ଭୁବନେଶ୍ଵର: ଅଗ୍ରଣୀ ପ୍ରକାଶନୀ ସଂସ୍ଥା “ବ୍ଲାକ ଈଗଲ” ପକ୍ଷରୁ ଅନୁବାଦିକା ନୀହାରିକା ମଲ୍ଲିକଙ୍କ ଅନୁବାଦ ଉପନ୍ୟାସ ‘ଧୂସର ଶୈଶବ’ ଉନ୍ମୋଚିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଲେଖିକା ଆଦ୍ୟାଶା ଦାସ, ବିଶିଷ୍ଟ ଗାଳ୍ପିକ ରବି
Author: ସହ-ସମ୍ପାଦକ
ନଳୀନକାନ୍ତ ଦାଶ ପ୍ରତୀକ ସେନିଚ୍ଛକ, ନିଃସ୍ୱାର୍ଥ ପ୍ରେମରଛଳନା, ମିଛ, ମାୟାରୁତ ଦୂରେ ! ପ୍ରତିଶୃତିବଦ୍ଧ ଆସିବନିଶ୍ଚୟ ସେଅମାଅନ୍ଧାର ତମସାଚ୍ଛନ୍ନ ରାତି,ଅବା ଦିବା ସୂର୍ଯାଲୋକରେ । ପ୍ରବଳ ବର୍ଷାର ହୋଇ ବାରିଧାରା, ନାଜ୍ୟେଷ୍ଠର ପ୍ରଚଣ୍ଡ ରୌଦ୍ର
ମୌସୁମୀ ଦାସ “କି ଗୁଣ ଗାଇବି ଖଜୁରୀ ଗଛର ଲୋ ସଜନୀ, ସେ ତ ମୂଳରୁ ପାହାଚ ପାହାଚ।” ଚମକି ପଡ଼ି ଅରବିନ୍ଦ ପଛକୁ ବୁଲି ଚାହିଁଲେ । ଆରେ …ଏ ତ ସେଇ
ମାଲକାନଗିରି : କୋରାପୁଟ ଜିଲ୍ଲା ଅନ୍ତର୍ଗତ ଦାମନଯୋଡ଼ି ବର୍ଷା ସାହିତ୍ୟ ସଂସଦର ବାର୍ଷିକ ଉତ୍ସବରେ ମାଲକାନଗିରି ଜିଲ୍ଲାର କବି ବଳରାମ ପୂଜାରୀ ସମ୍ମାନିତ ହୋଇଛନ୍ତି । ଓଡ଼ିଆ ଭାଷା ସାହିତ୍ୟକୁ ସମୃଦ୍ଧ କରିବାକୁ କବି
ରଜୀତ ଦାସ କାଲି ହୁଏତ ମୁଁ ନଥିବିତମେ ଥିବ, କିମ୍ବାତମ ପରେ ଥିବ ଆଉ କିଏତା’ ସହ ଥିବ ଏଇ ସମୁଦ୍ର ଗର୍ଜନପକ୍ଷୀଙ୍କର ମଧୁର କୁଜନ । ବହୁଥିବ ନଈଗାଁମୁଣ୍ଡ ପୋଖରୀରେ ଫୁଟୁଥିବ କଇଁଗଛ
