ସତ୍ୟନାରାୟଣ ଗନ୍ତାୟତ କୋଳାକୋଳି : ଏକଖାଇ ପିଇ ଶୋଇ ସତରେ ଏଡ଼ିକି ଯାଇଚେ ଆମେ ମୋଟେଇକୋଳାକୋଳି ପାଇଁ ହମହମ ହେଲେ କୁଣ୍ଢ ମୋଟେ ପାଉ ନାଇଁ !! କୋଳାକୋଳି : ଦୁଇଚତୁରେ ଚତୁରେ ହୋଇ
ପ୍ରଶାନ୍ତ କୁମାର ନାଥ ଦେଇଥିଲି ହସ ଓଠରେ ତୁମରମୋ ଆଖିରେ ଦେଲ ଲୁହସେ ଲୁହକୁ ପ୍ରିୟା ଆପଣା କରି ମୁଁକେମିତି ବଞ୍ଚିବି କୁହ । ସାଥେ ରହିବାର ଶପଥ କରିଲମଥାକୁ ମୋହର ଛୁଇଁତୁମେ ଗଲାପରେ
ଦୀପକ କୁମାର ସ୍ଵାଇଁ ତମ ଦାଣ୍ତ ଦୁଆରେ ଅଟକିଛି ହଳେ ପାଦପାଦ ତଳେ ଚାପି ଦେଇ ଯେତେ ଅପବାଦତମ ଗାଁ ପ୍ରତି ଗଳିର ଧୂଳିରେ ମୁଁ ଖୋଜୁଛିଜାଣି ଜାଣି ହଜାଇ ଥିବା ଜୀବନର ନିଧି
ଭୁବନେଶ୍ୱର : ବିଶିଷ୍ଟ ଗବେଷକ ଡ. ଅନୀଲ ଧୀର ଚଳିତ ବର୍ଷର ‘ଜଗବନ୍ଧୁ ସିଂହ ସ୍ମୃତି ସମ୍ମାନ-୨୦୨୩’ ପାଇବା ପାଇଁ ମନୋନୀତ ହୋଇଛନ୍ତି । ଆସନ୍ତା ଫେବୃୟାରୀ ୧୫ ତାରିଖରେ ନିମପଡ଼ା କଲେଜ ଇତିହାସ
ରାୟଗଡ଼ା : ସାହିତ୍ୟିକ, ସ୍ତମ୍ଭକାର ତଥା ଗାଳ୍ପିକ ଦ୍ଵିତୀଚନ୍ଦ୍ର ସାହୁଙ୍କ ପଞ୍ଚମ ଗଳ୍ପ ପୁସ୍ତକ ‘ଡେଣା ନଥିବା ସ୍ଵପ୍ନ’ ପାଠକାର୍ପଣ ହୋଇଯାଇଛି । ରାୟଗଡ଼ା ସର୍କିଟ ହାଉସରେ ଅନୁଷ୍ଠିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଓଡ଼ିଶାର ଲବ୍ଧ
ଶ୍ରୀପାଳ ପଣ୍ଡା ମନେ ଇଚ୍ଛାଙ୍କ କୋଳାହଳଚାଲିବାକୁ ସମାଜ-ପରିଜନ ସହକାନ୍ଧରେ କାନ୍ଧ ମିଳାଇ !ବାସ ! କେଇପାଦ ଚାଲିବା କିନ୍ତୁଉପେକ୍ଷିତ, ଅଗ୍ରାହ୍ୟ, ଅଯୋଗ୍ୟସେଇ ଭୟରେ ମୁଁ ଅସ୍ଥିର, ଅଶାନ୍ତମୁଁ ନିଃସଙ୍ଗ ପଥର ପଥିକ ! କର୍ତ୍ତବ୍ୟ
ସୀମାଞ୍ଚଳ ରଣା ରାତିର ନିର୍ଜନତା ଆମ୍ବ ଗଛରୁ ଝିଙ୍କାରୀର ଝୀଂଝୀଂ ଶବ୍ଦ ଆଉ ଜୁରୀକୁପୁଡାରୁ ହେଟାର ଗର୍ଜନରେ ଥରିଉଠେ ଶରୀର, ଟାଙ୍କୁରି ଉଠେ ଲୋମ । ବିଜୁଳି ଆଲୋକକୁ ପର କରି ଫିକାଫିକା ଜହ୍ନ
ସୁଚରିତା ପାତ୍ର ତା’ର ଷ୍ଟେସନ… ସେ ସବୁବେଳେ କୁହେଷ୍ଟେସନ ଥରିଗଲେପାଣି ପରି ସେ ବି ଚହଲିଯାଏ …କେଜାଣି ତା’ର କ’ଣ ଏତେ ଆନ୍ତରିକତା ଏଇ ବାଣୀବିହାର ଷ୍ଟେସନ ସହରେଳ ଟ୍ରାକ୍ ଠାରୁ ଆରମ୍ଭ କରି
