ସରୋଜ କୁମାର ପଣ୍ଡା ଶୁଣ…!!!ଥରେ ଏ ଆଖିକୁ ଚାହଁ ନା !ତୁମ ପ୍ରତିଛବି ଦେଖାଯିବ । ଜାଣିଛ,ତୁମେ ବହୁଛ ନିଶ୍ୱାସରେ । ସ୍ପନ୍ଦନର ଶବ୍ଦ ଟିକିଏ ଶୁଣ ତ…!ଜାଣିପାରିଲ ଏବେ ? ତୁମେ ବହୁଛ
Author: ସହ-ସମ୍ପାଦକ
ଅଜୟ କୁମାର ବେହେରା ତୁମରି ସୁଢ଼ଳ ଦେହ-ଦେହଳୀରେମନକୁ ଜଗାଇ ଖୋଜିଛି ଯେତେଜାଣିପାରି ନାହିଁ ଏଯାଏଁ ଏ ମନଦେଇଛି କେତେ ବା ପାଇଛି କେତେ ।। ୦।। ଦେଇଥିଲି ମୁଁ ଯେ ଏମିତି ସୋହାଗତୁମେ ଲୋଡୁଥିଲ
ତାରାପ୍ରସାଦ ଜେନା ଏଇ ସଂପର୍କର ଚାରିକାନ୍ଥ ତୋଳିତୁମକୁ କରିଛି ବନ୍ଦୀସହଜରେ ଆଉ ମୁକୁଳିବା ପାଇଁମିଛରେ ହେବନି ଧନ୍ଦି ! ମନ ସିମେଣ୍ଟରେ ଲୁହ ହସ ଫେଣ୍ଟିକରିଛି ବଢ଼ିଆ ପାଗପ୍ରେମ ଇଟା କେବେ ଭୁଷୁଡ଼ିବ ନାହିଁସନ୍ଦେହ
ଭୁବନେଶ୍ୱର : ‘ସମ୍ବାଦ-ସାହିତ୍ୟ ଘର’ ନାଉଗାଁ ଶାଖାର ଏକ ବୈଠକ ଗୋଠଦା ମଠ ପରିସରରେ ଅନୁଷ୍ଠିତ ହୋଇଯାଇଛି । ସମ୍ପାଦକ ତ୍ରିଲୋଚନ ପାଢୀଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ବୈଠକରେ କର୍ମକର୍ତ୍ତା ନିର୍ବାଚନ ହୋଇଥିଲା । ସର୍ବସମ୍ମତି
ଶ୍ୟାମା କିଙ୍କର ମହାନ୍ତି ଆଶିଷ, ସ୍ୱପ୍ନା ଆଉ ଅଭିଜିତ ମୋ ସହକର୍ମୀ । ଏମାନେ ସମସ୍ତେ ଉଚ୍ଚଶିକ୍ଷିତ ଓ ବୃତ୍ତିଗତ ଦୃଷ୍ଟିରୁ କୁଶଳୀ । ସମସ୍ତେ ଖାଣ୍ଟି ଓଡ଼ିଆ । କିନ୍ତୁ ଇଂରାଜୀ ମାଧ୍ୟମରେ
ସରୋଜ ପଣ୍ଡା ସେଦିନ ଖୁବ ବର୍ଷା । ତିନ୍ତିତିନ୍ତି ସ୍କୁଟିରୁ ଓହ୍ଲାଇଛି, ପ୍ରିୟାର କଲ୍ ଆସିଲା । ସେ କହିଲା, “ସୁଜାତା ନାନୀ ଆଉ ନାହାଁନ୍ତି ।” ମୋର ଆଖି ସାମ୍ନାରେ ସୁଜାତା ନାନୀଙ୍କ
ଭୁବନେଶ୍ୱର : ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଶା ସାହିତ୍ୟ ଏକାଡ଼େମୀର ୬୬ତମ ସ୍ୱନକ୍ଷତ୍ର ଦିବସ ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ ପାଳିତ ହୋଇଯାଇଛି । ଓଡ଼ିଆ ଭାଷା, ସାହିତ୍ୟ ଓ
ଭୁବନେଶ୍ୱର : କୋଣାର୍କ ଓଡ଼ିଶା ପରିବାର ପକ୍ଷରୁ ୟୁଥ୍ ହଷ୍ଟେଲ ସଭାଗୃହ ପୁରୀଠାରେ ୨୩ ଜୁଲାଇ ରବିବାର ଦିନ ମୌସୁମୀ ସାହିତ୍ୟ ଆସର ଅନୁଷ୍ଠିତ ହୋଇଯାଇଛି । କବି କପିଳେଶ୍ଵର ଖମାରୀ ଉକ୍ତ କାର୍ଯ୍ୟକ୍ରମରେ
