଗୀତ ଜଗତର କିମ୍ବଦନ୍ତି ପୁରୁଷ । କେବଳ ସଙ୍ଗୀତ ନୁହଁ, ସାହିତ୍ୟ କ୍ଷେତ୍ରରେ ମଧ୍ୟ ସେ ଖୁବ୍‍ ଲୋକପ୍ରିୟ । ସେ ଗଳ୍ପ, ଉପନ୍ୟାସ, ଭ୍ରମଣ କାହାଣୀ, ଆତ୍ମଜୀବନୀ

Read More

ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଓଡ଼ିଶା ଆଗମନ ସମୟରେ ଲୋକଙ୍କର ଦାରିଦ୍ରତାର ଚିତ୍ର ବ୍ୟଥିତ କରିଥିବା ବେଳେ ମଧୁବାବୁଙ୍କ ଉତ୍କଳ ଟ୍ୟାନେରୀ, ସତ୍ୟବାଦୀ ବନବିଦ୍ୟାଳୟ ତାଙ୍କୁ ପ୍ରେରଣା ଯୋଗାଇଥିଲା । ସେହିପରି ଗାନ୍ଧୀଜୀ ଓଡ଼ିଶାର

Read More

ବିଜୟାନନ୍ଦ ସିଂହଙ୍କ ୪ର୍ଥ ଗଳ୍ପ ସଙ୍କଳନ ‘ଜୀବନ ଏକ ନାଟକ ଅପେକ୍ଷା ଜୀବନ ଏକ ନଦୀ କହିବା ଅଧିକ ପ୍ରାସଙ୍ଗିକ’ ଭୁବନେଶ୍ୱର: ପ୍ରଫେସର ବିଜୟାନନ୍ଦ ସିଂହଙ୍କ ୪ର୍ଥ ଗଳ୍ପ ସଙ୍କଳନ ‘ଜୀବନ ଏକ ନଦୀ’

Read More

-ପାଠାଗାରରେ ରହିବ ଏହି ଗ୍ୟାଲେରୀ-‘ଚିତ୍ତରଞ୍ଜନ ଦାସ’ ଗ୍ୟାଲେରୀ ଉଦ୍‍ଘାଟିତ-ଫକୀର ମୋହନଙ୍କର ସଂଗ୍ରହଳାୟ ହେବ ବାଲେଶ୍ୱର: ବାଲେଶ୍ୱର ସ୍ଥିତ ଫକୀର ମୋହନ ବିଶ୍ୱବିଦ୍ୟାଳୟରେ ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ଲେଖକ ମନୋଜ ଦାସଙ୍କ ନାମରେ ଏକ ଗ୍ୟାଲେରୀ କରିବାକୁ

Read More