ମାନସ ରଞ୍ଜନ ନାୟକ କେଉଁ ଅନାଦି କାଳରୁ ଦୂର୍ବୋଧ୍ୟ, ଅସମାପ୍ତ, ଅସୀମିତ ଏହି ସୃଷ୍ଟିବିବର୍ତ୍ତନେ ନିମଗ୍ନ, ଅଦ୍ୟାବଧି ଅବିଛିନ୍ନ ପରିବର୍ତ୍ତନରବୃଷ୍ଟିଜୀବନ ଜୀଜିବିଷାର ସରହଦ୍ ଡେଉଁ ଏବେ ଅନ୍ତରୀକ୍ଷକୁଦୃଷ୍ଟିମାଆ କୋଳରୁ ଜହ୍ନମାମୁଁ ଏବେ ହାତପାହାନ୍ତାର ଉଲ୍ଲସିତ
Author: ସହ-ସମ୍ପାଦକ

ଅରୁଣ ମିତ୍ର ଏମିତି ଯଦି କାନୁନ ଆସେ ଦେଶେଝିଅ ପିଲା ଯିବ ପୁଅ ଘରକୁନୂଆ ବରର ବେଶେ,ବିବାହ ପରେ ଝିଅ ରହିଥାଉସିଏ ତାର ନିଜ ଗୃହେବ୍ୟତିକ୍ରମରେ ଦଣ୍ଡ ପାଇବେଅଭିଭାବକ ଯିଏ । ବନ୍ଦ ହେବଟି

ଗୀତାଞ୍ଜଳି ପୃଷ୍ଟି ଶବ୍ଦମାନେ ସତେ କୋଳାହଳ କରିଆସନ୍ତେ କି ପାଶେ ଧାଇଁଲେଖି ମୁଁ ଯାଆନ୍ତି ଅନେକ କବିତାମୋ ମନର ଶ୍ରଦ୍ଧା ଦେଇ । ଅଳପ ଦିନର ଗଳପ ଆମରହେଇ ଯାଆନ୍ତା ସ୍ମରଣୀୟପରାଣ ଆବେଗେ ତୋଳି

କୁଳମଣି ଷଡ଼ଙ୍ଗୀ ଆହା କି ସୁନ୍ଦର ଦିଶଇ ନଭେ ପୁନେଇଁ ଜହ୍ନ !!ଆ’ ଜହ୍ନମାମୁଁ ଖେଳିବ ତୋର ସାଙ୍ଗେ ମୋ’ଧନ । ଆ’ ଜହ୍ନମାମୁଁ ଆଆରେ ନେଇ ସରଗ ଫୁଲ,ଖେଳିବ ତୋ ସଙ୍ଗେ କହ୍ନେଇ

ବିନୟ ମହାପାତ୍ର ଅନେକ ସମୟ ହେବ ସୂର୍ଯ୍ୟ ବୁଡ଼ି ସାରିଥିଲା, ତଥାପି ଭଲ ଭାବରେ ଅନ୍ଧାର ହୋଇ ନଥିଲା । ଅନ୍ଧାର କେମିତି ହୋଇ ଥାଆନ୍ତା ଯେ ? ସେଫାଳୀ ପରା ମୋ ସାଥିରେ

କ୍ଷଣପ୍ରଭା ମହାନ୍ତି ସ୍ମୁତି ଅନୁଭୂତି ସବୁ ସେ ସାଉଁଟି, କେବେ ବସେ ମନ ମାରିକୋମଳ ତନୁରେ ବର୍ଷାର ଛିଟାଶୀହରଣ ଦିଏ ଭରି । ମନ ଅଳିନ୍ଦତା ଆନ୍ଦୋଳିତ ହୁଏ, କେତେ ଯେ ଅବୁଝା ପ୍ରଶ୍ନକେବେ