ଭୁବନେଶ୍ୱର : ଉତ୍କଳ ସଂସ୍କୃତି ବିଶ୍ଵବିଦ୍ୟାଳୟ ଅଧ୍ୟାପକ ଆଶିଷ ମହାପାତ୍ର ‘ଆସେନ୍ସନ୍ ଅଫ୍ ଓଡ଼ିଆନ୍ ଫୋକ୍ ଆଣ୍ଡ ଇଣ୍ଡିଜେନସ ଡ୍ୟାନ୍ସ’ ଓ ସ୍ନାତକୋତର ପରିଷଦର ମୁଖ୍ୟ ଚକ୍ରଧର ବେହେରା ଓ ଚନ୍ଦ୍ରଶେଖର ସେଠୀଙ୍କ ଦ୍ଵାରା

Read More

ଧନଞ୍ଜୟ ସ୍ଵାଇଁ ଛିଟା ଛିଟା ବର୍ଷା ଲାଗେ ଭାରି ମିଠାମନରେ ଲଗାଏ ନିଆଁନିଆଁ ନୁହେଁ ସିଏ ଏ ଦେହେ ଅଦିନେବସନ୍ତର ମଧୁଛୁଆଁ । ବରଷା ଝରଇ ଝରଝର ହୋଇବଜାଇ ବିଜୁଳି ବାଜାଯା’ ଲାଗି ଏ

Read More

ସତ୍ୟବତୀ ସ୍ଵାଇଁ ଚିତ୍ରକରତାକୁ ମନେପକେଇ ବସିଗଲି ତାର ଚିତ୍ରଟିଏ ଆଙ୍କିବି ବୋଲି ।ଆଖି ବୁଜି ଚେଷ୍ଟାକଲି ତାକୁ ମୋ ଆଖି ସମାନାରେ ଧରି ରଖିବାକୁ । ବାରମ୍ବାର ସେଇ ରୂପଟିକୁ ଅବିକଳ କାର୍ଡ଼ବୋର୍ଡ ଛାତିରେ

Read More

ବଳରାମ ପୂଜାରୀ ସମୟର ସାମିଆନା ସାରାନିଷ୍ଫଳ ପରମାୟୁମାନଙ୍କଗହଳି : ଚହଳି ? ଏଇଠି କୋଉଠିଅଜାଣତରେ ହଜେଇଦେଇଛି ‘ମୋତେ’ ?ମୋ’ ଅଣଲେଉଟାଅର୍ଜିତ:ଅବଶିଷ୍ଟ । କୁଡୁମୁଲୁଗୁମ୍ମା, ମାଲକାନଗିରି, ମୋ – ୯୬୬୮୬୮୮୪୭୪ ଲେଖକ ପରିଚୟ ବୃତ୍ତିରେ ପ୍ରାଥମିକ

Read More

ଧର୍ମରାଜ ମାଝୀ ଅନ୍ୟମାନେ କ’ଣ ଭାବନ୍ତି ତୁମ ବିଷୟରେ,ଏସବୁ ତୁମ ନିୟନ୍ତ୍ରଣରେ ନାହିଁସିଏ ଜାଣନ୍ତି ନାହିଁ;କେମିତି ପହଞ୍ଚିଛ ଆଜି ତୁମେ ଏଇଠି,ତୁମ ଅତୀତ ବାଖଣୀ ଦେଲେ,ସେ ଯେ ଅବାକ୍ ହେବେ, ବାବୁଲାଲ !! ତୁମକୁ

Read More

ଭୁବନେଶ୍ୱର : ଓଡ଼ିଶା ଅତୀତ ଇତିହାସର ଶୌର୍ଯ୍ୟ, ବୀର୍ଯ୍ୟ, ଐତିହ୍ୟ ଓ ବୀରତ୍ଵ ବ୍ୟଞ୍ଜକ କାହାଣୀକୁ ନେଇ ଆଧାରିତ ତ୍ରୈମାସିକ ସାହିତ୍ୟ ପତ୍ରିକା ‘ପାଇକ ବାର୍ତ୍ତା’ ସୋମବାର ଦିନ ଶାସ୍ତ୍ରୀନଗର, ଶ୍ରୀଜଗନ୍ନାଥ ମନ୍ଦିର ପରିସରରେ

Read More

ବାଲେଶ୍ଵର : ବାଲେଶ୍ଵର ଫକୀରମୋହନ ବିଶ୍ଵବିଦ୍ୟାଳୟର ୨୫ତମ ପ୍ରତିଷ୍ଠା ଦିବସ ଆସନ୍ତା ୧୧ ତାରିଖରେ ପାଳନ ହେବ । ଏହି ଅବସରରେ ସୋମବାର ବିଶ୍ଵବିଦ୍ୟାଳୟରେ ଏକ ବୈଠକ କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କ

Read More

ବିଶ୍ଵେଶ୍ଵର ମାଝୀ “ଅଦୋ ଯଦ୍ଦାରୁ ପ୍ଳବତେ ସିନ୍ଧୋ ପାରେ ଅପୁରୁଷମ୍‍ତଦା ରଭସ୍ୱ ଦୁର୍ହଣୋ ତେନଗଚ୍ଛ ପରସ୍ତରମ୍ ।”(ଋକ୍ ବେଦ: ୧୦-୧୫୫:୩)ପଣ୍ଡିତ ସାୟଣାଚାର୍ଯ୍ୟ (୧୪ଶ ଶତାବ୍ଦୀ) ତାଙ୍କ ଭାଷ୍ୟରେ ଲେଖିଛନ୍ତି- “ବର୍ତ୍ତମାନ ସମୁଦ୍ରରେ ପୁରୁଷୋତ୍ତମ ନାମ

Read More

କେନ୍ଦ୍ରାପଡ଼ା : ସାହିତ୍ୟ ଓ ରାଜନୀତି ପରସ୍ପରଠାରୁ ଭିନ୍ନ ନୁହେଁ ବରଂ ପରିପୂରକ । କିନ୍ତୁ ସାହିତ୍ୟିକମାନେ ଯେଭଳି ରାଜନୀତିଠାରୁ ନିଜକୁ ନିରାପଦ ଦୂରତାରେ ରଖୁଛନ୍ତି, ତାହା ସମାଜ ପାଇଁ ଆଦୌ ହିତକର ନୁହେଁ

Read More

ତାପସ ରଞ୍ଜନ ରାଉତ କାହିଁକି ଆଖିରେ ଆଖି ମିଳେଇଗାଳି କରୁଥିବା ସ୍ୱାମୀଟିଏସହବାସ ସମୟତକ ଆଖି ବୁଜି ଦିଏ … କାହିଁକି ପୁରୁଷଟିଏ ମୁଁହ ବୁଲେଇ ଦିଏପ୍ରଶ୍ନର ଉତ୍ତର ଦେବା ପୂର୍ବରୁକାହିଁକି ସ୍ଵାମୀଟିଏ ସାରା ଜୀବନସ୍ଵାମୀ

Read More