ଆଚାର୍ଯ୍ୟ ଭାବାନନ୍ଦ ଓ ସରୋଜ ରଞ୍ଜନ ପାଇବେ ଓଡ଼ିଆ ଗବେଷଣା ପରିଷଦ ପୁରସ୍କାର

ଭୁବନେଶ୍ଵର : ‘ଓଡ଼ିଆ ଗବେଷଣା ପରିଷଦ’ ପକ୍ଷରୁ ୨୦୨୩ ବର୍ଷ ପାଇଁ ଗବେଷକ ଆଚାର୍ଯ୍ୟ ଭାବାନନ୍ଦଙ୍କୁ ‘କ୍ଷେତ୍ରବାସୀ ସାହିତ୍ୟ ବିଦ୍ୟା ପୁରସ୍କାର’ ଏବଂ କବି ସରୋଜ ରଞ୍ଜନ ମହାନ୍ତି ‘କୃଷ୍ଣଚରଣ କାବ୍ୟପୁରୁଷ ପୁରସ୍କାର’ ପାଇବାକୁ ମନୋନୀତ ହୋଇଛନ୍ତି । ଅପ୍ରେଲ ୭ ତାରିଖରେ ଶ୍ରୀରାମଚନ୍ଦ୍ର ଭବନରେ ହେବାକୁ ଥିବା ଉତ୍ସବରେ ଉଭୟ ଭାବାନନ୍ଦ ଓ ଶ୍ରୀ ମହାନ୍ତିଙ୍କୁ ପୁରସ୍କାର ପ୍ରଦାନ କରାଯିବ ବୋଲି ସଭାପତି ସୁଧୀର ଚନ୍ଦ୍ର ବେହୁରା, ଉପସଭାପତି ଅସିତ ମହାନ୍ତି ଓ ସମ୍ପାଦକ ଗୌରାଙ୍ଗ ଚରଣ ଦାଶ ଜଣାଇଛନ୍ତି ।

Related Posts

Leave a Reply

Your email address will not be published. Required fields are marked *