ପଦ୍ମଲୋଚନ ପ୍ରଧାନ କାହିଁ ଏତେ ସ୍ୱପ୍ନ ଦେଖାଅଜାଣ ଯଦି ରାତି ପାହିଯିବଉଠିବାକୁ ହେବ, ଯିବାକୁ ହେବସୂର୍ଯ୍ୟଙ୍କ ତେଜ କ୍ଷଣି ସ୍ୱପ୍ନ ସବୁ ତରଳିଯିବଏତେ କଥା ଜାଣ ଯଦିସ୍ୱପ୍ନ ଦେଖାଇ କାହିଁ ଛଟପଟ କରାଅ? ତୁମେ
ଶରତ କୁମାର ରାଉତ ମେଡ଼ିକାଲକୁ ଚିଠି ଆସିଛି । ମାଝୀ ବାବୁ ଆମ ଘରକୁ ଆସି କହିବା ପରେ ମୁଁ ଖୁସିରେ ଆତ୍ମହରା ହୋଇଗଲି । ଦୀର୍ଘ ୫ ବର୍ଷ ପରେ ମୁଁ ମନଖୋଲା
ମାୟାଧର ମାନସିଂହ ସକଳେ ଡାକନ୍ତି ‘ତମେ’ ‘ତମେ’ ବୋଲିସେ ‘ତମେ’ର ମୂଲ ନାହିଁ,ତମେ ଯେବେ ମତେ ‘ତମେ’ ବୋଲି କହଏତେ ମିଠା କାହିଁ ପାଇ? ଦୁଇଟି ଅକ୍ଷରେ କିଣିନେଲା ପରିକାନକୁ ମୋହର ଲାଗେ,ଓଠ ତବ
ସୁଧିରେନ୍ଦ୍ର ପରିଜା ଶୀତ ଆସିଲାଣିସହରକୁ ତୁମକଅଁଳ ପରଶ ଧରିବଜାରଘାଟରେଘରେ ଓ ବାହାରେସଭିଁଏ ଗଲେଣି ଥରି ଶୀତ ଖୋଜୁଅଛିଛକରେ, ପାର୍କରେତୁମକୁ ସେ ପାଉ ନାହିଁତୁମ ବିନା ମୋତେଦେଖି ଏକା ଏକାପାରେନା ସେ ମୋତେ ଛୁଇଁ ଶୀତ
ବହି: କ୍ଵେଷ୍ଟ ଫର୍ ଗୁଡ୍ ହେଲ୍ଥଲେଖକ: ବିମଳ ଚନ୍ଦ୍ର ମହାପାତ୍ରପ୍ରକାଶକ: ପବ୍ଲିକେଶନ ଡିଭିଜନ୍, ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ, ଭାରତ ସରକାରମୂଲ୍ୟ: ୩୨୦ ଟଙ୍କା କଥାରେ ଅଛି: ସ୍ଵାସ୍ଥ୍ୟ ହିଁ ସମ୍ପଦ । ସମସ୍ତେ
ଭଲ କରି ନାଆ ବୁହାରେ ନାଉରି !ଝିଅକୁ ମାଡୁଛି ଡର;ଗଡ଼େ ଗଡ଼ଲୋକେ ଚାହିଁ ବସିଥିବେଝିଅ ଯିବ ଶାଶୁଘର ।’’ ଭଲ କରି ନାଆ ବୋହୁଛି ନାଉରି,ତଲେଇ କରିଛି ଠିଆ;ମାମୁ ଭଣଜାର କୁଣରୁ ଆସେ ଲୋ,ବୋହି
ଶରତ କୁମାର ରାଉତ ରାକେଶ ଅଷ୍ଟମ ଶ୍ରେଣୀରେ ପଢୁଥାଏ । ସେଇ ବର୍ଷ ମଇ ମାସରେ ଅଚାନକ ବଡ଼ ଧରଣର ଲଘୁଚାପ ସୃଷ୍ଟି ହେଲା ବଙ୍ଗୋପ ସାଗରରେ । ସରକାର ସତର୍କ କରାଇଲେ ଯେ,
ପ୍ରତ୍ୟୁଷ କୁମାର ସା ଆଜି ଯାହା ନୂଆ, କାଲି ପୁରୁଣା । ଅବଶ୍ୟ ଯୁକ୍ତିଟି ବସ୍ତୁବାଦୀ । ନୂଆ-ପୁରୁଣାର ତରାଜୁରେ ଯଦି ଆମେ ପ୍ରେମକୁ ତଉଲିବା, ତାହେଲେ ପ୍ରେମ ସବୁ ବେଳେ ନୂଆ ।
