ବହି: ଫିଅର୍ସଲି ଫିମେଲ: ଦି ଦୂତୀ ଚାନ୍ଦ ଷ୍ଟୋରୀଲେଖକ: ସନ୍ଦୀପ ମିଶ୍ରପ୍ରକାଶକ: ୱେଷ୍ଟଲାଣ୍ଡ ବୁକ୍ସ, ଜୁନ ୨୦୨୧ ସାରା ଭାରତ ଆଶା କରିଥିଲା ଦୂତୀ ଚାନ୍ଦଙ୍କ ଉପରେ – ଟୋକିଓ ଅଲିମ୍ପିକ୍ସରେ ଶହେ ମିଟର

Read More

ଇଲିମା କର ମନରୁ ମଇଳା ପରିଷ୍କାର କଲେସେଠାରେ ରହିବେ ହରିଯେତେଥର ମାଳା ଜପିଲେ କି ହେବମନ ନିର୍ମଳ ନକରି । ଯାହାର ଅନ୍ତର ଅଟଇ ଖୋଲାନାହିଁ ତାର କିଛି ଭୟସାହା ହୋଇଥାନ୍ତି ପ୍ରଭୁଟି ତାହାରସଦା

Read More

ହରି ମନୋରଞ୍ଜନ ପାଢୀ ଆସିବ ଆସିବ ବୋଲି ଭାବୁ ଭାବୁ,ପୁରା ପାଞ୍ଚ ବର୍ଷ ଲାଗିଗଲାତୁମେ ଆସିବା ପାଇଁ,ଫାଇଲିନ୍ ଓ ହୁଦ୍ ହୁଦ୍ ପରେଭାବିଥିଲି,ଆଉ ଆସିବ ନାହିଁଏ ପଲିଥିନ ଚାଳିରୁମୁକୁଳିଯିବି ବୋଲି … ଆଉ ପିଲାଦିନେ

Read More

ନୀଳିମା ନିବେଦିତା ପଶୁଙ୍କ ପ୍ରତି ଅତ୍ୟାଚାର ନିବାରଣ ଅଧିନିୟମ ୧୯୬୦ର ସେକ୍ସନ ୨୮ କୁହେ, କୌଣସି ବି ଧାର୍ମିକ କାର୍ଯ୍ୟ ପାଇଁ କୌଣସି ପ୍ରାଣୀକୁ କିଛି ବି ଉପାୟ ଦ୍ଵାରା ହତ୍ୟା କରାଯାଇପାରିବ, ଏହା

Read More

ସୁସ୍ମିତା ବେହେରା କୋମଳ ଗାନାତ୍ରା.. ଗୁଜୁରାଟର ଏକ ଅନାମଧେୟ ଗାଁରେ ରହୁଥିବା ଓ ଶିକ୍ଷକତା କରୁଥିବା ଜଣେ ମହିଳାଙ୍କ ନାମ ଥିଲା । ୨୦୧୨ ମସିହା ପୂର୍ବରୁ ତାଙ୍କର କିଛି ପରିଚୟ ନଥିଲା ।

Read More

ଦେବଯାନୀ ରାୟ ଜୀବନରେ ଛଳନା ଓ ଦ୍ୱନ୍ଦରପାହାଡ଼ ଡ଼େଇଁନଇଁ ପଡ଼ିଥିବା ପିଠିରେପର୍ଯ୍ୟାପ୍ତ ବୋଝକୁ ବୋହିଝାପ୍ସା ଦିଶୁଥିବା ଭୂଗୋଳରସୀମା ରେଖା ଡ଼େଇଁକେହି କେବେ ଗଢି ପାରନ୍ତିନିସ୍ୱପ୍ନର ଶଙ୍ଖ ମଲ୍ ମଲ୍ ପଥରରେକୋଟି କମ କରା ଇପ୍‌ସିତ

Read More

ଦୀପକ କୁମାର ସ୍ଵାଇଁ ଦେଶ କିଛି ମାଟି, କିଛି ସମୁଦ୍ର ଆଉ ପର୍ବତଦେଶ କିଛି ଗଛ, କିଛି ମଣିଷ ଆଉ ଇତର ଆଖି ଯେତେ ବାଟ ଦେଖିପାରିଲା ସେତିକି ଦେଶମନ ବୁଝିବା ପର୍ଯନ୍ତ ଯାହା

Read More

ମାନସ ରଞ୍ଜନ ସ୍ଵାଇଁ କେମିତି କହିବିଅନାମ ଉଦାସରେମୋ ପଟର ଇପ୍ସିତ ଦୃଶ୍ୟଗୋଟେ କୃଷ୍ଣପକ୍ଷର ଲମ୍ବିଥିବା ରାସ୍ତା ବୋଲିଯେଉଁଠି କିଛି ଶୀର୍ଷକ ନରଖିକେହି ତ ଛାଡ଼ିଲେନି ପଦଚିହ୍ନଗୋଟେ ନିତାନ୍ତ ଖାଲି ଜାଗାରେପ୍ରସ୍ତୁତ ଥାଇ ଗୋଟେ ହାତରେ

Read More

ବିଶ୍ଵବିଜୟୀ ଦାଶ ବିଶ୍ଵ କଥା ସାହିତ୍ୟର ଯଶସ୍ଵୀ ଲେଖକ, ସାରସ୍ଵତ ସାଧକ, ନିଜର ଲେଖନୀ ମାଧ୍ୟମରେ ଓଡ଼ିଶାକୁ ବିଶ୍ଵ ଦରବାରରେ ପହଞ୍ଚାଇଥିବା କଥାଶିଳ୍ପୀ, ଅସାଧାରଣ ପ୍ରତିଭାଧାରୀ ସାହିତ୍ୟିକ ପଦ୍ମଭୂଷଣ ମନୋଜ ଦାସ । ବିଶିଷ୍ଟ

Read More