ଭୁବନେଶ୍ୱର : ବିଶିଷ୍ଟ ଲେଖକ ରବି ସ୍ୱାଇଁ ଓଡ଼ିଆ ସାହିତ୍ୟ କ୍ଷେତ୍ରରେ ଉତ୍କର୍ଷତା ପାଇଁ ସୁକୁବିନା ସ୍ରଷ୍ଟା ସ୍ମାରକୀ ପୁରସ୍କାର ପାଇବା ପାଇଁ ମନୋନୀତ ହୋଇଛନ୍ତି । ଗତକାଲି ମାର୍ଚ୍ଚ ୩ ତାରିଖରେ ସୁକୁବିନା

Read More

ଭୁବନେଶ୍ଵର : ପ୍ରଖ୍ୟାତ କଥାକାର କିଶୋରୀଚରଣ ଦାସଙ୍କ ଜନ୍ମ ଶତବାର୍ଷିକ ସମାରୋହ ଅବସରରେ କିଶୋରୀଚରଣ ସ୍ମୃତି ସଂସଦ ପକ୍ଷରୁ କଟକ ଶତାବ୍ଦୀ ଭବନରେ ଆୟୋଜିତ ସମାରୋହରେ ଗଳ୍ପ ସଂକଳନ ‘ଖଂଗାର’ ପାଇଁ କଳାହାଣ୍ଡିର ଯୁବ

Read More

ଗଣେଶ୍ଵର ସାହୁ ସଖୀ ତୁମ ପ୍ରେମଠିକ୍ ଏ କୁହୁଡ଼ି ପରିଭିନ୍ନ ଏକ ଭ୍ରମ । ଅଦୃଶ୍ୟ ତା’ ଛଳର ଆର୍ଦ୍ରତାଭିଜେଇ ଦେଇପାରେ ଦୁଇ ଆଖିପତାତୃଷାର୍ତ୍ତ ଚର୍ମଆଉ ଚର୍ମ ତଳ ଗୋଟିଗୋଟି ସତ୍ତା । ଅଦୃଶ୍ୟ

Read More

ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ଉତ୍କଳ ମାଟିର ଅନ୍ୟତମ ବରପୁତ୍ର । ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ପାଇଁ ତାଙ୍କର ଅବଦାନ ଅତୁଳନୀୟ । ସ୍ଵତନ୍ତ୍ର ଓଡ଼ିଆ ପ୍ରଦେଶ ଗଠନରେ ତାଙ୍କର ପ୍ରମୁଖ ଭୂମିକା

Read More

ଭୁବନେଶ୍ଵର : ‘ସମାରୋହ’ ପତ୍ରିକାର ବାର୍ଷିକ ଉତ୍ସବ ଗୀତାଗୋବିନ୍ଦ ସଦନରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ପତ୍ରିକାର ସମ୍ପାଦିକା ଶୈଳରାଣୀ ମିଶ୍ର, ସହଯୋଗୀ ସମ୍ପାଦକ ରବି ନାରାୟଣ ନନ୍ଦ, ଅତିଥି ଡ. ସନ୍ତୃପ୍ତ

Read More

ଭୁବନେଶ୍ଵର : ଗତ ୧୮ ଫେବୃଆରୀ ରବିବାର ପୂର୍ବାହ୍ନ ୧୦ ଘଟିକା ସମୟରେ ଭାରତୀୟ ବିଦ୍ୟା ନିକେତନ ପରିସରରେ ସୁକିନ୍ଦା ସାହିତ୍ୟ ସମାଜ, ଯାଜପୁର ତରଫରୁ ଡ. କିଶୋର ଚନ୍ଦ୍ର ଦାସଙ୍କ ଦ୍ଵାରା ଲିଖିତ

Read More

ଗଭୀର ଅନୁଭୂତି ଓ ଅଭିଜ୍ଞତା ନଥିଲେ କବିତା ଲେଖିହୁଏ ନାହିଁ : ସୀତାକାନ୍ତ ମହାପାତ୍ର ଭୁବନେଶ୍ୱର : ବିଶ୍ଵ ମାତୃଭାଷା ଦିବସ ଅବସରରେ ଆଜି ରାଜ୍ୟ ସମବାୟ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ

Read More

ସତ୍ୟନାରାୟଣ ଗନ୍ତାୟତ ଆଜି ଆନ୍ତର୍ଜାତିକ ମାତୃଭାଷା ଦିବସ । ଶିଶୁଟିଏକୁ ଜନ୍ମ ଦିଏ ମାଆ । ତା ପହିଲି କୁଆଁ ଶୁଣୁଶୁଣୁ ହିଁ ଭୁଲିଯାଏ ଟିକକ ଆଗରୁ ସେ ଭୋଗିଥିବା ତା ଦେହର ଦୁଇ

Read More

ଅରୁଣ କୁମାର ମିତ୍ର ହଜାର ଜନମ ଧରିବାରମ୍ବାର ଆସିବି ଫେରିକାଉ କିମ୍ବା କୁମ୍ଭାଟୁଆ ବେଶେ,ଅଥବା ମୟୂର ହୋଇମସ୍ତକେ ଶିଖା ନେଇନାଚୁଥିବି ଘନ ଉଲ୍ଲାସେପାହାଡ଼ ପର୍ବତାକୀର୍ଣ୍ଣଏଇ ସେଇ କଳିଙ୍ଗ ପ୍ରଦେଶେ । ବିଷମ ବାସନା ମନେବୁଲୁଥିବି

Read More

ଭୁବନେଶ୍ୱର : ମୁମ୍ବାଇରେ ରହୁଥିବା ବିଶିଷ୍ଟ ଓଡ଼ିଆ କବି ପାରମିତା ଷଡ଼ଙ୍ଗୀଙ୍କ ମୂଳ ହିନ୍ଦୀ ଭାଷାରେ ଲିଖିତ କବିତା ପୁସ୍ତକ “ଲଜ୍ଜା”ର ଗୁଜରାତୀ ଅନୁଦିତ ପୁସ୍ତକ “ଲଜ୍ଜା” ଗୁଜରାତ ସାହିତ୍ୟ ଏକାଡ଼େମୀର ଶ୍ରେଷ୍ଠ ଅନୁବାଦ

Read More