କଟକ : ଅନୁବାଦ ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଆକାଶବାଣୀ କଟକ କେନ୍ଦ୍ରର ପ୍ରାକ୍ତନ ବରିଷ୍ଠ କାର୍ଯ୍ୟକ୍ରମ ନିଷ୍ପାଦକ ତଥା ସାହିତ୍ୟିକ ଡ. କିଶୋର ମହାନ୍ତି ‘ଝଙ୍କାର ଅନୁବାଦ ଭାରତୀ’ ପୁରସ୍କାର ପାଇବାକୁ

Read More

ସ୍ନେହାଶିଷ ତ୍ରିପାଠୀ ମୁଁ କେଉଁ ଏକ ଦୁର୍ଗମ ଇଲାକାର ମଫସଲି ଝିଅଟିଏ…ନାଆଁ ମୋର ସୁନୟନା…। ଛାତିରେ ଦୁଃଖର ପାହାଡ଼କୁ ଚାପି ରଖି ବିହସିପାରେ ମନଖୋଲା ହସ…ପର ଦୁଃଖ ଦେଖିହୋଇପାରେ ମୁଁ ସମଦୁଃଖୀ…। ଆପଣାର ହୋଇପାରେତୁଣ୍ଡ

Read More

ଚିଦାନନ୍ଦ ଦେହୁରୀ ଯେତେ ବି ଚାହିଁଲେ ଏ ହୃଦୟ କୋହଲୁଚେଇବା ପାଇଁ ତାହାରି ଆଗେ,କୋହକୁ ଦୂରେଇ ହସେଇବା ପାଇଁପ୍ରେମରେ ପ୍ରେମରେ ମୋ ପ୍ରିୟା ରାଗେ । ପ୍ରେମ ସିନା ଅଟେ ଅଢେଇ ଅକ୍ଷରସିନ୍ଦୁକରେ କିବା

Read More

ଉଷା ଶତପଥି ପିଲାଦିନ କଥା ମନେପଡେ..ବଣଭୋଜି କରିବାକୁ ଯିବା ପାଇଁ ଅନୁମତିବାପାଙ୍କ ସେ ଗାମ୍ଭୀର୍ଯ୍ୟ ଠାଣି,ମା’ର କାକୁତିମିନତିସବୁ ବୃଥା ହୁଏମିଳେନା ‘ହଁ’ ଟିଏ .. ମନେଥିବ … ଆଦ୍ୟ ଯୌବନରେପ୍ରେୟସୀଟି ପାଇଁ ସାଇତି ଥିବାସ୍ନିଗ୍ଧ

Read More

ଯାଜପୁର : ସୁକିନ୍ଦା ବ୍ଲକ ଅତ୍ତା ଗାଁର ଗୁରୁକୁଳ ଆଶ୍ରମର ପ୍ରଧାନ ଆଚାର୍ଯ୍ୟ ତଥା ସୁକିନ୍ଦା ସାହିତ୍ୟ ସମାଜର ଉପଦେଷ୍ଟା ପ୍ରଫୁଲ୍ଲ କୁମାର ଦାଶ (୭୬)ଙ୍କର ଗତ ୮ ତାରିଖ ରାତିରେ ଦେହାନ୍ତ ହୋଇଯାଇଛି

Read More

ନୟାଗଡ଼ : ନୟାଗଡ଼ ଜିଲ୍ଲା ସାହିତ୍ୟ ସଂସ୍କୃତି ବିକାଶ ମଞ୍ଚ ପକ୍ଷରୁ ମଇ ୭ ତାରିଖରେ ‘ବିଶ୍ଵ ହାସ୍ୟ ଦିବସ’ ପାଳନ କରାଯିବ । ଏହି ଅବସରରେ ନୟାଗଡ଼ ପୁରୁଣା ସହର ସ୍ଥିତ ଜଗନ୍ନାଥ

Read More

କୃଷ୍ଣ ମହାରଣା ବାଡ଼ି ଅଗଣାରେ ଶୁଖୁଥିବାଭାଉଜର ପଣତ କାନିରେଅଇଁଠା ମୁହଁକୁ ପୋଛୁ ପୋଛୁମୋ ଶାଢ଼ୀ ଅସନା ହେଇଯିବ କହିପୁଅକୁ କାଖରେ ଯାକିଦୌଡ଼ ଆସୁଥିବେ ଭାଉଜକିଛି ଏମିତି ଥାଏ ମୋ ଗାଁ । ଦି’ ହାତରେ

Read More

ସ୍ନେହାଶିଷ ରାଉତ କାହା ପାଇଁ ପ୍ରେମ ବୈଶାଖର ଖରାଦେହ ଯାଉଥାଏ ତାତିକାହା ପାଇଁ ପ୍ରେମ ଶ୍ରାବଣର ଧାରାଭିଜୁଥାଏ ନିତି ନିତି । କାହା ପାଇଁ ପ୍ରେମ ମଧୁର ସପନଦେଖି ପାହୁଥାଏ ରାତିକାହା ପାଇଁ ପ୍ରେମ

Read More

ସୁଧାଂଶୁ ଶେଖର ବେହେରା ତୁମକୁ ତ ତୁମ ଜୀବନ ମାଗି ନଥିଲି …ମାଗିଥିଲି ଜୀବନର କିଛି ସମୟ,ତମେ ତାକୁ ବି ଦେଇ ପାରିଲନି …ଯିଏ ସବୁବେଳେ କହୁଥିଲା;ତୁମ ପାଇଁ ମୋ ଜୀବନ ଦେବାକୁ ପଡ଼ିଲେ

Read More

ମଧୁମିତା ମିଶ୍ର ପଥର ପଥରେ ପଡ଼ି ରହିଥାଏ ନଯାଏ କାହାରି ଦୃଷ୍ଟି…ପଥର କୁହେନା କେବେ ସେ ଅଟଇ ଈଶ୍ୱରଙ୍କର ହିଁ ସୃଷ୍ଟି…।ପଥର ଆସିଲେ କାହାରି ବାଟରେ ଗୋଡ଼ରେ ଆଡ଼େଇ ହୁଏ…ପଥର ରହିଲେ ନଈର ଭିତରେ

Read More