ଆତ୍ମଜୀବନୀ କେବଳ ନିଜ କଥା କହେନାହିଁ : ଅଧ୍ୟାପକ ବିଶ୍ୱରଂଜନ ଭୁବନେଶ୍ଵର : ଆତ୍ମଜୀବନୀ କେବଳ ଲେଖକର ନିଜ କଥା କହେନାହିଁ । ଏହା ସମକାଳୀନ ଜନଜୀବନର କଥା ମଧ୍ୟ କହେ, ସମାଜର ପ୍ରତିଛବି

Read More

ଅରୁଣ କୁମାର ତ୍ରିପାଠୀ ଛତ୍ରପତି ଶିବାଜୀ ମହାରାଜ ଥିଲେ ଭାରତୀୟଙ୍କ ହୃତଗୌରବ ଏବଂ ଅସ୍ମିତାର ପ୍ରତୀକ । ସିଏ ଦୈବୀକୃପା ହେଉ ନତୁବା ବାହୁବଳର ପ୍ରଭାବ । ଭାରତ ଯେ ବିଦେଶୀ ଶାସନ କବଳରୁ

Read More

ଭୁବନେଶ୍ୱର : ବିଶିଷ୍ଟ ଉର୍ଦ୍ଦୁ କବି ଗୁଲଜାର ଓ ସଂସ୍କୃତ ପଣ୍ଡିତ ଜଗତଗୁରୁ ରାମଭଦ୍ରାଚାର୍ଯ୍ୟଙ୍କୁ ୫୮ତମ ଜ୍ଞାନପୀଠ ପୁରସ୍କାର ପାଇଁ ମନୋନୀତ କରାଯାଇଛି । ଗୁଲଜାର ନାମରେ ପରିଚିତ ସମ୍ପୁରଣ ସିଂହ କାଲରା ହିନ୍ଦୀ

Read More

ବିନୟ ମହାପାତ୍ର ଅପ୍ରେଲ ମାସର ଉଦୁଉଦିଆ ଖରାବେଳ, ନାତିନାତୁଣୀମାନଙ୍କର ସ୍କୁଲ କଲେଜ ସବୁ ଛୁଟି । ଲଞ୍ଚ ପରେ ପରେ ସେମାନେ ନିଜ ନିଜ ରୁମରେ ମୋବାଇଲ ଉପରେ ଆଖି ଗଡ଼େଇ ବସି ଥାଆନ୍ତି

Read More

ଭୁବନେଶ୍ୱର : କୃଷ୍ଣ ପ୍ରସାଦ ସ୍ମୃତି ପରିଷଦ ଆନୁକୂଲ୍ୟରେ ଉତ୍କଳ ବିଶ୍ୱବିଦ୍ୟାଳୟ ଦର୍ଶନ ବିଭାଗ ପରିସରରେ ପ୍ରଫେସର କୃଷ୍ଣ ପ୍ରସାଦ ମିଶ୍ରଙ୍କ ଶ୍ରାଦ୍ଧ ସଭା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଗଣେଶ ପ୍ରସାଦ ଦାସଙ୍କ ସଭାପତିତ୍ୱରେ

Read More

ଛବିରାମ ସେଠୀ ଭାରତ ମାତାର ବୀରପୁତ୍ର ତୁମେଗାଇଲେ ମୁକ୍ତିର ମନ୍ତ୍ରଓଡ଼ିଆ ବଜାର କଟକେ ଜନ୍ମିଲହୋଇଥିଲ ଶ୍ରେଷ୍ଠ ଛାତ୍ର । (୧) ଯୁବଶକ୍ତିର ଧ୍ଵଜା ଉଡ଼ାଇଲଦେଶ ସ୍ବାଧୀନତା ପାଇଁକଳିଙ୍ଗ ମାଟିକୁ ରଖିଲ ବିଶ୍ବରେଉତ୍ତୁଙ୍ଗ ଶିଖରେ ନେଇ

Read More

ପ୍ରତିଭା ପ୍ରିୟଦର୍ଶିନୀ ବିଶିଷ୍ଟ ସାହିତ୍ୟିକ, କବି, ଲେଖକ, ଶିକ୍ଷକ, ତଥା ବିଶ୍ୱ ବିଖ୍ୟାତ ପ୍ରାର୍ଥନା ‘ଆହେ ଦୟାମୟ ବିଶ୍ୱ ବିହାରୀ’ ର ରଚୟିତା ଶ୍ରୀ ରାମକୃଷ୍ଣ ନନ୍ଦଙ୍କର ଆଜି ଜନ୍ମଦିନ । ‘ଆହେ ଦୟାମୟ

Read More

ଭୁବନେଶ୍ୱର : ପି.ଏମ୍. ୟୁବା ମେଣ୍ଟରସିପ୍-୨୦ ଯୋଜନାରେ ମନୋନୀତ ହୋଇଛନ୍ତି ଉଦୀୟମାନ ଯୁବ ଲେଖିକା ରୋଜାଲିନ ମହାନ୍ତି ।। ଏହି ଯୋଜନାରେ ସେ ମାସିକ ୫୦ ହଜାର ଟଙ୍କା ଲେଖାଏଁ ଛଅ ମାସ ପର୍ଯ୍ୟନ୍ତ

Read More

ବର୍ଷୀୟାନ ସାହିତ୍ୟିକ, ପ୍ରଶାସକ ତଥା ଖବରକାଗଜ ‘ସମୟ’ର ମୁଖ୍ୟ ସମ୍ପାଦକ ସାତକୋଡ଼ି ହୋତା (୯୫)ଙ୍କର ଗତକାଲି ମଧ୍ୟାହ୍ନରେ ପରଲୋକ ଘଟିଛି । ନୂଆପଲ୍ଲୀ ସ୍ଥିତ ତାଙ୍କ ବଡ଼ ଝିଅଙ୍କ ଘରେ ସେ ଶେଷ ନିଃଶ୍ବାସ

Read More