ବିଭୁଦତ୍ତ ଦାସ ମୁଁ ଦୁହିତା ଦୁଇ କୂଳକୁ ହିତାନହେଲେ ଦୁଇ କୂଳକୁ ପିତା । କହନ୍ତି ପରା ମୁଁ ଭଗିନୀ, ମୁଁ ଜନନୀ, ମୁଁ ଗରୀୟସିଏଠି ମତେ ମିଳିଲା ପଦବୀ ମୁଁ ହେଲି ମହିୟସୀ
Author: ସହ-ସମ୍ପାଦକ
ଶୁଭ ନାରାୟଣ ସ୍ଵାଇଁ ପଣତ କାନିରେ ଘର : ଏକ ପ୍ରେମ ଓ ପ୍ରତ୍ୟୟର ସଂସାର ————————————- ଅଷ୍ଟମ ଶ୍ରେଣୀର ପାଠପଢା ବେଳଠୁ ଗପ ଲେଖା ଆରମ୍ଭ କରିଥିବା ଗାଳ୍ପିକା ଶ୍ରୀମତୀ ଗାୟତ୍ରୀ ସରାଫ
ଭାସ୍ଵତୀ ବାସୁ ୧.ସେ କହିଲା ତା ଓଠ କୁଆଡ଼େଶୁଆ ଥଣ୍ଟ ପରି ଟାଣଆଉ ମିଛ ହସ ପାଇଁ ଟାଣ ଓଠ ଜରୁରୀ । ୨.ସେ କହିଥିଲା ପ୍ରେମ ଦବହେଲେ ମୋ ମୁଠାକ ଯାକ ଧୂଳି।ଏବେ
ଭୁବନେଶ୍ୱର : ଓଡ଼ିଶା ସାହିତ୍ୟ ଏକାଡ଼େମୀ ପକ୍ଷରୁ ୨୦୨୧ ପାଇଁ ପ୍ରତିଭା ରାୟ, ୨୦୨୨ ପାଇଁ ସୀତାକାନ୍ତ ମହାପାତ୍ର ଏବଂ ୨୦୨୩ ମସିହା ପାଇଁ ଶ୍ରୀନିବାସ ଉଦଗାତାଙ୍କୁ ସର୍ବୋଚ୍ଚ ସାରସ୍ୱତ ସମ୍ମାନ “ଅତିବଡ଼ୀ ଜଗନ୍ନାଥ
ନୀଳିମା ନିବେଦିତା ଝରକା ଦେଇ ପଶିଲା । ଆସି ଛୁଇଁଲା ମୁକୁଳା କେଶରାଜି । ତା’ପରେ ଧୀରେଧୀରେ ବଢିଲା ମୁହଁ ଆଡ଼େ । ଆଖି, ଗାଲ, ଓଠ ଦେଇ ଆଗେଇଲା । ଆଗେଇଲା ବେକ
ଭୁବନେଶ୍ଵର : ସ୍ୱାଧୀନତାର ଅମୃତ ମହୋତ୍ସବ ଅବସରରେ ଅଗ୍ରଣୀ ଅନୁଷ୍ଠାନ ଏଚ୍.ଡି.ଆଇ., ଫିନିକ୍ସ ସେବା, ମାଟିଭାଷା ଓ ହେଲମେଟର ମିଳିତ ଆନୁକୁଲ୍ୟରେ ସ୍ଥାନୀୟ ବୁଦ୍ଧମନ୍ଦିର ପରିସରରେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ପାଳିତ
ଭୁବନେଶ୍ୱର : ବିଶିଷ୍ଟ ଶିକ୍ଷାବିତ୍, ଲେଖକ ଓ ସମାଜସେବୀ ପ୍ରତିମା ଦେବୀଙ୍କ ସ୍ମୃତିରେ ଗଠିତ ‘ପ୍ରତିମା ଫାଉଣ୍ଡେସନ୍’ ପକ୍ଷରୁ ସ୍ଥାନୀୟ ଜୟଦେବ ଭବନଠାରେ ପ୍ରଥମ “ପ୍ରତିମା ପୁରସ୍କାର ଉତ୍ସବ ୨୦୨୩” ଆୟୋଜିତ ହୋଇଯାଇଛି ।