ପ୍ରଣତୀ ତ୍ରିପାଠୀ ଶରୀର ସୁନ୍ଦର ସତପ୍ରେମଠୁ ନୁହେଁ…ସୁନ୍ଦରତା ଏକ ମୋହାସକ୍ତଆକର୍ଷଣ ସତହୃଦୟଠୁ ନୁହେଁ… ଦିଗନ୍ତ ନଥିଲେ ଦରିଆମେଘ ମଲ୍ହାର ନଥିଲେ ନୀଳିମାଅଦୃଶ୍ୟ ସେ ହାତର ଶୃଙ୍ଗାର ନଥିଲେ ସୁଷମା…ନିଃସର୍ତ୍ତ ନିଟୋଳ ଆଶ୍ଳେଷର ଅନୁଭବ ନଥିଲେ
ଭୁବନେଶ୍ଵର : “ଆୟୁଷ ମୋର ଯେତିକି ବଢେସେତିକି ନୂଆ କୀରତି ଗଢେଦିନକୁ ଦିନ ମୁଁ ଯଉବନଆଗାମୀ ପାଇଁ ଦେଖେ ସପନରୂପ ଗୁଣରେ ମୋ ସରିଆଉ ଅଛି ବା କେ ସରସା !ମୁଁ ଓଡ଼ିଆ ଭାଷା
ହିମାଂଶୁ ପରିଡ଼ା କିଛି କୁହ ନାହିଁକହିବା ବି ଦରକାର ନାହିଁକିଛି ନୂଆନୂଆ ରୂପ ବେଶ ନେଇଆସିବା ବି ଲୋଡ଼ା ନାହିଁତୁମେ ଯେମିତି, ସେମିତି ହିଁ ମୋ ପାଇଁ ଯଥେଷ୍ଟ । ପିନ୍ଧି ପିନ୍ଧି ପାରୁ
ସୁନନ୍ଦା ବି ମହାପାତ୍ର ଆକାଶେ ଉଡୁଛି ଆଜିମାଟିରେ ଗଡୁଛି,ସାଗରେ ବୁଡୁଛି କେବେପବନେ ଦୋଳୁଛି,ଜାଣି ମୁଁ ପାରୁନି ଆଜିକେତେ ଅଛି କେତେମୋ ହଜିଛି !ଜୀବନର ଫୁଲ ଡାଳେପାଖୁଡା ନଥିବା ଫୁଲ,କେଜାଣି କାହିଁକି ଆଜିଉଲ୍ଲସି ଉଠୁଛି !
ଭୁବନେଶ୍ୱର : ଉତ୍କଳ ସଂସ୍କୃତି ବିଶ୍ଵବିଦ୍ୟାଳୟରେ ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର ପ୍ରସନ୍ନ କୁମାର ସ୍ୱାଇଁଙ୍କ ସଭାପତିତ୍ୱରେ ବିଶ୍ଵ କବିତା ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ ତଥା ବରିଷ୍ଠ
ବିଶ୍ୱେଶ୍ୱର ମାଝୀ କ ବି ତାକବିର କଥାଜୀବନ ଗୀତାସମାଜର ପ୍ରଥାସଂସ୍କୃତିର ବାର୍ତ୍ତାସଂହତିର ପ୍ରବକ୍ତାସଂସ୍କାରଧର୍ମୀ ଗାଥାମା’ କୋଳର ଉଷ୍ମତାଜ୍ଞାନର ସୁକ୍ଷ୍ମ ନିଗୂଢ଼ତାଆଧ୍ୟାତ୍ମିକ ଭାବର ଭର୍ତ୍ତାନିର୍ଝରିଣୀର ସ୍ରୋତସ୍ନାତାବିହଙ୍ଗମ କୁଜନରେ ସିକ୍ତାସୃଜନ ଚେତନାର ସୁକ୍ଷ୍ମତାବିଜ୍ଞାନର ପ୍ରଦୀପ୍ତ ଜୟଯାତ୍ରାଅବଚେତନର ଗୋପନ
