ତାରାପ୍ରସାଦ ଜେନା ରକେଟରେ ବସି ଚାଲ ଆମେ ମିଶି ପଳେଇଯିବା ଜହ୍ନକୁସେଇଠାରେ କେତେ ମଜା କରି ସତେବଢ଼େଇଦେବା ପ୍ରେମକୁ…….ରକେଟରେ ବସି ଚାଲ ଆମେ ମିଶି….. ! ୦ ! ଥଣ୍ଡାଥଣ୍ଡା ମନ କାଟି ସବୁଦିନହସିବା
Author: ସହ-ସମ୍ପାଦକ

ବିଶ୍ୱେଶ୍ୱର ମାଝୀ ରାତିରେ ଆଲୋକ ଦେଖାଏ ଶଶାଙ୍କଶୀତଳତା ଭରିଦିଏଗୁରୁଦ୍ରୋହୀ ଶାପ ପକ୍ଷେ ଆଲୋକିତପକ୍ଷେ ଅନ୍ଧକାର ସହେ । ଶିବଙ୍କ ଜଟାରେ ଶୀତଳତା ଭରିରାହୁକେତୁ କୋପ ସହଗ୍ରହ ମଧ୍ୟେ ଗଣା ପ୍ରଭାବିତ କରେଜୀବନକୁ ଚନ୍ଦ୍ର ଗ୍ରହ

କହ୍ନେଇ ସାହୁ କବିର ମୃତ୍ୟୁ ପରେହାତ ତାର ଛିଣ୍ଡି ପଡ଼ିଲା ଶିକୁଳିରୁବର୍ଷା ଘନେଇ ଆସିଲାଇତସ୍ତତ ହୋଇ ପଡ଼ି ରହିଲେ ଗଛମାନେଆକାଶ ବରଫ ପାଲଟିଗଲା,ମାଟି ଉର୍ବର ହେଲା କବିର ରକ୍ତରେ l କବି ଜନ୍ମିବାର ଗୋଟେ

ଭୁବନେଶ୍ୱର : ଓଡ଼ିଶା ସରକାରଙ୍କ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ତରଫରୁ ଅନୁସୂଚିତ ଜନଜାତିର ଛାତ୍ର-ଛାତ୍ରୀମାନଙ୍କୁ ମାତୃଭାଷାରେ ଶିକ୍ଷାଦାନ ପାଇଁ, କୌଶଳ ଆୟତ କରିବା ଉପରେ ସଂସାଧକମାନଙ୍କ ଚାରି ଦିନିଆ

ଡ. ଅମୀୟ ମହାପାତ୍ର ସିନ୍ଦୂରା ଫାଟିଲାପୂରୁବ ଆକାଶେ ସୂରୁଯ ଉଠିଲାପକ୍ଷୀ କଳରବ ସକାଳ ସନ୍ଦେଶ ଦେଇଗଲା । ସକାଳ ଶୀତଳ ସୁଲୁସୁଲୁ ବାଆଦେହ ଉଲୁସାଇ ଦିଏ,ସୁନ୍ଦର ଶ୍ୟାମଳ ପ୍ରକୃତି ସୁଷମାଜନ ମନ ମୋହି ନିଏ

ଭୁବନେଶ୍ୱର : ମାଟିଘର ସାହିତ୍ୟ ଆସରର ଚତୁର୍ଥ ବାର୍ଷିକ ଉତ୍ସବ ବୁଦ୍ଧ ମନ୍ଦିର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ମେୟର ସୁଲୋଚନା ଦାସ ମୁଖ୍ୟଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମର ଉଦ୍ଘାଟନ କରିଥିଲେ

ଭୁବନେଶ୍ୱର : ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ହରେକୃଷ୍ଣ ମହତାବ ରାଜ୍ୟ ପାଠାଗାରରେ ପାଠକପାଠିକା ମାନଙ୍କ ସକାଶେ ଜାତୀୟ ଓ ରାଜ୍ୟସ୍ତରୀୟ ପ୍ରତିଯୋଗିତା ପରୀକ୍ଷାରେ କେମିତି ଓ କିପରି କୃତକାର୍ଯ୍ୟ

ସୁବଳ ମହାପାତ୍ର ନା ଅଭି, ଆଉ ନୁହଁ । ଏବେ ତାଙ୍କ ପାଇଁ ଜଣେ ଡୋନର ହିଁ ଖୋଜିବାକୁ ପଡ଼ିବ । ଅଲରେଡ଼ି ଦୁଇ ଥର ହାର୍ଟ ଷ୍ଟ୍ରୋକ ହେଇ ସାରିଲାଣି । ଆଉ

ଭୁବନେଶ୍ଵର : ବସୁମତୀ ସାହିତ୍ୟ ସଂସଦ, ସମ୍ବଲପୁର ଆନୁକୂଲ୍ୟରେ ସ୍ଥାନୀୟ ଭାରତୀୟ ବିଦ୍ୟା ଭବନର ସଭାଗୃହରେ କବି ଗୁଣସାଗର ଦାଶଙ୍କ କବିତା ସଂକଳନ ‘ଭୂମିରୁ ଭୂମା’କୁ ଉନ୍ମୋଚିତ ହୋଇଯାଇଛି । ଗିରିଜା ଶଙ୍କର ଶର୍ମାଙ୍କ

ଘନଶ୍ୟାମ ପଲେଇ ଶ୍ରବଣ କୁମାର ଅନ୍ଧ ବାପାମା’ରକରୁଥିଲା ସଦା ସେବାକାନ୍ଧରେ ଭାରକୁ ବୋହିଣ ଦିହିଁଙ୍କୁକରଇ ଆଣିବା ନେବା । (୧) ତାଙ୍କରି ଶରଧା ଦୂର କରେ ବାଧାସଞ୍ଚାରେ ନୂତନ ପ୍ରାଣଏ ସ୍ଥାନୁ ସେ ସ୍ଥାନ