ସତ୍ୟବତୀ ସ୍ଵାଇଁ ମୋର ଅପେକ୍ଷା ଥିଲା ତାକୁ । ଡେରି ହେଉଥିଲା ତାର ଆସିବା । ବ୍ୟଗ୍ରତା କୂଳ ଲଂଘୁଥିଲା ମୋର । ତା’ ସହ ଭେଟହେବା ବେଗର ତୀବ୍ରତା ମୋତେ କରୁଥିଲା ଚଗଲି
Author: ସହ-ସମ୍ପାଦକ
ଭବାନୀ ଶଙ୍କର ନାଥ ଗାଁ ସ୍ମୃତି ଏକ ଅପାସୋରାଆଈମା’ର କାହାଣୀ ପେଡ଼ି,ଯେତେ ସାଉଁଟିବ ସେତେ ଭାଳି ହବମନୁ ନହୋଇବ ଫେଡ଼ି । ଗାଁ ଚାଟଶାଳୀ, ତା’ ଧାନକିଆରୀମନହୁଏ ତାକୁ ଝୁରି,ତା’ ମାଟିପବନ ଚନ୍ଦନର ସମମାଥେ
କଟକ : ଶିକ୍ଷା ବିସ୍ତାର ସମିତି ଆନୁକୂଲ୍ୟରେ ଦରଗାବଜାରସ୍ଥିତ ମା’ ସରସ୍ଵତୀ ଶିକ୍ଷା ମନ୍ଦିରରେ ସାରସ୍ଵତ ଆସର ରବିବାର ଅନୁଷ୍ଠିତ ହୋଇଯାଇଛି । ଶିକ୍ଷା ବିସ୍ତାର ସମିତି ସଭାପତି ରାଜ କିଶୋର ବେହେରାଙ୍କ ଅଧ୍ୟକ୍ଷତାରେ
ଖୋର୍ଦ୍ଧା : ପୁରୀ ଜିଲ୍ଲା ପିପିଲି ସ୍ଥିତ ଶିଶୁ ଦରବାର ସାହିତ୍ୟ ସଂସଦ ଏବଂ ଗୁରୁ-ଶିଷ୍ୟ ପାଠାଗାର ପକ୍ଷରୁ ସ୍ଥାନୀୟ ଗୀତା ଭବନରେ ରବିବାର ୧୩ ଦଶ ବାର୍ଷିକ କବି-ଲେଖକ-କଳାକାର ସମ୍ମିଳନୀ ଓ ସାରସ୍ଵତ
ପ୍ରଶାନ୍ତ କୁମାର ନାଥ ଦେଇଥିଲି ହସ ଓଠରେ ତୁମରମୋ ଆଖିରେ ଦେଲ ଲୁହସେ ଲୁହକୁ ପ୍ରିୟା ଆପଣା କରି ମୁଁକେମିତି ବଞ୍ଚିବି କୁହ । ସାଥେ ରହିବାର ଶପଥ କରିଲମଥାକୁ ମୋହର ଛୁଇଁତୁମେ ଗଲାପରେ
ଦୀପକ କୁମାର ସ୍ଵାଇଁ ତମ ଦାଣ୍ତ ଦୁଆରେ ଅଟକିଛି ହଳେ ପାଦପାଦ ତଳେ ଚାପି ଦେଇ ଯେତେ ଅପବାଦତମ ଗାଁ ପ୍ରତି ଗଳିର ଧୂଳିରେ ମୁଁ ଖୋଜୁଛିଜାଣି ଜାଣି ହଜାଇ ଥିବା ଜୀବନର ନିଧି
ଭୁବନେଶ୍ୱର : ବିଶିଷ୍ଟ ଗବେଷକ ଡ. ଅନୀଲ ଧୀର ଚଳିତ ବର୍ଷର ‘ଜଗବନ୍ଧୁ ସିଂହ ସ୍ମୃତି ସମ୍ମାନ-୨୦୨୩’ ପାଇବା ପାଇଁ ମନୋନୀତ ହୋଇଛନ୍ତି । ଆସନ୍ତା ଫେବୃୟାରୀ ୧୫ ତାରିଖରେ ନିମପଡ଼ା କଲେଜ ଇତିହାସ